Jyotisha Shastra – ଯଦି ଆପଣଙ୍କ ରାଶି ତୁଳା, କନ୍ୟା, କର୍କଟ, ମେଷ, ମିଥୁନ ଓ ମକର ରାଶି ଅଟେ,ତେବେ ଜାଣନ୍ତୁ ଏହି ସପ୍ତାହ ଶନିଦେବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି…..
ଶନି ହେଉଛନ୍ତି ସୁଖ ଓ ଦୁଃଖର ଦେବତା । ତାଙ୍କ ଅବସ୍ଥାନ ଅନୁସାରେ ମଣିଷ ସୁଖ ଦୁଃଖ ଅନୁଭବ କରିଥାଏ ।ତାଙ୍କ ଶୁଭ ଦୃଷ୍ଟି ଯୋଗୁଁ ମଣିଷ ବହୁତ୍ କମ୍ ସମୟ ମଧ୍ୟରେ କମ୍ ପରିଶ୍ରମ କରି ବହୁତ୍ କିଛି ଜୀବନରେ ହାସଲ କରିପାରେ ଏବଂ ଲକ୍ଷ୍ମୀଙ୍କ କୃପା ଲାଭ କରି ଧନଧାନ୍ୟରେ ପରିପୃଷ୍ଟ ହୋଇପରୁଥାଏ ।ଶନିଙ୍କ କୋପ ଦୃଷ୍ଟି ଯେଉଁ ରାଶିର ବ୍ୟକ୍ତିଙ୍କ ଜାତକ ଉପରେ ପଡ଼ିଥାଏ ସେ ଜୀବନସାରା କାଙ୍ଗାଳ ହୋଇଯାଏ,ସେ ସମସ୍ତ ସମସ୍ୟାର ସମାଧାନ କରି କରି ତାର ଜୀବନ ବିତିଯାଏ ।
ଶନିଙ୍କ ଶୁଭ ଦୃଷ୍ଟି ଯୋଗୁଁ ମନୁଷ୍ୟ ଠାରେ ଲକ୍ଷ୍ମୀ ଙ୍କ ବିରାଜ ହୋଇଥାଏ।ତେଣୁ ଶୁଭ ଫଳ ସହ ବ୍ୟକ୍ତି ଧନ ଧାନ୍ୟରେ ମଧ୍ୟ ଘେରିହୋଇଥାଏ।ଜ୍ୟୋତିଷମାନଙ୍କ ମତରେ ଗ୍ରହମାନଙ୍କ ଚଳନ ଯୋଗୁଁ ଏହି ସବୁ ଶୁଭ ସଂଯୋଗ ଘଟୁଛି।ଦେଖନ୍ତୁ ଏହିସବୁ ରାଶିମାନଙ୍କର ଉପରେ ଶନୀଙ୍କର ରହିଛି ଶୁଭ ଦୃଷ୍ଟି –
୧.ମେଷ :- ଏହି ରାଶିର ଖରାପ୍ ସମୟ ଅତିବାହିତ ହୋଇସାରିଛି ।ସଫଳତା ସବୁ କ୍ଷେତ୍ରରେ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ରେ ଖୁସିର ବାତାବରଣ ଲଗିରହିବ । ଶତ୍ରୁ ମାନଙ୍କ ଉପରେ ବିଜୟଲାଭ କରିବେ ।
୨.କର୍କଟ :- ସମସ୍ତ ସମସ୍ୟାର ଅନ୍ତ ହେବ । ଶନିଦେବ ସବୁବେଳେ ଆପଣଙ୍କ ସାଥିରେ ରହିବେ ।ବନ୍ଧୁମାନଙ୍କ ଠାରୁ ଲାଭବାନ ହେବେ । ଗୁରୁଜନ ମାନଙ୍କ ସହଯୋଗ ପାଇବେ ।ଚାକିରି କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ପଦୋନ୍ନତି ମିଳିବ ।
୩.କନ୍ୟା :-ଆସୁଥିବା ସମୟ ରେ ଏହି ରାଶିର ବ୍ୟକ୍ତ ବିଶେଷ ଙ୍କୁ ମନ ଚାହୁଁଥିବା ଚାକିରି ମିଳିବ । ଅଟକି ରହିଥିବା ସମସ୍ତ କାମ ପୁରା ହେବ ।ଆଗକୁ ପଡ଼ିବାକୁ ଥିବା ସମସ୍ତ ଦୁଃଖ କଷ୍ଟ ଯନ୍ତ୍ରଣାକୁ ସନିଦେବ ନିଜ ଉପରକୁ ହେଇଯିବେ ।ଚାକିରି ଆଶାୟୀ ମାନେ ନିଶ୍ଚିତ ରୁହନ୍ତୁ ଚାକିରିର ଶୁଭ ଫଳ ମିଳିବ ।
୪.ମିଥୁନ :-ଏହି ରାଶି ଉପରେ ଶନିଦେବଙ୍କ ଶୁଭ ଦୃଷ୍ଟି ସର୍ବଦା ରହିବ । ସବୁ କ୍ଷେତ୍ରରେ ସଫଳତା ପାଇବେ ।ବିଶେଷ କରି ବ୍ୟବସାୟୀମାନେ ନିଜ ବ୍ୟବସାୟରେ ନିରନ୍ତର ଲାଭବାନ ହେବେ ।ମାନ ସମ୍ମାନ ବୃଦ୍ଧି ପାଇବ । ସମସ୍ତ କ୍ଷେତ୍ରରେ ଲାଭବାନ ହେବେ ।
୫. ମକର :- ଏହି ରାଶିର ବ୍ୟକ୍ତବିଶେଷଙ୍କ ଉପରେ ଶନିଦେବ ଅତ୍ୟନ୍ତ ଖୁସି ହେବେ । ପ୍ରେମ ସମ୍ପର୍କ ରେ ଥିବା ବ୍ୟକ୍ତି ବିଶେଷ ପ୍ରେମ ବିବାହ କରିପାରନ୍ତି ।କରୁଥିବା ସମସ୍ତ ଚେଷ୍ଟା ସଫଳ ହେବ ।ଘର ମଧ୍ୟ ନିଜେ କିଣିପାରନ୍ତି । ବନ୍ଧୁବର୍ଗ ଙ୍କ ସାହାଯ୍ୟ ସହଯୋଗ ମିଳିପାରିବ ।ବର୍ଷଟି ଶୁଭ ଦାୟକ ଅଟେ ।
୬.ତୁଳା :-ଏହି ନୂଆବର୍ଷ ରେ ତୁଳା ବ୍ୟକ୍ତବିଶେଷଙ୍କୁ କୌଣସି ନିବେଶରୁ ଧନ ଲାଭର ସମ୍ଭାବନା ରହିଛି ।ପରିବାରରେ ସୁଖ ଶାନ୍ତି ଦେଖାଯିବ । ବହୁ ଦିନ ରୁ ଅଟକିରହିଥିବା ଟଙ୍କା ଏ ବର୍ଷ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ମଧ୍ୟ ସଫଳତା ମିଳିବାର ସମ୍ଭାବନା ଦେଖାଯାଉଛି ।ଚାକିରି ପାଇବା ପରେ ଆପଣଙ୍କ ପ୍ରତି ଲୋକମାନଙ୍କର ବ୍ୟବହାର ପରିବର୍ତ୍ତନ ହେଇଯିବ ।ସମସ୍ତେ ସମ୍ମାନ ଦେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।