କରଜ ବା ରୁଣ ରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି 5ଟି ଚମତ୍କାରୀ ଉପାୟ, ଆଜି ହିଁ କରନ୍ତୁ ୧୦୦% ଗ୍ୟାରେଣ୍ଟି
କଥାରେ ଅଛି ନିଆଁ, ଘା ଏବଂ ଋଣ ଏସବୁ କୁ ଛୋଟିଆ ଭାବିବା ଆଦୌ ଉଚିତ ନୁହେଁ। କାରଣ ଏହା ଧୀରେ ଧୀରେ ବହୁତ ବଡ଼ ଆକାର ଧାରଣ କରିଥାଏ। ଆପଣଙ୍କ ମଧ୍ୟ ଜୀବନରେ ଅନେକ ଝଡ଼ ଝଞ୍ଜା ଆସିଥିବ ଏବଂ ଆପଣ ଋଣ ମଧ୍ୟ କରିଥିବେ। ଏହି ଋଣ ଧୀରେ ଧୀରେ ବୃଦ୍ଧି ଘଟି ଆପଣଙ୍କୁ ଚିନ୍ତିତ କରୁଥିବ। ଆଜି ଏହି ପୋଷ୍ଟରେ ଏମିତି କିଛି ଉପାୟ ବିଷୟରେ ଆଲୋଚନା କରିବା ଯେଉଁ ସବୁ କାମ କରି ଆପଣ ଋଣ ମୁକ୍ତ ହୋଇ ପାରିବେ।
ଆପଣଙ୍କ ଜୀବନରେ ଋଣ ଜନିତ ସମସ୍ୟା ଦୂର କରିବା ପାଇଁ ଏହି କେତୋଟି ଉପାୟକୁ ମାନିଲେ ଏହା ଆପଣଙ୍କୁ ଅନେକ ସାହାଯ୍ୟ କରିବ।ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।
୧:- ଘରର ଉତ୍ତର ଦିଗରେ ମାତା ଲଷ୍ମୀ ଏବଂ ଭଗବାନ କୁବେର ଦେବତା ଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ଏବଂ ନିୟମିତ ଭାବେ ଏହାକୁ ପୂଜା କରନ୍ତୁ। ଏହିପରି କରିବା ଦ୍ୱାରା ଖୁବ ଶୀଘ୍ର ଋଣ ରୁ ମୁକ୍ତ ହୋଇଯିବେ।
୨:- ଘରର ଦକ୍ଷିଣ-ପଶ୍ଚିମ ଦିଗରେ ବାଥରୁମ ରହିଲେ ଆପଣ ଏବଂ ସବୁବେଳେ ଋଣ ରେ ବୁଡ଼ି ରହିବେ। ତେବେ ଆପଣଙ୍କ ଯଦି ଏହିପରି କିଛି ଦୋଷ ଥାଏ ତାହେଲେ ବାଥରୁମ ରେ ଲୁଣର ଏକ ଡବା ରଖି ଦିଅନ୍ତୁ। ଦେଖିବେ ଋଣ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ।
୩:- ଘରର ଐଶ୍ବାନ୍ୟ କୋଣ କୁ ସବୁବେଳେ ପରିଷ୍କାର ରଖନ୍ତୁ।ଐଶ୍ବାନ୍ୟ କୋଣ ରେ ଷ୍ଟୋର ରୁମ କିମ୍ବା କବାଟ ଝରକା ରଖିବା ଉଚିତ ନୁହେଁ। ଏହା ଧନ ଜନିତ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଘର ତିଆରି ବେଳେ ଏହି କଥାକୁ ଧ୍ୟାନ ଦେବା ଉଚିତ।
୪:- ଋଣ ରୁ ମୁକ୍ତି ପାଇବା କୁ ହେଲେ ବ୍ୟକ୍ତିଙ୍କୁ ନାଲି ରଙ୍ଗର ପୋଷାକ ପିନ୍ଧିବା କୁ ପଡ଼ିବ। ଯଦି ଏହା ସମ୍ଭବ ହେଉନାହିଁ ତାହେଲେ ନାଲି ରଙ୍ଗର ରୁମାଲ କୁ ସବୁବେଳେ ପକେଟରେ ରଖନ୍ତୁ। ଦେଖିବେ ଜୀବନରେ କେବେ ଋଣ ଜନିତ ସମସ୍ୟା ଦେଖାଦେବ ନାହିଁ।
୫:- ଆପଣ ଖାଦ୍ୟରେ ଗୋଡ଼ ମିଶାନ୍ତୁ, ଦେଖିବେ ଏହା ଋଣ ଜନିତ ସମସ୍ତ ସମସ୍ୟା କୁ ଦୂର ହୋଇଯିବ।
୬:- ଘର କିମ୍ବା ଦୋକାନ ଘରର ଉତ୍ତର ପଶ୍ଚିମ ଦିଗରେ କାଚର କିଛି ବସ୍ତୁ ରଖନ୍ତୁ କିମ୍ବା କାଚର କିଛି ଡିଜାଇନ ସେହି ସ୍ଥାନରେ ରଖନ୍ତୁ।ଏହା କରିବା ଦ୍ୱାରା ଋଣରୁ ଖୁବଶୀଘ୍ର ମୁକ୍ତି ମିଳିବ।
୭:-ପାନୀୟ ଜଳର ବ୍ୟବସ୍ଥା ସବୁବେଳେ ଘରର ଉତ୍ତର ଦିଗରେ କରନ୍ତୁ। ଦେଖିବେ ଆର୍ଥିକ ସମସ୍ୟା ଦୂର ହୋଇଯିବ।
୮: ଘରେ ରୋଷେଇ ଘର ଯଦି କରୁଥାନ୍ତି ତାହେଲେ କେବେବି ରୋଷେଇ ଘରର ରଙ୍ଗ ନିଳ ରଙ୍ଗର କରିବେ ନାହିଁ। ରୋଷେଇ ଘର ଯେତେବେଳେ ନିର୍ମାଣ କରୁଛନ୍ତି ତେବେ ନୀଳ ରଙ୍ଗ ଦିଅନ୍ତୁ ନାହିଁ।ଏହା କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।