ଦେଖନ୍ତୁ ଭିଡିଓ : କନ୍ୟାର ଏହି ଧମାକେଦାର ଡ୍ୟାନ୍ସ ଦେଖି ଲାଜେଇଗଲା ବର, 2 ମିନିଟରେ ଏହି ଡ୍ୟାନ୍ସକୁ ବର୍ତ୍ତମାନ ୮୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି….

ପ୍ରତ୍ୟେକ ମଣିଷର ଜୀବନ ସୀମା ମଧ୍ୟରେ ବହୁତ କିଛି କରିବାର କର୍ତ୍ତବ୍ୟ ରହିଛି। ସେହିପରି ତାର ମଧ୍ୟ ବାହାଘର ସମୟ ମଧ୍ୟ ଆସିଥାଏ। ସମସ୍ତଙ୍କ ବାପା , ମାଆ ବି ଚାହାନ୍ତି। ବାହାଘର ସ୍ୱପ୍ନ ସମସ୍ତଙ୍କର ଆସିଥାଏ।କିନ୍ତୁ ଓଡ଼ିଆରେ କଥା ଅଛି-” ଝିଅ ଜନ୍ମ ପର ଘରକୁ “। ଯାହା ସବୁ ଝିଅ ବାହାଘର ପରେ କରିଥାନ୍ତି।ପୁଅ ବା ଝିଅ ସମସ୍ତେ ସେହି ଦିନକୁ ଅପେକ୍ଷା କରିଥାନ୍ତି।

ବାହାଘରରେ ପୁଅ ଅପେକ୍ଷା ଝିଅ ବହୁତ ଖୁସି ଥାଏ। ଝିଅମାନେ ବହୁତ ଦିନ ଆଗରୁ ବହାଘରପାଇ ନିଜକୁ ପ୍ରସ୍ତୁତ କରିଥାନ୍ତି। ସେ ଭାବିଥାନ୍ତି ଯେ ବାହାଘର ଦିନ କେଉଁ ଡିଜାଇନର ଶାଢ଼ୀ ବା ଲେହେଁଗା ପିନ୍ଧିବେ ଏବଂ କିପରି ନିଜକୁ ମେକଅପ କରିବେ ବା ସଜେଇବେ। କିଛି ଝିଅଙ୍କୁ ବଧୁ ବେଶରେ ସଜ ହେବାକୁ ଭଲ ଲାଗେ,ସେଥିପାଇଁ ସେ ବେଳେବେଳେ ଘରେ ନିଜେ ସଜ ମଧ୍ୟ ହୋଇଥାନ୍ତି।

ଯେତେବେଳେ ସେମାନେ ସଜ ହୋଇଥାନ୍ତି ସେସମୟରେ ନିଜର ଫୋନ ସାହାଯ୍ୟରେ ଫୋଟୋ ଉଠେଇଥାନ୍ତି। ଆଜିକାଲି ଫୋଟୋ ଉଠେଇବା ଗୋଟିଏ ଫ୍ୟାଶନ ହୋଇଗଲାଣି। ନୂଆ ସାଙ୍ଗ କରିବାକୁ ହେଲେ ଅନଲାଇନ ପ୍ଲାଟଫର୍ମ ବା ସୋସିଆଲ ମିଡ଼ିଆ ଦ୍ୱାରା କରା ଯାଇପାରିବ। ଏହା ମାଧ୍ୟମରେ ଅତି ସହଜରେ ସବୁ ଡାଟା ପଠେଇ ଦିଆଯାଇପାରେ।

ଆଉ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭିଡିଓ ଭାଇରାଲ ହଉଛି ଯେଉଁଠି କନ୍ୟା ମଧ୍ୟ ଡ୍ୟାନ୍ସ କରୁଛନ୍ତି। ଏବେ ଏହା ଚାଲିଛି। କିନ୍ତୁ କିଛି ସମୟରେ ଏହି ଭିଡିଓକୁ ସମସ୍ତେ ପସନ୍ଦ ବି କରାନ୍ତି। ଏବେ ଆପଣଙ୍କ ପାଇଁ ଏମିତି ଖାସ ଭିଡିଓ ଆଣିଛୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ତାହାହେଲା ବାହାଘର ହେବାକୁ ଥିବା କନ୍ୟା ବଧୁ ବେଶରେ ସମସ୍ତେ ସାମ୍ନାରେ ଡ୍ୟାନ୍ସ କରୁଛି। ଏହି ଡ୍ୟାନ୍ସରେ ସେ ବି ବହୁତ ମଜ୍ଜା ନେଇଛନ୍ତି। ଯାହା ଆପଣ ଭିଡ଼ିଓକୁ ସମ୍ପୂର୍ଣ ଦେଖନ୍ତୁ।

ଏହି ଭିଡ଼ିଓରେ ବର ଆଉ କନ୍ୟାର ବାହାଘର ସାରିଯାଇଛି। କିନ୍ତୁ ଦୁହେଁଙ୍କର ଜୟମାଳା ହେଲା ପରେ କନ୍ୟା ଡ୍ୟାନ୍ସ କରୁଛି। ଯାହା ସବୁଆଡେ ଭାଇରାଲ ହୋଇଛି। କନ୍ୟା ଲୋକମାନଙ୍କ ସାମ୍ନାରେ ସୋନି ଲୀୟନଙ୍କ ସୁପରହିଟ ଗୀତ ’ସୈୟାଁ ସୁପରସ୍ଟାର’ ଗୀତରେ ନାଚୁଛନ୍ତି। ସେଠାରେ ସମସ୍ତେ ଦେଖୁଛନ୍ତି।

ଆଉ ବର ମଧ୍ୟ ଦେଖୁଛି। କାହାର ନଜର ବି ଅନ୍ୟ କୁଆଡେ ଯାଉନାହିଁ। ସବୁ ଲୋକ ମଜ୍ଜା ବି ନେଉଛନ୍ତି। କେବଳ ଡ୍ୟାନ୍ସ ନୁହେଁ ତାଙ୍କର ଏକ୍ସପ୍ରେଶନ ବି ବହୁତ ସୁନ୍ଦର। ସେଥିପାଇଁ ତାଙ୍କର ଭିଡିଓ ଚାରିଆଡେ ଭାଇରାଲ ହୋଇପାରିଛି। ଏହି ଭିଡିଓଟା ବି ବହୁତ ଭଲ ହୋଇଛି ଯାହା ଲୋକଙ୍କୁ ଅଚଙ୍କିତ କରିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହାକୁ ଏବେ ପ୍ରାୟ ୬୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହାକୁ ଦେଖିଲେ ବାରବାର ଦେଖିବାକୁ ମନ ହେବ କାରଣ ସେ ଭିଡିଓ ତା ତାଙ୍କର ଭଲ ପର୍ଫୋରମାନ୍ସ ଅଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।