sadhu bani- କେଉଁ ବାରରେ ଜନ୍ମ ହେଲେ କଣ ସବୁ ଲକ୍ଷଣ ଥାଏ ନିଶ୍ଚୟ ଜାଣନ୍ତୁ (ଭୟଙ୍କର କଥା )….
ଆମ ଜ୍ୟାତିଷ ଶାସ୍ତ୍ର ଅନୁସାରେ ଯେପରି ବ୍ୟକ୍ତିର ରାଶି , ଗ୍ରହ ଓ ନକ୍ଷତ୍ର ଦେଖି ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ସ୍ୱଭାବ ଜାଣି ହୁଏ ,ଠିକ୍ ସେହିପରି ଜ୍ୟାତିର୍ବିଦଙ୍କ ଅନୁସାରେ ବ୍ୟକ୍ତିର ଜନ୍ମବାର ଦେଖି , ବ୍ୟକ୍ତିର ଲକ୍ଷଣ ବିଷୟରେ କୁହାଯାଇପାରେ ।ତେବେ ଆସନ୍ତୁ ଜାଣିବା ଜ୍ୟାତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ବାର ରେ ଜନ୍ମ ନେଇଥିବା ବ୍ୟକ୍ତିମାନଙ୍କର ଲକ୍ଷଣ ସବୁ କ ଣ ରହିଥାଏ , ଯେପରି ଆପଣ କେଉଁ ବାରରେ ଜନ୍ମ ନେଇଥିଲେ ଆପଣ କ ଣ ସବୁ ଲକ୍ଷଣ ରହିଥାଏ , ସେ ବିଷୟରେ ଜାଣିବା ।ଶାସ୍ତ୍ର ଅନୁସା ରେ ଆମର ସାତୋଟି ବାର ରହିଥାଏ ଏବଂ ଏହି ସାତ ବାରରେ ଜନ୍ମ ନେଇଥିବା ବ୍ୟକ୍ତି ଭିନ୍ନ ଭିନ୍ନ ସ୍ୱଭାବର ହୋଇଥାନ୍ତି ଏବଂ ଏମାନଙ୍କର ଆଚାର ବିଚାର ବ୍ୟବହାର ଚାଲିଚଳନ ବିଦ୍ୟା ଓ ବୁଦ୍ଧି ଭିନ୍ନ ଭିନ୍ନ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ବାର ଅନୁସାରେ ବ୍ୟକ୍ତିର କ ଣ ସବୁ ସ୍ୱଭାବ ରହିଥାଏ । ତେବେ
ରବିବାର – ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ , କ୍ରୋଧି ,କାମାତୁର ,ରିତି କ୍ରମରେ ପାରଙ୍ଗମ , ମିଷ୍ଟ ଭାଷୀ , ଭ୍ରମଣ ପିର୍ୟ ,ଧାର୍ମିକ ଓ ଭକ୍ତିମତ ସ୍ୱଭାବର ହୋଇଥାନ୍ତି ।
ସୋମବାର- ଏହି ବାରରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ୱଭାବରେ ଅଳସୁଆ , ଧୀରନୀତି , ପ୍ରିୟ ଭାଷୀ , ଭୋଗ ବିଳାସ ପୂର୍ଣ୍ଣ ରୀତି କୀର୍ଯ୍ୟ ରେ ଉତ୍ତେଜିତ । ସ୍ତ୍ରୀ କୁ ଦୁଃଖ ପ୍ରଦାନକାରୀ ,ଧାର୍ମିକ ଏବଂ ଶାନ୍ତ ସ୍ୱଭାବର ହୋଇଥାନ୍ତି ।
