କ’ଣ ଆପଣଙ୍କର ବି ଦାନ୍ତ ମଝିରେ ଅଛି ଗ୍ୟାପ ? ତେବେ ଜାଣି ନିଅନ୍ତୁ ଆପଣଙ୍କ ଭିତରେ ଅଛି ଏହି ୪ଟି ଖାସ କଥା

ଏହି ପୃଥିବୀ ରେ ଭଗବାନ ସମସ୍ତଙ୍କୁ ଅଲଗା ଅଲଗା କରି ଗଢ଼ିଛନ୍ତି l ଦୁନିଆରେ ସବୁ ମନୁଷ୍ୟ ସମାନ ନୁହନ୍ତି ଓ ସମସ୍ତଙ୍କ ସ୍ୱଭାବ ଅଲଗା ଅଲଗା ଅଟେ l ସବୁ ମନୁଷ୍ୟଙ୍କ ଚେହେରା ଅଲଗା ହୋଇଥାଏ l ଆଜି ଆମେ ଆମର ଦାନ୍ତ ବିଷୟରେ ଜାଣିବା l ସବୁ ମନୁଷ୍ୟଙ୍କ ଦାନ୍ତ ଅଲଗା ଅଲଗା ହୋଇଥାଏ l

କାହାର ଛୋଟ ତ କାହାର ବଡ ସମସ୍ତଙ୍କ ମୁହଁ ଅନୁସାରେ ସେମାନଙ୍କ ଦାନ୍ତ ବି ସେମାନଙ୍କ ମୁହଁର ସୌନ୍ଦର୍ଯ୍ୟ ବଢ଼ାଇଥାଏ ଓ ଦାନ୍ତ ଆମେ ଖାଉଥିବା ଖାଦ୍ୟକୁ ଚୋବାଇବାରେ ସାହାର୍ଯ୍ୟ କରିଥାଏ l କେତେକ ଲୋକମାନଙ୍କର ଦାନ୍ତରେ ଗ୍ୟାପ ଅଛି କିମ୍ବା ଦାନ୍ତ ଏପଟ ସେପଟ ହୋଇ ରହିଥାଏ, ତେବେ ଲୋକମାନେ ଏହା ଉପରେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ l

1-ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ମଝିରେ ଗ୍ୟାପ ଅଛି l ସେହି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି l ଏଥିରେ ଥିବା କିଛି ଖାସ କଥା ଜାଣିବା l ସମୁଦ୍ର ଶାସ୍ତ୍ର ଅନୁଯାଇ ଦାନ୍ତ ମଝିରେ ଗ୍ୟାପ ଅଛି ସେମାନେ ସମାନ ସ୍ଵଭାବର ହୋଇଥାନ୍ତି l ଏହି ଲୋକମାନେ ଅନ୍ୟମାନଙ୍କୁ ଠିକରେ ବୁଝିଥାନ୍ତି l ସେମାନେ ନିଜ ଜୀବନକୁ ବହୁତ ଖୁସିରେ ରହିଥାନ୍ତି l

2-ସମାନ ଆକାରରେ ଚମକୁ ଥିବା ମନୁଷ୍ୟ ଠାରୁ ଯେଉଁ ବ୍ୟକ୍ତିର ଦାନ୍ତରେ ଅଧିକ ଗ୍ୟାପ ରହିଥାଏ, ସେମାନେ ବହୁତ ରଚନାତ୍ମକ ହୋଇଥାନ୍ତି l ଏହି ଲୋକମାନଙ୍କ ପାଖରେ ନିଜର ଟଙ୍କାକୁ ରଖିବାର କଳା ରହିଥାଏ l

3-ଯେଉଁ ବ୍ୟକ୍ତିର ସାମ୍ନାରେ ଦାନ୍ତରେ ଗ୍ୟାପ ଥାଏ, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି l ସେମାନେ ଏହି ସଂସାରେ କିଛି ଅଲଗା କରିବାକୁ ଚେଷ୍ଟା କରନ୍ତି l ଏହା ସହିତ ଯେଉଁ ଲୋକମାନଙ୍କର ଦାନ୍ତ ମଝିରେ ଗ୍ୟାପ ଥାଏ, ସେମାନେ ସବୁ ପ୍ରକାରର କାମକୁ ନିଜ ଦମରେ କରିଥାନ୍ତି l ସେଥିପାଇଁ ଏମାନେ ଏକ ବଡ ଲେବୁଲରେ ପହଂଚି ପାରିଥାନ୍ତି l

4-ଏହି ଲୋକମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି l ଏମାନେ କେବେ ବି ହାର ମାନନ୍ତି ନାହିଁ l ଏମାନେ ନିଜେ ଖୁସି ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେଇଥାନ୍ତି l ଏମାନେ ବହୁତ ମେଳାପୀ ଓ ସମସ୍ତଙ୍କ ସହ ବହୁତ ଭଲ ଭାବେ କଥାବାର୍ତ୍ତା କରନ୍ତି l ଏହି ବ୍ୟକ୍ତିମାନେ ବହୁତ ସମୟ ଧରି କଥା ବାର୍ତ୍ତା କରିଥାନ୍ତି, ଏବଂ ନିଜର ଆତ୍ମବିଶ୍ୱାସ ବଳରେ ସବୁ କ୍ଷେତ୍ରରେ ବିଜୟ ହାସଲ କରି ପାରନ୍ତି l

ଏହି ଲୋକମାନେ ବହୁତ ଭଲ ହୋଇଥାନ୍ତି l ଏଭଳି ଦାନ୍ତ ମଝିରେ ଗ୍ୟାପ ଥିବା ଲୋକମାନଙ୍କ ମଧ୍ୟରେ ଏହି ଭଳି ସବୁ ଭଲ ଗୁଣମାନ ରହିଥାଏ l ଭଗବାନ ସବୁ ମନୁଷ୍ୟକୁ ଅଲଗା ଅଲଗା ରୂପ ଓ ଗୁଣମାନ ଆଦି ସବୁ କିଛି ଦେଇଥାନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।