ଓଡ଼ିଶାର ସୁପରଷ୍ଟାର COUPLE ଯୋଡି ରୂପା ପିଣ୍ଟୁ ( RUPA PINTU ) ଙ୍କ VALENTA DEY ଉପଲକ୍ଷେ NEW STYLE ରେ ରୋମାଣ୍ଟିକ ଆଲବମ ” ବଧୂ ବେଶରେ “… ମାତ୍ର 1ଘଣ୍ଟାରେ 36 MILLION ରୁ ଅଧିକ ଲୋକ ଦେଖି ସାରିଲେଣି…

ରୂପା ପିଣ୍ଟୁ ଏପରି ଏକ ସୁନ୍ଦର ଯୋଡ଼ି ଯାହାଙ୍କର ପ୍ରତେକ ଟି ଭିଡ଼ିଓ ଓ ପ୍ରତେକ ଟି ବ୍ୟକ୍ତିଗତ ଜୀବନ ବିଷୟ ରେ ଜାଣିବା ପାଇଁ ଲୋକେ ଅଗ୍ରାହ ପ୍ରକାଶ କରି ଥାଆନ୍ତି | ଏହା ସହିତ ଆପଣ ମାନେ ତ ସୋସିଆଲ ମିଡ଼ିଆ ରେ ରୂପା ଓ ପିଣ୍ଟୁ ଙ୍କର ଅନେକ ଆଲବମ ଭିଡ଼ିଓ

ଦେଖୁ ଥିବେ ଯାହାକି ଦୁହେଁ ଙ୍କୁ ଆଜିର ଦୁନିଆଁ ରେ ଏକ ଚର୍ଚ୍ଚିତ ନାଁ କରାଇ ପାରିଛି | ରୂପା କେବଳ ଏକ ଭଲ ସ୍ତ୍ରୀ ନୁହଁନ୍ତି ବରଂ ସେ ଏକ ଭଲ ଝିଅ, ଭଲ ବୋହୂ ଓ ଭଲ ମା ମଧ୍ୟ, କାରଣ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରି ଥିଲେ ବି ଗର୍ବରେ ସେ କେବେ ତାଙ୍କ ଓଡ଼ିଆ ପରମ୍ପରା କୁ ଛାଡ଼ି ନାହାଁନ୍ତି କି ଏକ ବୋହୂ ର କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି |

ରୂପା ପିଣ୍ଟୁ ଉଭୟ ଏକ ସାଧାରଣ ଭାବେ ଜୀବନ ଯାପନ କରି ଥାଆନ୍ତି, ଜୀବନ ରେ ଯେତେ ସଫଳତା ପାଇଲେ ମଧ୍ୟ ଉଭୟଙ୍କ ମନରେ ଗର୍ବ ବୋଲି ଟିକିଏ ନଥାଏ | ତେବେ ରୂପା ଓ ପିଣ୍ଟୁ ଅନେକ ଓଡ଼ିଆ ସୁନ୍ଦର ସୁନ୍ଦର ଆଲବମ ରେ କାମ କରି ସାରିଲେଣି ଆଉ ଏବେ ଏବେ ମଧ୍ୟ ପୁଣି ଏକ ତାର ନୂଆ ଆଲବମ ରିଲିଜ ହୋଇଛି !

ଯାହାର ଟାଇଟେଲ ନାଁ ଟି ରହିଛି “ବଧୂ ବେଶ” | ଏହି ଆଲବମ ରେ ଗୀତ ଟିକୁ ଗାୟକ ହ୍ୟୁମାନ ସାଗର ଓ ନିବେଦିତା କଣ୍ଠ ଦାନ କରିଛନ୍ତି ଯାହାକି ସେ ବେଶ ସୁନ୍ଦର ଭାବରେ ଗୀତ ଟିକୁ ଗାଇଛନ୍ତି | ଏହି ଆଲବମ ଟିରେ ପିଣ୍ଟୁ ରୂପା ଙ୍କୁ ବିବାହ କରିଛନ୍ତି ଆଉ ରୂପ ବେଶ ସୁନ୍ଦର ଭାବରେ ଏକ ବଧୂ ର ରୂପ ନେଇଛନ୍ତି |


ଏମିତି ରେ ରୂପା ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି ଆଉ ଏହି ଆଲବମ ରେ ଯେଉଁ ବୋହୁ ବେଶ ସିଏ ନେଇଛନ୍ତି ସେ ଆହୁରି ସୁନ୍ଦର ଦେଖା ଯାଉଛନ୍ତି ଏହା ସହିତ ତାଙ୍କ ଅଭିନୟ ମଧ୍ୟ ଜବରଦସ୍ତ ରହିଛି | ତେବେ ଆଜି ହେଉଛି ଭାଲେନଣ୍ଟାଇନ ଡେ ଆଉ ଆଜି ଏହି ପ୍ରେମ ଦିବସ ରେ ରୂପା ପିଣ୍ଟୁ ଏଭଳି ଏକ ସୁନ୍ଦର ଆଲବମ ନେଇ ଆସିଛନ୍ତି |

ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଲୋକ ପ୍ରିୟତା ହାସଲ କରିଛି ଆଉ ଯିଏ ବି ଦେଖୁଛି ସେ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛି | କେବଳ ଏହା ନୁହେଁ ବରଂ ଏହା ପୂର୍ବରୁ ରୂପା ଓ ପିଣ୍ଟୁ ଅନେକ ସୁନ୍ଦର ଆଲବମ କରି ସାରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।