କଣନଖା ପାଇଁ ଚିନ୍ତିତ କି ? ଆଜି ହିଁ କରନ୍ତୁ ଏହି ଛୋଟିଆ ଘରୋଇ ଉପଚାର ୧୦୦% ଗ୍ୟାରେଣ୍ଟି ଭଲ ହେବ
ଆଜି ଆମେ ଆଲୋଚନା କରିବା କଣ ନଖା ବିଷୟରେ ଅର୍ଥାତ୍ ଆପଣ ଙ୍କ ନଖ କଣ ରେ ଯେଉଁ ଘା ହୋଇଯାଏ ତାହାର ଉପଚାର ବିଷୟ ରେ ।ତେବେ ଆସନ୍ତୁ ଜାଣିବା କଣ ନଖା ର କାରଣ , ଲକ୍ଷଣ ଓ ଚିକିତ୍ସା ବିଷୟ ରେ । ତେବେ ଯଦି ଆପଣ ଅଧିକ ସମୟ ଧରି କୌଣସି କାର୍ଯ୍ୟ କରୁଛନ୍ତି ଯେଉଁ ଥିରେ ଆପଣଙ୍କ ପାଦ ର ନଖ ଓ ହାତ ର ନଖ ପାଣି ରେ ବୁଡି ରହିଥିବ ତେବେ ଆପଣ ଙ୍କ ର କଣ ନଖା ହେବାର ସମ୍ଭାବନା ଥାଏ ।
ଦିତୀୟ ରେ ଯଦି ଆପଣ ସକ୍ସ ପିନ୍ଧି ଥାଆନ୍ତି ଓ ସେହି ସକ୍ସ କୁ ପ୍ରପାର ସଫା କରୁ ନଥାନ୍ତି ତେବେ ଆପଣ ଙ୍କ ର କଣ ନଖା ହେବାର ସମ୍ଭାବନା ଥାଏ ।
ତୃତୀୟ କାରଣ , ଯଦି ଆପଣ ଫୁଲ ଜୋତା ବ୍ୟବହାର କରନ୍ତି ଆଉ ସେହି ଜୋତା କୁ ଖରା ରେ ସୁଖାନ୍ତି ନାହିଁ ତେବେ କଣ ନଖା ହେବାର ସମ୍ଭାବନା ଥାଏ ଚତୁର୍ଥ ରେ ଯଦି ଆପଣ କୌଣସି ଏମିତି ସ୍ଥାନ କୁ ଯାଉ ଥାଆନ୍ତି ଯେଉଁଠି ସଂକ୍ରମଣ ହେବାର ସମ୍ଭାବନା ଥାଏ ଓ ଆପଣ ଜୋତା ମଧ୍ୟ ବ୍ୟବହାର କରନ୍ତି ନାହିଁ ତେବେ କଣ ନଖା ହେବାର ସମ୍ଭାବନା ଥାଏ।
ପଞ୍ଚମ ରେ ଯଦି ଆପଣ କୌଣସି ପ୍ରକାର ର ବି ଲୋକାଲ ନେଲ୍ପଲିସ ବ୍ୟବହାର କରୁ ଥାଆନ୍ତି ତେବେ ମଧ୍ୟ କଣ ନଖା ହେବାର ସମ୍ଭାବନା ଥାଏ। ଏବେ ଆସନ୍ତୁ ଜାଣିବା ଲକ୍ଷଣ –
ତେବେ ଯଦି ଆପଣ ଙ୍କ ର କଣ ନଖା ହୋଇଛି ତେବେ ଯେଉଁ ଆଙ୍ଗୁଳି ରେ କଣ ନଖା ହୋଇଥିବ ସେହି ଆଙ୍ଗୁଳି ଫୁଲିବା ଆରମ୍ଭ କରିବ। ଯଦି ତାହା ଭଲ ଭାବରେ ସଫା କରି ନଥିବେ ତେବେ ସେଥିରେ ପୂଜ ହେବା ଆରମ୍ଭ ହୋଇଯିବ । ଏହା ଯନ୍ତ୍ରଣା ମଧ୍ୟ କରିଥାଏ। ଆଉ ଯଦି ଆପଣ ଏହାକୁ ଅଣଦେଖା କରନ୍ତି ତେବେ ଏହା ବହୁତ୍ ବଡ଼ ଘା ହୋଇଥାଏ ଓ ଚାଲିବା ରେ ଓ ଚପଲ ପିନ୍ଧିବାରେ ବହୁତ୍ ସମସ୍ୟା ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଚିକିତ୍ସା ବିଷୟ ରେ –
ଏହାକୁ ଭଲ କରିବା ପାଇଁ ଆପଣ ଯଦି ସକ୍ସ ପିନ୍ଧି ଥାଆନ୍ତି ଓ ସେହି ସକ୍ସ କୁ ପ୍ରପର ସଫା କରନ୍ତୁ। ଯଦି ଫୁଲ ଜୋତା ବ୍ୟବହାର କରନ୍ତି ଆଉ ସେହି ଜୋତା କୁ ଖରା ରେ ଭଲ ଭାବରେ ସୁଖାନ୍ତୁ । ଏହା ସହିତ ଏହାର ଉପଚାର ଆପଣ ମାତ୍ରା ଗୋଟିଏ ଉପାୟ ରେ କରି ପାରିବେ। ଏହାକୁ ଭଲ କରିବା ପାଇଁ ଆପଣ ଗୋମୁତ୍ର ନିଅନ୍ତୁ ଓ ଏହାକୁ ଦେଟଲ ଭାବେ ବ୍ୟବହାର କରନ୍ତୁ।
ଏହା ସାହାର୍ଯ୍ୟ ପ୍ରଥମେ ସେହି ଘା କୁ ପୋଛି ଦିଅନ୍ତୁ । ଏହା ପରେ ଗେଣ୍ଡୁ ଫୁଲ ର ପାଖୁଡ଼ା , ଗୋମୂତ୍ର ଓ ହଳଦୀ କୁ ପେଷ୍ଟ କରନ୍ତୁ ଓ ଏହାଙ୍କୁ ସେହି ସ୍ଥାନ ରେ ଲଗାଇ ଦିଅନ୍ତୁ। ତେବେ ଏହି ପେଷ୍ଟ କୁ ଆପଣ ଦିନ କୁ ଦୁଇ ଥର ପ୍ରସ୍ତୁତ କରି ଲଗାନ୍ତୁ । ଏହାକୁ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ଲଗାଇବେ। ଏହାକୁ 15 ଦିନ ଲଗାଇବା ପରେ ଏହା ସମ୍ପୂର୍ଣ ଭଲ ହୋଇଯିବ ।ଯଦି ଅଧିକ ହୋଇଛି ତେବେ ଗୋଟିଏ ମାସ ଲଗାତାର ଏହି ଉପଚାର କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।