କାଲି ସକାଳୁ ଉଠି କହିଦିଅ ଏହି ୨ ଅକ୍ଷର ମନ୍ତ୍ର, ଆଉ ତା ପରେ ଦେଖନ୍ତୁ ଚମତ୍କାର – SADHU BANI

ତେବେ ଆମ ସମାଜ ପ୍ରତେକ ବ୍ୟକ୍ତି ଚାହିଁ ଥାଆନ୍ତି କି କିପରି ସେମାନେ ଅଧିକ ରୁ ଅଧିକ ଅର୍ଥ ଉପାର୍ଜନ କରି ବେସ ଖୁସିବାସ ରେ ପରିବାର ସହିତ ରହିବେ | କିନ୍ତୁ କିଛି ଏଭଳି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁ ମାନେ ଅନେକ ପରିଶ୍ରମ କରୁଛନ୍ତି କିନ୍ତୁ ତାଙ୍କୁ କୌଣସି ସଫଳତା ହାସଲ ହେଉ ନାହିଁ ଏବଂ ଆଉ କିଛି ଏମିତି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁ ମାନେ ଖୁବ କମ ପରିଶ୍ରମ ରେ ଉନ୍ନତି ଆଡ଼କୁ ଗତି କରୁଛନ୍ତି |

ଏମିତି ବି ଅଛନ୍ତି ଯେଉଁ ମାନେ ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ତାଙ୍କର ସେତେ ଅଧିକ ଖର୍ଚ୍ଚ ହୋଇ ଯାଉଛି ଯାହା ଦ୍ୱାରା ସେମାନେ ଟଙ୍କା ପଇସା କୁ ନେଇ ସବୁବେଳେ ଚିନ୍ତା ରେ ରହୁଛନ୍ତି |

ତେବେ ଏହି ସବୁ ଗ୍ରହ ନକ୍ଷତ୍ର ଉପରେ ନିର୍ଭର କରିଥାଏ ଆଉ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଅନେକ ରୀତିନୀତି ନିୟମ ମାନି ଚଳି ନଥାନ୍ତି ଯାହା ଦ୍ୱାରା ଏଭଳି ଦରିଦ୍ରତା ସେମାନଙ୍କୁ ମାଡ଼ି ବସେ |

ଆଜିକାଲି ଯୁଗରେ ଖାଇବା ପିଇବା, ବସ୍ତ୍ର, ବାସ ଗୃହ ଯେମିତି ଏକ ମଣିଷ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ ସେଭଳି ଭାବେ ତାଙ୍କ ପାଇଁ ଟଙ୍କା ମଧ୍ୟ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ନିକଟରେ ପଇସା ଥିଲେ ଆମେ ସବୁକିଛି ଖୁସି ପାଇ ପାରିବା | ଆଉ ଯଦି ନିକଟରେ ଅର୍ଥ ନଥିବ ତେବେ ସେଇ କେତେଟା ଟଙ୍କା ଖର୍ଚ୍ଚ ନକରି ପାରି ଆମେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଥାଆନ୍ତି |

ତେବେ ଆଜିକାଲି କିନ୍ତୁ ଅନେକ ଉପାୟ ବାହାରିଲାଣି ଯାହାକୁ ବ୍ୟବହାର କରି ବ୍ୟକ୍ତି ଅନେକ ଟଙ୍କା ଉପାର୍ଜନ କରି ପାରୁଛନ୍ତି ଯାହାକୁ ବ୍ୟବହାର କରି ବ୍ୟକ୍ତି ଖୁବ କମ ସମୟରେ ଅନେକ ଟଙ୍କା ଉପାର୍ଜନ କରୁଛି |

ତେବେ ଆଜି ସେଭଳି ଏକ ଉପାୟ ସମ୍ପର୍କ ରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀଵନ ରେ ଅର୍ଥ ଅଭାବ କୁ ଆପଣ ବେସ ସହଜ ରେ ପୂରଣ କରି ପାରିବେ | ଆପଣ ଅନେକ ମନ୍ତ୍ର ତ ନିହାତି ଭାବରେ ଶୁଣି ଥିବେ କିନ୍ତୁ ସେହି ମନ୍ତ୍ର ଗୁଡିକ ଭିତରେ ବି କିଛି ଏମିତି ମନ୍ତ୍ର ରହିଛି ଯାହା ଆମ ଜୀବନକୁ ବଦଳାଇବାରେ ବହୁତ ବଡ଼ ଭୂମିକା ଲିଭେଇ ଥାଏ |

 

ତେବେ ଶାସ୍ତ୍ର ଅନୁସାରେ ଗୋଟିଏ ମନ୍ତ୍ର ରହିଛି ଯେଉଁ ମନ୍ତ୍ର କୁ ଆପଣ ଯଦି ପ୍ରତ୍ୟେକ ଦିନ ଜପ କରୁଛନ୍ତି ତାହେଲେ, ସେହି ମନ୍ତ୍ର ପ୍ରଭାବରେ ଆପଙ୍କ ପାଖକୁ ଅର୍ଥ ର ଆଗମନ ହେବ | ଜୀବନରେ ଯେତେ ପ୍ରକାରର ଟଙ୍କା ପଇସା ର ଅସୁବିଧା ଥିବ ସେ ସବୁ ଅଳ୍ପ ସମୟରେ ଭିତରେ ଶେଷ ହେବ | ତେବେ ସେହି ମନ୍ତ୍ର ଟି ହେଉଛି “କରାଗ୍ରେ ବସ ତି ଲକ୍ଷ୍ମୀ, କର ମଧ୍ୟେ ସରସ୍ୱତୀ,କର ମୂଳେ ତୁ ଗୋବିନ୍ଦ,ପ୍ରଭାତେ କର ଦର୍ଶନମଃ” | ପ୍ରତ୍ୟେକ ଦିନ ସକାଳେ ଉଠିବା ପରେ ଆପଣ ନିଜର ଦୁଇ ହାତ କୁ ଯୋଡି ଏହି ମନ୍ତ୍ର କୁ ତିନି ଥର ଜପ କରନ୍ତୁ ତାପରେ ନିଜର ଆରାଧ୍ୟ ଙ୍କୁ ପ୍ରଣାମ କରି ନିଜର ଦିନ ଆରମ୍ଭ କରନ୍ତୁ | ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ ଏବଂ ଧନ ବଢ଼ିବାରେ ଲାଗିଥାଏ |