Jyotisha Shastra – ଯଦି ଆପଣଙ୍କ ରାଶି ତୁଳା, କନ୍ୟା, କର୍କଟ, ମେଷ, ମିଥୁନ ଓ ମକର ରାଶି ଅଟେ,ତେବେ ଜାଣନ୍ତୁ ଭୋଳାନାଥ ଶିବ ଙ୍କ କୃପାରୁ କଣ ସବୁ ଘଟିବାକୁ ଯାଉଛି…..
ଜ୍ୟୋତିଷ ଶାସ୍ତ୍ର ମତରେ ମଣିଷର ରାଶି ଉପରେ ସମୟ କ୍ରମେ ଗ୍ରହ ନକ୍ଷତ୍ର ମାନଙ୍କର ଚଳନି ପାଇଁ ଭଲ ଏବଂ କେତେବେଳେ ଖରାପ୍ ପ୍ରଭାବ ପଡିଥାଏ। ଯେତେବେଳେ ଗ୍ରହ ନକ୍ଷତ୍ର ମାନଙ୍କର ଶୁଭ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ ସେତେବେଳେ ସବୁକିଛି ଭଲ ହୋଇଥାଏ ଏବଂ କର୍ମ କ୍ଷେତ୍ରରେ ଶୁଭାଫଳ ପ୍ରାପ୍ତ ହୁଏ ଏବଂ ଚାହୁଁ ଥିବା ଜିନିଷ ସହଜରେ ଉପଲବ୍ଧି ମଧ୍ୟ ହୋଇଥାଏ।ତେବେ ବେଳେବେଳେ ରାଶି ମାନଙ୍କ ଉପରେ ଖରାପ ପ୍ରଭାବ କାରଣରୁ ସବୁକିଛି ଅସୁବିଧା ହୋଇଥାଏ।
ଆସନ୍ତୁ ଜାଣିବା ଆଜିର ଏହି ଲେଖାରେ କିଛି ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କ ପାଇଁ ବହୁତ ଶୁଭଫଳ ପ୍ରାପ୍ତି ହେବାକୁ ରହିଛି।
ଯଦି ଆପଣଙ୍କ ରାଶି ତୁଳା , କନ୍ୟା , କର୍କଟ , ମେଷ ,ମିଥୁନ ଓ ମକର ମଧ୍ୟରୁ ରହିଛି।ତେବେ ଆପଣ ମାନଙ୍କ ପାଇଁ ଖୁସି ଖବର ରହିଛି। ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି ଆଗାମୀ ଦିନରେ।ତେବେ ଜାଣନ୍ତୁ କଣ ସବୁ ବିଶେଷ ଘଟଣା ଘଟିବା ପାଇଁ ଯାଉଅଛି ଏହି ରାଶି ମାନଙ୍କ ପାଇଁ।
ପ୍ରଥମତଃ ଏହି ଉପର ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଜୀବନରେ ସୁଖ ଶାନ୍ତି ଭରିଯିବା ସହିତ ଜୀବନରେ ଅନେକ ଶୁଭାଫଳ ପ୍ରାପ୍ତି ହେବାକୁ ଯାଉଛି। ଆପଣ ଯେଉଁ କାର୍ଯ୍ୟକୁ ଆଗରୁ ଆରମ୍ଭ କରିଥିଲେ ଏବଂ ତାହା ପୂର୍ଣ୍ଣ ହୋଇ ନଥିଲା ସେହିସବୁ କାର୍ଯ୍ୟ ପୂର୍ଣ୍ଣ ହେବ। ଚାହୁଁଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମନ ସ୍କାମନା ପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବସାୟ , ମାଲି ମୋକଦ୍ଦମା ଆଦିରେ ବିଜୟ ଘଟିବ। ଦୂରଜାତ୍ରା ର ଯୋଗ ରହିଛି। ମନ ଶାନ୍ତ ରହିବ ଏବଂ ସକାରାତ୍ମକ ଚିନ୍ତାଧାରା ମନ ଭିତରେ ଉଦ୍ରେକ ହେବ।
ଆପଣ କରୁଥିବା ବ୍ୟବସାୟ ରେ ଉନ୍ନତି ଘଟିବ। ପୂର୍ବ ଅପେକ୍ଷା ଭଲ ଫଳ ପ୍ରାପ୍ତି ହେବ। ଯଦି ଚାକିରି କରୁଛନ୍ତି ତେବେ ପଦୋନ୍ନତି ଘଟିବ ଏବଂ ଆପଣଙ୍କୁ ଭଲ ଆୟ ହେବ।ଆପଣ ଙ୍କ ର ବ୍ୟବସାୟିକ ଓ ଚାକିରୀ କ୍ଷେତ୍ର ରେ ସମୟ ଭଲ ରହିବ। ସମ୍ମାନ ର ଅଧିକାରୀ ହେବେ। ଦାନ ଧର୍ମ ଆଦି ରେ ରୁଚି ରଖିବେ ଏବଂ ପୁଜାକର୍ମ ଆଦି କରି ପାରନ୍ତି। ଭଗବାନ ଙ୍କ ଆଶିର୍ବାଦ ଗ୍ରହଣ କରିବେ। ସକାରାତ୍ମକ ଭାବନାରେ ସବୁ ଜିନିଷକୁ ଚିନ୍ତା କରିବେ।
ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବେ। ପରିବାର ର ଅନ୍ୟ ସଦସ୍ୟ ଙ୍କ ଦେହ ଭଲ ରହିବ। ପିତା ମାତାଙ୍କ ଯତ୍ନ ନେବେ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବ ଏବଂ ପ୍ରେମ ସମ୍ପର୍କ ଦୃଢ଼ ହେବ। ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୁଝାମଣା ରେ ଉନ୍ନତି ଘଟିବ। ସମସ୍ତ କ୍ଷେତ୍ରରେ ଆପଣଙ୍କ ଦିନ ଗୁଡ଼ିକ ଭଲରେ କାଟିବ। ସବୁ ସମସ୍ୟା ଦୂର ହେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।