ମଙ୍ଗଳବାର – ଯେଉଁ ବ୍ୟକ୍ତି ମଙ୍ଗଳବାରରେ ଜନ୍ମ ନେଇଥାନ୍ତି ସେମାନେ ସାହାସୀ , ଚଳଚଞ୍ଚଳ, ଚଞ୍ଚଳମତୀ , ଶତୃବିରୋଧୀ ,କ୍ଷଣକପୀ , ବୁଦଦ୍ଧିମନ୍ତ ,ବିଦ୍ୟା ପ୍ରବୀଣ , କାର୍ଯ୍ୟ କରିବାରେ କୌଶଳ ,ରୀତି ସୁଖରେ ସୁଖୀ ଏବଂ ତାହା ଧାର୍ମିକ ସ୍ୱଭାବର ହୋଇଥାନ୍ତି ।
ବୁଧବାର – ଯେଉଁ ବ୍ୟକ୍ତି ବୁଧବାର ରେ ଜନ୍ମ ନେଇଥାନ୍ତି ସେମାନେ ଗଭୀର ଚିନ୍ତା ମଗ୍ନ ,ନ୍ୟାୟଧୀଶ ,ସର୍ବଗୁଣୀ ସମ୍ପନ୍ନ,ଅତି ଚତୁର , ଧର୍ମ କାର୍ୟ୍ୟ ରେ ଆଗ୍ରହୀ ,ରୋଗ ବିଳାସ ପ୍ରିୟ , ଅନୈକିକ ସମ୍ପର୍କ ରେ ଲୁପ୍ତ ଏବଂ କୂଟନିତୀରେ ପାରଙ୍ଗମ ସ୍ୱଭାବର ହୋଇଥାନ୍ତି ।
ଗୁରୁବାର – ଯେଉଁ ବ୍ୟକ୍ତି ଗୁରୁବାର ଦିନ ଜନ୍ମିଥାନ୍ତି , ସେହି ବ୍ୟକ୍ତି ବହୁ ଗୁଣରେ ଅଧିକାରୀ ହୋଇଥାନ୍ତି ।ଏମାନେ ବୁଦ୍ଧି ଓ ବିଦ୍ୟା ରେ ବିଚକ୍ଷଣ ।ହିଂସାତ୍ମକ ଶାସ୍ତ୍ର ଗ୍ରନ୍ଥ ରେ ପାରଙ୍ଗମ ।ଜ୍ଞାନୀ , ଧନୀଶୀଳ ,କୋମଳ ,ଚତୁର ,ଦଯାଳୁ , ଉଚ୍ଚ ଆକାଙ୍ଖାବାଦୀ ,ଧାର୍ମିକ ଏବଂ ଗୁଣୀ ସ୍ୱଭାବର ହୋଇଥାନ୍ତି ।
ଶୁକ୍ରବାର –ଯେଉଁମାନେ ଶୁକ୍ରବାର ରେ ଜନ୍ମ ନେଇଥାନ୍ତି , ସେମାନେ ନୀତି ପରାୟଣ ,କଠୋର ,ପରୋପକାରୀ ,ଭ୍ରମଣ ପ୍ରିୟ ,କାମ ବିଳାସୀ , ନେତୃତ୍ୱ ବାଦୀ , ଶାନ୍ତ ,ଆକର୍ଷିତ ,ସଚ୍ଚୋଟ ଓ ନ୍ୟାୟବାଦୀ ହୋଇଥାନ୍ତି ।
ଶନିବାର –ଯେଉଁ ବ୍ୟକ୍ତି ଶନିବାରରେ ଜନ୍ମ ନେଇଥାନ୍ତି , ସେମାନେ କ୍ଷଣକୋପୀ ,ଚଞ୍ଚଳମତୀ, ବହୁ ଗୁଣର ଅଧିକାରୀ , ତାମୋସି ବିଦ୍ୟା ରେ ପ୍ରବୀଣ , ପର ଧନରେ ଲୋଭ ,ଯଶଶ୍ୱୀ, ଭୋଗ ବିଳାସୀ , ଚତୁର ,ତୀକ୍ଷଣ ବୁଦ୍ଧି ,ଧାର୍ମିକ ସ୍ୱଭାବର ହୋଇଥାନ୍ତି ।