ପ୍ରଥମ ଥର ପାଇଁ ଶୁଣନ୍ତୁ Namita Agrawal ଙ୍କ କଣ୍ଠରୁ ପବିତ୍ର ଧର୍ମ କାର୍ତ୍ତିକ ମାସର ମହିମା …. ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଟିଭି ଏବଂ ମୋବାଇଲ ଦ୍ୱାରା ଆମେ ଅନେକ ଗୀତ ଶୁଣିବାକୁ ପାଇ ଥାଉ, ଆପଣ ତ ଜାଣିଛନ୍ତି ସଙ୍ଗୀତ ଏମିତି ଏକ କଳା ଯାହାକୁ ଶୁଣି ଦେଲେ ବହୁତ ଖୁସି ଅନୁଭବ ହେବା ସହିତ ଆମର କିଛି ଟେନ୍ସନ ମଧ୍ୟ ଦୂର ହୋଇ ଯାଇଁ ଥାଏ | ସଙ୍ଗୀତ ଭିନ୍ନ ପ୍ରକାର ର ରହିଛି ଯେମିତି କି, ଭଜନ, ଆଲବମ ଗୀତ, ରୋମାଣ୍ଟିକ ଗୀତ, ଦୁଃଖ ଗୀତ ଏଭଳି ଅନେକ ପ୍ରକାର ର ଗୀତ ରହିଛି | ଏହି ସଙ୍ଗୀତ ଭିନ୍ନ ଭିନ୍ନ ପ୍ରକାର ର ହୋଇ ଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଶୋଭା ପାଇଥାଏ |
ଆମ ଓଡ଼ିଆ ଜଗତ ରେ ମଧ୍ୟ ଅନେକ ପ୍ରସିଦ୍ଧ ପ୍ରସିଦ୍ଧ କଳାକାର ଭରି ରହିଛନ୍ତି ଯେଉଁ ମାନେ ତାଙ୍କ ମଧୁର କଣ୍ଠ ରେ ଗୀତ ଗାଇ ଆମର ଖୁବ ମନରଞ୍ଜନ କରାଇ ଥାଆନ୍ତି | ଏହି ସଙ୍ଗୀତ ମନରେ ଶାନ୍ତି ଆଣିବା ସହିତ ମନରେ ଏକ ନିଆଁରା ଉଲ୍ଲାସ ମଧ୍ୟ ଖେଳାଇ ଥାଏ | ଏହା ସହିତ ଅନେକ ଓଡ଼ିଆ ଭଜନ ମଧ୍ୟ ରହିଛି ଯାହାକୁ ଅନେକ ବଡ଼ ବଡ଼ ଗାୟକ ଗାୟିକା ମାନେ କଣ୍ଠ ଦାନ କରିଛନ୍ତି |
ଆଉ କେଉଁଠି ପୂଜା ପାଠ ଚାଲୁ ଥିଲେ ଯଦି ଆମେ ସୁନ୍ଦର ଭଜନ ଟି ଶୁଣି ଥାଉ ତେବେ ସେଠାରେ ଆହୁରି ଅଧିକ ଭକ୍ତି ଚାଲି ଆସି ଥାଏ ଏବଂ ମନକୁ ଖୁବ ଆନନ୍ଦ ଦେବା ସହିତ ଶାନ୍ତି ମଧ୍ୟ ଦେଇଥାଏ |
ତେବେ ବର୍ତ୍ତମାନ ପଞ୍ଚୁକ କାର୍ତ୍ତିକ ପୂର୍ଣ୍ଣିମା ରେ ଅବସର ରେ ଏକ ନୂଆ ଭଜନ ଟିଏ ସୋସିଆଲ ମିଡ଼ିଆ ରେ ଖୁବ ନାଁ କରିଛି ଆଉ ଏହି ଭକ୍ତି ର ଭଜନ ଟିକୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗାଇଛନ୍ତି | ନମିତା ଅଗ୍ରୱାଲ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏକ ନାମିଦାମୀ ଅର୍ଥାତ ନମ୍ବର ୱାନ ଗାୟିକା ଭାବେ ପରିଚିତ ଅଟନ୍ତି |
ତେବେ ଏହି କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ସେ ତାଙ୍କ ସୁନ୍ଦର କଣ୍ଠ ରେ ଏକ ଗୀତ ଟିଏ ଗାଇଛନ୍ତି | ଏହି ଗୀତ ଟି ହେଉଛି, “କାର୍ତ୍ତିକ ମହିମା ଯେ ଶୁଣି ବୋଲି ହୋଟି ଶ୍ରଵଣ ସର୍ବଦେ ଧର୍ମ କିଣି, ହୃଦେ ରଖି ଵଜ ନକରି ଅଶେଷ ଜନ୍ମ ପାପ ହରି, ବଢ଼ଇ ଯଶ ଆୟୁ ଧର୍ମ ବୋଲି ହୋଟି, ଶିରି ସମ୍ପଦ ଶୁଭ କର୍ମ ବୋଲି ହୋଟି |”
ଏହାର ଲିରିକ୍ସ ବିଜୟ ଲାମା ଦେଇଛନ୍ତି ଯାହାର ମ୍ୟୁଜିକ ମଧ୍ୟ ଖୁବ ସୁନ୍ଦର ହୋଇଛି | ତେବେ କାର୍ତ୍ତିକ ଅବସରରେ ଏହି ଗୀତ ଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ ଗୀତ ଟି ମଧ୍ୟ ଏତେ ସୁନ୍ଦର ହୋଇଛି ଯାହାକି ମନରେ ଏକ ଶାନ୍ତି ନେଇ ଆସିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।