କାର୍ତ୍ତିକ ମାସରେ ଭୁଲରେ ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ ନହେଲେ ହୋଇଯିବେ ବରବାଦ

ବନ୍ଧୁଗଣ ଜାଣିଛନ୍ତି ବର୍ତମାନ କାର୍ତ୍ତିକ ମାସ ଚାଲିଛି ଏହି ମାସକୁ ଧାର୍ମିକ ମାସ କୁହାଯାଏ l କାରଣ ଏହି ବାଗବାନ ବିଷ୍ଣୁ ଙ୍କର ପୂଜା କରାଯାଏ ଅର୍ଥାତ ତାଙ୍କର ଅବତାର ରାଧା କୃଷ୍ଣ ପୂଜା ହୋଇ ଥାଏ l ଏହି ମାସ ଭଗବାନ ଙ୍କର ଧ୍ୟାନ କଲେ ଭଗବାନ ଙ୍କର କୃପା ମିଳେ l ଯାହାଦ୍ୱାରା ଆମର ସମସ୍ତ ଦୁଃଖ ଦୂର ହୋଇ ଶାନ୍ତି ପ୍ରାପ୍ତ କରିଥାନ୍ତି l ଏହି ମାସରେ ଭଗବାନଙ୍କର କୃପା ବର୍ଷl ହୋଇଥlଏ ଭଗବାନଙ୍କର ଭକ୍ତ ମାନଙ୍କର ଉପରେ l

ଏହି ମାସ ନୁହଁ କେବଳ ଭଗବାନ ବିଷ୍ଣୁଙ୍କର ପ୍ରିୟ ଏହି ମାସ ମଧ୍ୟ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ମାସ ଅଟେ l ଏହିମାସରେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିୟମ ପାଲନ କଲେ ମାତା ଲକ୍ଷ୍ମୀ ପ୍ରଶନ୍ନ ହୁଅନ୍ତି ଯାହାଦ୍ୱାରା ଆମର ଧନ ଧାନ୍ୟ ର ଘରେ ଅଭାବ ରହେ ନାହିଁ l ତେବେ ଚାଲନ୍ତୁ ଜାଣିବା ଏହି ମାସରେ କଣ କରିବା ଉଚିତ ଆଉ କଣ ନକରିବା ଉଚିତ l

1-ଏହି ମାସରେ ତୁଳସୀ ଗଛ ଲଗାନ୍ତୁ ଏବଂ ଏହା ମୂଳରେ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଧୂପ ଦୀପ ଦେଇ ପୂଜା କରନ୍ତୁ ଏହାଦ୍ୱାରା ଆପଣ ଭାଗ୍ୟ ଶାଳୀ ହେବେ l ନାରୀ ମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ମାତା ବୃନ୍ଦାବତୀ ଙ୍କର ଦୟାରୁ l

2-ଏହି ମାସରେ ଦାନ ଦେଲେ ଅନ୍ୟକୁ ଖାଇବାକୁ ଦେବା ଉଚିତ ଏହି ପରି କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି l

3-ଏହି ମାସ କେବେବି କୌଣସି ଭିକାରୀ କୁ ଭିକ୍ଷା ନଦେଇ ଘରୁ ଫେରେଇ ଦିଅନ୍ତି ଆପଣ ଭଗବାନ ଙ୍କର କୋପ ରେ ସ୍ୱୀକାର ହୋଇଥାନ୍ତି l

4-ଏହି ମାସ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କଲେ ଆପଣଙ୍କ ଉପରେ ସୂର୍ଯ୍ୟ ଙ୍କର କୃପା ହୋଇ ଆପଣଙ୍କର ଜୀବନ ରେ ସକାରାତ୍ମକ ଉର୍ଜା ମିଳିଥାଏ ଏବଂ ଆପଣଙ୍କ ଯେତେ ସବୁ ରିଷ୍ଟ ଥାଏ ସେସବୁ ନଷ୍ଟ ହୋଇଯିବ l

5-ଏହି ମାସରେ ଭୁଲରେ କେବେବି ଆମିଷ ଖାଆନ୍ତୁ ନାହିଁ କାରଣ ଏହିପରି କଲେ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ l

6-ଏହି ମାସରେ ପ୍ରତିଦିନ ଯେକୌଣସି ମନ୍ଦିରକୁ ଯିବା ଉଚିତ କାରଣ ଏହି ମାସରେ ସମସ୍ତ ଠାକୁର ଅତି ଶୀଘ୍ର ସନ୍ତୋଷ ହୋଇ ଥାଆନ୍ତି, କାରଣ ଏହି ମାସରେ ଠାକୁର ପୂଜା କଲେ ଭଗବାନ ଆପଣଙ୍କ ଉପରେ କୃପା କରିବେ l

7-ଏହି ମାସରେ ଭୁଲରେ କେବେବି ଅନ୍ୟର ନିନ୍ଦା କରନ୍ତୁ ନାହିଁ କିମ୍ୱା ସବୁବେଳେ କାହା ସହିତ କଳି କରନ୍ତୁ ନାହିଁ l

8-ଏହି ମାସରେ ଘରର ଲିପା ପୁଛା କରି ସଦାସର୍ବଦା ସଫା ସୁତୁରା ରଖନ୍ତୁ ଏହି ପରି କଲେ ଘରେ ସକାରାତ୍ମକ ଉର୍ଜା ରହିଥାଏ l

9- ଏହି ମାସରେ ଭୁଲରେ ବି ମିଛ, ଠକିବା ଚୋରି, କିମ୍ବା ଗଛ କାଟନ୍ତୁ ନାହିଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।