କାଲି ଗୁରୁବାର ( ଲୁଣର ଏହି ଉପାୟ ) କୋଟିପତି ବନେଇଦିଏ ଆପଣଙ୍କୁ, Salt Vastu tips

ସାମାନ୍ୟ ଲୁଣ ଆମର ବହୁତ ଲାଭ ଦାୟକ ହୋଇ ଥାଏ ଆଉ ଏହି ଲୁଣ ପଇସା କୁ ଚୁମ୍ବକ ପରି ଟାଣି ଥାଏ | ଆଉ ଯଦି ଆପଣ ଏହା ପଛର ସତ୍ୟତା ଜାଣିବେ ତେବେ ଆପଣ ମଧ୍ୟ ଧନବାନ ହୋଇ ଯିବେ | ବହୁ ପୁରାତନ କାଳରୁ ଲୁଣ ରହି ଆସିଛି ଏହା ଆମ ଖାଇବା କୁ କେବଳ ସ୍ୱାଦିଷ୍ଟ କରି ନଥାଏ ବରଂ ଏହା ଆମର ଅନେକ ଫାଇଦା ମଧ୍ୟ କରାଇ ଥାଏ | ତେବେ ଲୁଣ କୁ ନେଇ କିଛି ଏମିତି ଉପାୟ ରହିଛି ଯାହାକୁ ମନୁଷ୍ୟ କରିବା ଦ୍ୱାରା ନିଶ୍ଚିତ ଭାବରେ ଗରିବ ରୁ ଧନୀ ହୋଇ ଯିବ | ଲୁଣ ର ଏହି ଉପାୟ ରାତାରାତି ଆପଣଙ୍କ ଭାଗ୍ୟ କୁ ଚମକାଇ ଦେଇ ଥାଏ , ତେବେ ଆସନ୍ତୁ ଜାଣିବା ଲୁଣ ର କିଛି ଖାସ ଉପାୟ ସମ୍ପର୍କ ରେ |

100 ଗ୍ରାମ ମୁଗ ଡାଲି, 50 ଗ୍ରାମ ଚାଉଳ, 50 ଗ୍ରାମ ନାଲି ଲଙ୍କା, ଗୋଟେ ପ୍ୟାକେଟ ଲୁଣ, 100 ଗ୍ରାମ ସୋରିଷ ତେଲ ଏବଂ ଗୋଟେ ବୋତଲ ପାଣି | ଏହି ସମସ୍ତ ସାମଗ୍ରୀ କୁ ଏକତ୍ରିତ କରି ଦିଅନ୍ତୁ ଆଉ ଏହାକୁ ନେଇ କୌଣସି ମହିଳା କିମ୍ବା ପୁରୁଷ ଙ୍କୁ ଦାନରେ ଦେଇ ଦିଅନ୍ତୁ ଏବଂ ଚୁପଚାପ ଆପଣଙ୍କ ଘରକୁ ଚାଲି ଆସନ୍ତୁ |

 

ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହୋଇ ଯିବ ଚାକିରୀ ବ୍ୟାପାର ରେ ଉନ୍ନତି ମିଳିବ ଏବଂ ଆପଣଙ୍କ ଘର ପରିବାର ରେ ଖୁସି ଆସିଯିବ | ଭଗବାନ ଶନି ଆପଣଙ୍କ ଉପରେ କୃପା ଦୃଷ୍ଟି ବର୍ଷା କରିବେ, ଏହା ସହିତ ଆପଣ ଯେକୌଣସି କାମରେ ହାତ ଦେବେ ତାହା ସଫଳ ହୋଇଯିବ |

ଆପଣ ଲୁଣ କୁ କୌଣସି ପ୍ଲାଷ୍ଟିକ ପାତ୍ରରେ ଭୁଲ ରେ ବି ରଖନ୍ତୁ ନାହିଁ କାରଣ ତାଙ୍କୁ ଗରିବୀ ରେ ସାମ୍ନା କରିବା ପାଇଁ ପଡ଼ି ଥାଏ, ତେଣୁ ଲୁଣ କୁ ସର୍ବଦା କାଚର ପାତ୍ର ରେ ରଖିବା ଉଚିତ |

ତେବେ ଲୁଣ କୁ କେବେ ତଳେ ପକାନ୍ତୁ ନାହିଁ ଏହା ପରିବାର ପାଇଁ ବହୁତ ଅଶୁଭ ବୋଲି ମାନା ଯାଇଥାଏ, ଏହା ଦ୍ୱାରା ଦେବୀ ଲକ୍ଷ୍ମୀ ମଧ୍ୟ ଘରୁ ଚାଲି ଯାଇଥାନ୍ତି | ଉଦ୍ଧାର ରେ ଆଣି କେବେ କାହାର ଲୁଣ ଖାଇବା ଅନୁଚିତ ହୋଇଥାଏ ଲୁଣ କୁ ସର୍ବଦା ଧନ ଦେଇ କରି କିଣିକି ଆଣିବା ଦରକାର | ଲୁଣ ମିଶା ପାଣି ଘରେ ପୋଛା ମାରିବା ଦ୍ୱାରା ଘରେ ଯେତେ ସବୁ ନକାରାତ୍ମକ ଉର୍ଜା ଶେଷ ହୋଇ ଯାଇଥାଏ |

ଅଳ୍ପ ଲୁଣ ନିଅନ୍ତୁ, ଅଳ୍ପ ଅଟା ନିଅନ୍ତୁ, ଅଳ୍ପ ନାଲି ଲଙ୍କା ନିଅନ୍ତୁ, ଗୋଟେ ଖଣ୍ଡ କୋଇଲା ନିଅନ୍ତୁ ଏବଂ ଅଳ୍ପ ହଳଦୀ ନିଅନ୍ତୁ | ଏହିସବୁ ଜିନିଷ କୁ ଏକାଠି କରି ଗୋଟେ କାଗଜ ରେ ବାନ୍ଧି ଦିଅନ୍ତୁ ଯାହାକୁ ନଜର ଲାଗି ଯାଇଛି ମୁଣ୍ଡ ଉପରେ ସାତ ଥର ଘୁରାନ୍ତୁ ଏବଂ ଚୁପଚାପ ଏହାକୁ ଅଗ୍ନିରେ ଜଳାଇ ଦିଅନ୍ତୁ | ଆପଣ ବିଶ୍ୱାସ ମଧ୍ୟ କରି ପାରିବେ ନାହିଁ କି 1 ମିନିଟ ରେ ସବୁ ନଜର ଦୋଷ ଦୂର ହୋଇ ଯିବ |