ସ୍ବାମୀ ସ୍ତ୍ରୀ ଙ୍କର ଏହି ଭୁଲ ପାଇଁ ଜନ୍ମ ହୋଇଥାଏ ଯାଆଁଳା ସନ୍ତାନ ! ଏହି କଥାକୁ ପ୍ରତ୍ୟେକ ଦାମ୍ପତ୍ୟ ଯୋଡି ଜାଣିରଖିବା ଦରକାର …..
ଆପଣମାନେ କେଉଁଠି ନା କେଉଁଠି ଯାଆଁଳା ପିଲାଙ୍କୁ ଦେଖିଥିବେ ।ସାଧାରଣତଃ ଆଜିକାଲି ଯାଆଁଳା ପିଲା ଜନ୍ମ ସ୍ୱଭାବିକ ହେଇଗଲେଣି ।ଏହି ଯାଆଁଳା ପିଲା କେତେକ କ୍ଷେତ୍ରରେ ସମାନ ହେଇଥାନ୍ତି ତ କେତେକ କ୍ଷେତ୍ରରେ ଭିନ୍ନ ହୋଇଥାନ୍ତି ।ତେବେ ଆସନ୍ତୁ ଜାଣିବା କେଉଁ କାରଣ ଯୋଗୁଁ ଯାଆଁଳା ପିଲା ଜନ୍ମ ହୁଅନ୍ତି ଏବଂ ଗର୍ଭବତୀ ମହିଳାମାନେ ଗର୍ଭବତୀ ହେବା ପୂର୍ବରୁ କିମ୍ବା ଗର୍ଭବତୀ ପରେ କେଉଁ ସବୁ ଭୁଲ୍ କରିଥାଆନ୍ତି ,ଯାହା ଫଳରେ ସେମାନଙ୍କର ଯାଆଁଳା ପିଲା ଜନ୍ମ ହୁଅନ୍ତି ।ସେହି କାରଣଗୁଡିକ ହେଲା
ଆମ ଗାଁ ମାନଙ୍କରେ ମାନ୍ୟତା ଅଛି କି କୌଣସି ଗର୍ଭବତୀ ମହିଳା ଗର୍ଭବତୀ ପୂର୍ବରୁ କିମ୍ବା ଗର୍ଭବତୀ ସମୟରେ ଯଦି ଯାଆଁଳା ଫଳ ଖାଇଥାନ୍ତି ତେବେ ସେମାନଙ୍କ ଯାଆଁଳା ସନ୍ତାନ ହୋଇଥାଏ ।କିନ୍ତୁ ବୈଜ୍ଞାନିକମାନେ ଗବେଷଣା କରି ଏହା କହିଛନ୍ତି ଯେ-କ ଣ ପାଇଁ ଦୁଇଟି ଶୁକ୍ରାଣୁ ବିଭକ୍ତ ହୋଇ ଦୁଇଟି ଭ୍ରୁଣରେ ପରିଣତ ହୁଅନ୍ତି ,ଯାହା ଫଳରେ ଯାଆଁଳା ସନ୍ତାନ ଜନ୍ମ ହୁଅନ୍ତି –
1-ଯେଉଁ ମହିଳାମାନେ ଅଧିକ ଗର୍ଭ ନିରୋଧକ ବଟିକା ସେବନ କରିଥାନ୍ତି କିମ୍ବା ଗର୍ଭପାତ ମଧ୍ୟ କରାଇଥାଆନ୍ତି,ସେମାନଙ୍କଠାରେ ଯାଆଁଳା ସନ୍ତାନ ଜନ୍ମ କରିବାର ସମ୍ଭାବନା ଅଧିକ ଥାଏ,କାରଣଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ୱାରା ସେମାନଙ୍କ ଶରୀରେ ହଲିକାଲ୍ ସିମୋଲାଇଟିଙ୍ଗ ହର୍ମୋନର ମାତ୍ରା କମିଯାଇଥାଏ ।ଯାହାଫଳରେ ଶୁକ୍ରାଣୁର ଦ୍ୱିତୀୟ ଅଣ୍ଡକୋଷ ତିଆରି ହୋଇଥାଏ ।ଯାହାଫଳରେ ଦୁଇଟି ସନ୍ତାନର ଉତ୍ପତି ହୋଇଥାଏ ।
2-ଯଦି ପୂର୍ବରୁ ଯେଉଁ ମହିଳାଙ୍କ ଘରେ ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ,ତେବେ ସେମାନଙ୍କଠାରେ ମଧ୍ୟ ଯାଆଁଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ ।
3-ଯେଉଁ ମହିଳାମାନେ ଆମିଷ ଖାଦ୍ୟ ଖାଇଥାନ୍ତି ତ ସେମାନଙ୍କ ମୋଟାପଣ ବଢିବା ସହିତ ସେମାନଙ୍କ ଉଚ୍ଚତା ମଧ୍ୟ ଅଧିକ ରହିଥାଏ ।ଏହି କ୍ଷେତ୍ରରେ ଯାଆଁଳା ପିଲା ରହିବାର ସମ୍ଭାବନା ଅଧିକ ରହିଥାଏ,କାରଣ ଏମାନଙ୍କ ହର୍ମୋନରେ ଅଧିକ ପରିବର୍ତ୍ତନ ହେବାର ଦେଖାଯାଏ ।
4-ପୂର୍ବରୁ ଯେଉଁ ମହିଳା ଦୁଇ କିମ୍ବା ତିନୋଟି ସନ୍ତାନ ଜନ୍ମ କରିଥାନ୍ତି ତ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଯାଆଁଳା ସନ୍ତାନ ହେବାର ସମ୍ଭାବନା ଥାଏ,କାରଣ ସେମାନଙ୍କ କ୍ଷେତ୍ରରେ ଅଣ୍ଡକୋଷର ମାତ୍ରା ବଢିଯାଇଥାଏ ଓ ତାହା ମଧ୍ୟ ସୁରକ୍ଷିତ ଥାଏ । ତେଣୁ ଯାଆଁଳା ପିଲା ଜନ୍ମ ହେବାର ସମ୍ଭାବନା ଥାଏ ।
5-ଯାଆଁଳା ସନ୍ତାନ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେଠାକାର ପରିବେଶ ଓ ସ୍ଥାନ ।ଆମ ଦୁନିଆରେ ଆଫ୍ରିକାରେ ସବୁଠାରୁ ଅଧିକ ଯାଆଁଳା ପିଲା ଦେଖାଯାାନ୍ତି ।କାରଣ ସେଠାକାର ଜଳବାୟୁ ଓ ବାତାବରଣ ତାହା ପାଇଁ ଦାୟୀ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।