IAS ପରୀକ୍ଷା ପ୍ରଶ୍ନ – କେଉଁ ଫଳକୁ ଆମେ ବିନା ଧୋଇ ଖାଇ ପାରିବା ? ଏହି ପ୍ରଶ୍ନର ଉତ୍ତର କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ ଦେଇପାରିବେ ! ଶିଘ୍ର କମେଣ୍ଟ କରି ଜଣାନ୍ତୁ..

ଶିକ୍ଷା ଏମିତି ଏକ ବିଷୟ ବସ୍ତୁ ଅଟେ ଯାହାକୁ ପ୍ରତ୍ୟେକ ଲୋକମାନେ ଜାଣିବା , ଶିଖିବା ନିତାନ୍ତ ଆବଶ୍ୟକ । ଆପଣ ମାନେ ଆଗରୁ ଯେତେବେଳେ କୌଣସି ଚାକିରୀ କରିବା ପାଇଁ ପରୀକ୍ଷା ଦେବା ପାଇଁ ଯାଉଥିଲେ ସେତେବେଳେ ଆପଣ ମାନଙ୍କୁ ଲିଖିତ ଆକାରରେ ପରୀକ୍ଷା ଦେବା ପାଇଁ ପଡୁଥିଲା ମାତ୍ର ଏବେ ଆଉ ତାହା ନାହିଁ ଏବେ ଆପଣ ମାନେ ଯେଉଁଠିକୁ ମଧ୍ୟ ଯାଆନ୍ତୁ ଆପଣ ମାନଙ୍କୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ପଡିବ , ନହେଲେ ଇଣ୍ଟରଭ୍ୟୁୟ ମାଧ୍ୟମରେ ଆପଣ ମାନେ ପରୀକ୍ଷା ଦେଇପାରିବେ ।

ଆପଣ ମାନେ ଯେଉଁ ପରୀକ୍ଷା ମାନେ ଦେଉଛନ୍ତି ବା ଦେବାକୁ ଚାହିଁଛନ୍ତି ସେଥିମଧ୍ୟରୁ ଆଇଏସ ପରୀକ୍ଷା ସବୁଠୁ କଠିନତର ଅଟେ । କାହିଁକିନା ଏହା ଦେଶର ଏବଂ ସମ୍ମାନତମ ଏବଂ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ ।

ଏଥିରେ ଯେଉଁ ପ୍ରଶ୍ନ ସବୁ ପଚାରା ଯାଇଥାଏ ତାହା ଜଣେ ପ୍ରାର୍ଥୀକୁ ବହୁତ ଚିନ୍ତାରେ ପକେଇ ଦେଇଥାଏ । ମାତ୍ର ଜଣେ ବୁଦ୍ଦିମାନ ପ୍ରାର୍ଥୀ ହିଁ ଏହାର ସଠିକ ଉତ୍ତର ପ୍ରଦାନ କରିପାରିବ । ତେଣୁ ଆପଣ ମାନେ ଯଦି ଏହି ପରୀକ୍ଷା ଦେବାକୁ ଚାହୁଁଛନ୍ତି ତେବେ କଠିନ ପରିଶ୍ରମ ନିଶ୍ଚିତ ରୂପରେ କରନ୍ତୁ ।

ଆଜି ଆମେ ଆପଣ ମାନଙ୍କୁ ଆଇଏସରେ ପଚାରାଯାଇଥିବା କିଛି ପ୍ରଶ୍ନ ସମ୍ବଦ୍ଧରେ ଆଲୋଚନା କରିବୁ , ଯାହା ଆପଣଙ୍କର ଭବିଷ୍ୟତ ଜୀବନ ପାଇଁ ବହୁତ କାମରେ ଆସିବ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ମିତି କେଉଁ ଜିନିଷ ଅଛି ଯାହାକୁ ଦଶତଲା ବିଲ୍ଡିଂଗ ଉପରୁ ଫୋପାଡିଲେ ବି ତାର କିଛି ହୁଏନି, କିନ୍ତୁ ପାଣିରେ ଦେଲେ ମରିଯିବ?

ଉତ୍ତର-କାଗଜ

2–କାହାର ଆଖି ଅଛି କିନ୍ତୁସେ ଦେଖି ପାରେନା?

ଉତ୍ତର-ଛୁଞ୍ଚି

3–ଜଣେ କୁଆଁରୀ କନ୍ୟା କଣ କରିପାରେ ନାହିଁ?

ଉତ୍ତର-ଯଜ୍ଞ

4–କେଉଁ ଫଳକୁ ଆମେ ବିନା ଧୋଇ ଖାଇ ପାରିବା?

ଉତ୍ତର-କର୍ମଫଳ

5–ଏମିତି କଣ ଅଛି ଯାହାକୁ କେବେବି ପାଣି ଓଦା କରିପାରିବେ ନାହିଁ?

ଉତ୍ତର–ଛାଇ

6–ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?

ଉତ୍ତର – ବର୍ଷା

7–ଝିଅ ଙ୍କର କେଉଁ ଅଙ୍ଗକୁ ତୁମେ ଖାଇ ପାରିବ ?

ଉତ୍ତର – ଶିକ୍ଷାର୍ଥୀ ଜଣଙ୍କ ଏହି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସହଜରେ ଦେଇଥିଲେ ସେ କହିଥିଲେ କି ଲେଡିଜ୍ ଫିଙ୍ଗର ଯାହାକୁ ଓଡିଆ ଶଦ୍ଧକୋଶରେ ଭେଣ୍ଡି ବୋଲି କୁହାଯାଏ ।ଏହା ଏକ ପରିବା ତେଣୁ ଏହାକୁ ଆମେ ଖାଇ ପାରିବା।

8–ଶରୀର ରୁ କେଉଁ ଅଂଶରୁ ଝାଳ ବୋହେ ନାହିଁ ?

ଉତ୍ତର – ଓଠ

9–ଏମିତି କେଉଁ ଜିନିଷ ଯାହା ବଢ଼ିଥାଏ, କେବେ କମେ ନାହି୍ଁ ?

ଉତ୍ତର – ଉଚ୍ଚତା /ବୟସ , ଏହା କେବେ କମି ନଥାଏ।

10–ତାହା କଣ ଜିନିଷ ଯାହା ଖାଇବା ପାଇଁ କିଣା ଯାଇଥାଏ, କିନ୍ତୁ ଖିଆ ଯାଇ ନଥାଏ?

ଉତ୍ତର- ପ୍ଲେଟ୍। ଏହାକୁ ଖିଆ ଯାଇ ନଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।