କାର୍ତ୍ତିକ ମାସ ରେ ଭୁଲ ରେ ବି ଏହି ୫ଟି କାମ କରନ୍ତୁ ନାହିଁ l ଭଗବାନ ଙ୍କ କୋପ ଦୃଷ୍ଟି ପଡିବ ସହିତ ଧନ ର ଅଭାବଓ ଅନେକ କ୍ଷତି ହୋଇପାରେ

ବସ୍ତୁ ଶାସ୍ତ୍ର ଅନୁସାରେ ସବୁ ମାସ ଅପେକ୍ଷା କାର୍ତ୍ତିକ ମାସ ଧର୍ମ ମାସ l ଯଦି ଆମେ ଆମ ଜୀବନ ରେ ଏହି ମାସ ରେ ଯଦି ଏହି ସବୁ କାର୍ଯ୍ୟ କରିବୁ ତାହାଲେ ଆମ ଜୀବନ ରେ କେବେବି ଅଭାବ ଆସେ l ଆମେ ଯଦି ଏହି ବସ୍ତୁ ଶାସ୍ତ୍ରରେ ଲେଖା ଯାଇଥିବା କାର୍ତ୍ତିକ ମାସ ରେ ଏହି ନିୟମ କୁ ନିତ୍ୟ ବ୍ୟବହାରିକ ଜୀବନ ରେ ଲଗେଇବୁ ତାହାଲେ ଆମର କେବେବି କୌଣସି ଜିନିଷ ରେ ଅଭାବ ରହିବ ନାହିଁ ।

ତାହା ସହିତ ଆମେ ସମସ୍ତ ନକାରାତ୍ମକ ଶକ୍ତି ଠାରୁ ବହୁତ ଦୂରରେ ରହିବୁ lକେହି ମଣିଷ ଯଦି ଶାସ୍ତ୍ର ନିୟମକୁ ଉଲଂଘନ କାର୍ତ୍ତିକ ମାସ ରେ କରିଥlଏ ।

ତାହାଲେ ସେ ତl ଜୀବନ ରେ ଅନେକ ଦୁଃଖ କଷ୍ଟ ଭୋଗ କରେ ତା ଠାରେ ଦରିଦ୍ରତା ଦେଖା ଦେଇଥାଏ lକାରଣ କାର୍ତ୍ତିକ ମାସ ରେ ଭଗବାନ ବିଷ୍ଣୁ ଙ୍କର ପ୍ରିୟ ମାସ l ଏହି ମାସ ରେ ବ୍ରତ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ l

କାର୍ତ୍ତିକ ମାସ ରେ ଭୁଲ ରେ ଏହି 5 କାମ କରନ୍ତୁ ନାହିଁ l ଏହାକୁ ମଣିଷ ଯଦି ଉଲଂଘନ କରନ୍ତି ବା ଏହାର ପାଳନ ନକରନ୍ତି ତାହାଲେ ସେହି ମାନଙ୍କ ଠାରେ ଦରିଦ୍ରତା ଦେଖା ଦେଇଥାଏ l ତେବେ ଚାଲନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡିକ କଣ ଯାହାକୁ ଉଲଂଘନ କଲେ ଆପଣ ମାନେ ନିଜର ସବୁକିଛି ହରି ବସେଇବେ l

1, କାହାରିକୁ ଖରାପ ବ୍ୟବହାର କରନ୍ତୁ ନାହିଁ l କାହାରି ଅନିଷ୍ଟ କରନ୍ତୁ ନାହିଁ l ନିଜର ଅନର୍ଥ ହେବ l

2, ଏହି ଧର୍ମ ମାସ ରେ ବୃକ୍ଷ ଲତା ଆଦି କାଟନ୍ତୁ ନାହିଁ l ବୃକ୍ଷ ଲତା ପରିବେଶ ର ସନ୍ତୁଳନ ରକ୍ଷା କରନ୍ତି l ତେଣୁ ଏହାକୁ କାଟନ୍ତୁ ନାହିଁ l

3, ଏହି ମାସ ରେ କୌଣସି ଜୀବ ଜନ୍ତୁ କୁ ହତ୍ୟା କରନ୍ତୁ ନାହିଁ କି ନଷ୍ଟ କରନ୍ତୁ ନାହିଁ l ଏହା କଲେ ଗର୍ଭ ପାତ ହୋଇ ଥାଏ l ଅନେକ ପ୍ରକାର ର ନିଜର ନଷ୍ଟ ହୋଇ ଥାଏ l

 

4, ଗୁରୁଜନ ମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ l ଅସମ୍ମାନ କଲେ ଅନେକ କ୍ଷତି ହୋଇ ଥାଏ l ବଡ ମାନଙ୍କର ଆଶୀର୍ବାଦ ମିଳି ନ ଥାଏ l ତେଣୁ କାହାରି କୁ ଅସମ୍ମାନ କରନ୍ତି ନାହିଁ l

5, ଧର୍ମ ମାସ ରେ ମଦ୍ୟ ପାନ କରନ୍ତୁ ନାହିଁ l ମଦ୍ୟ ପାନ କଲେ ଧର୍ମ ନଷ୍ଟ ହୋଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।