Bastu Shastra – କାଗଜରେ ଏହା ଲେଖି ଜଳାଇ ଦିଅନ୍ତୁ ଯାହା ବି ଇଛା ଥିବ ସବୁ ହେବ ପୂରଣ

କିଛି ଲୋକ ସବୁ ବେଳେ ହରି ଯାଇ ସେମାନେ ନିଜ କୁ ହୀନ ବୋଲି ଭାବି କୌଣସି ପ୍ରକାର କାର୍ଯ୍ୟ ରୁ ଦୁରେଇ ରୁହନ୍ତି l ସେମାନେ କିଛି କାର୍ଯ୍ୟ କରନ୍ତି ନାହିଁ l ତେଣୁ ସେମାନେ ତାଙ୍କର ସମସ୍ତ ମନ କୄଯ ସବୁବେଳେ ମନ ଦୁଃଖ କରି ରଖି ଥାନ୍ତି l ତେଣୁ ଏହି ଭଳି ସମସ୍ୟା କୁ ଦୁରେଇ ଦେବା ପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ର ନାମ କହିବୁ ଯାହାକୁ ଆପଣ ନିଜ ଘରେ ସନ୍ଧ୍ୟା ସମୟ ରେ କରିବେ l

ଏହା କରିବା ଦ୍ୱାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହା ଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ l

ସମସ୍ତ ସମସ୍ୟା ଦୂର ହେବ ଓ ଘର ର ସମସ୍ତ ସମସ୍ୟା ଓ ଅଶୁଭ ଶକ୍ତି ର ଛାୟା ନଷ୍ଟ ହେବ l ଏହି କୁ ଆପଣ ଙ୍କ ର ସମସ୍ତ କୁ ଏହି ଉପାୟ ଦ୍ୱାରା କେବଳ ଧନ ବର୍ଷା l ଅନେକ ଏମିତି କିଛି ପ୍ରଣାଳୀ ଅଛି ଯାହାକୁ ସନ୍ଧ୍ୟା ସମୟ ରେ କଲେ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇ ଥାଏ l

ପ୍ରଥମେ ଆପଣ ଆପଣଙ୍କର ସମସ୍ତ ସମସ୍ୟା କୁ ଏକ ସାଧା କାଗଜ ରେ ଲେଖିବେ l ଲେଖି ସରିଲା ପରେ ଏହା କୁ ଭାଙ୍ଗ କରି ରଖିବେ l ତାପରେ ସନ୍ଧ୍ୟା ସମୟ ରେ ଠାକୁର ଘରେ ଝୁଣା ଦାନୀ ରେ ର ନିଆଁ ଲଗାଇ ତା ଉପରେ ସେହି କାଗଜ କୁ ପକାଇ ଜଳାନ୍ତୁ l ଜଳିଲା ସମୟ ରେ ନିଜର ମନର କଥା କୁ ହାତ ଯୋଡି କୁହନ୍ତୁ  ଓ ଏମିତି କରି ଧ୍ୟାନ ରେ ରୁହନ୍ତୁ l ଏହା ପରେ ତୁମର ସମସ୍ତ ସମସ୍ୟା ଦୂର ହେବ l

ଏମିତି କରିବା ଦ୍ୱାରା ସମସ୍ତ କରଜ ଦୂର ହେବ l ଘରେ ସମସ୍ତ ଙ୍କର ମନସ୍କାମନା ଦୂର ହୋଇ ଯିବ l l ଘରେ ଅଶାନ୍ତି ଦୂର ହେବ l ଘର ର ସମସ୍ତ ସମସ୍ୟା ଦୂର ହେବ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l ଏହା ଦ୍ୱାରା ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l

ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଏମିତି ଅନେକ ପରିବର୍ତ୍ତନ ହେବ ଏହି କାର୍ଯ୍ୟ କରି ଥିବା ଘର ର ଲୋକ ମାନଙ୍କର ଅନେକ ସମସ୍ୟା ର ଦୂର ହେବ ଆପଣ ବିଶ୍ୱାସ କରି ପାରିବେ ନାହଁ l ସମସ୍ତ ଅଶୁଭ ଶକ୍ତି ନାଶ ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।