Jyotisa Shastra – ୨୦୨୦ ରୁ ୨୦୨୫ ପର୍ଯ୍ୟନ୍ତ ପ୍ରଭୁ ହନୁମାନ ଙ୍କ କୃପାରୁ ଏହି ରାଶି ଦୁନିଆର ସବୁଠାରୁ ଶକ୍ତିଶାଳୀ

ବନ୍ଧୁ ଗଣ ଆଜି ଆମେ ଆପଣଙ୍କୁ କିଛି ମହତ୍ୱ ପୂର୍ଣ୍ଣ ବିଷୟ କହିବୁ l କିଛି ରାଶି ର ଲୋକ ମାନେ ଘର କୁ ଆସିଲେ ତାଙ୍କର ଘର ଲୋକ ଧନୀ ହୋଇଯାନ୍ତି l କୁହାଯାଏ ଆଉ କେତେକ ରାଶି ର ନାରୀ ମାନେ ଘର କୁ ଆସିଲା ପରେ ଘର କୁ ସ୍ୱର୍ଗ ବନେଇ ଦେଇ ଥାନ୍ତି l ଯେ ହିନ୍ଦୁ ଧର୍ମ ଶାସ୍ତ୍ର ରେ ଯେ ମହିଳା ହେଉଛି ଘରର ଲକ୍ଷ୍ମୀ l କିନ୍ତୁ ଏହି କିଛି ରାଶି ର ଲୋକ କିଛି ଯଦି ଶାସ୍ତ୍ର ପ୍ରଦତ୍ତ ଅନୁଚିତ କାର୍ଯ୍ୟ କରନ୍ତି ତେବେ ସେମାନଙ୍କ ଘରେ ଲକ୍ଷ୍ମୀ ରହି ଥାନ୍ତି l

ହିନ୍ଦୁ ଧର୍ମ ରେ ଝିଅ ପୁଅ ବିବାହ କରନ୍ତି l ଏହା କରି ସରିଲା ପରେ ସେମାନେ ପରସ୍ପର ର କର୍ମ ଉପରେ ନିର୍ଭର କରନ୍ତି ଯଦି ସ୍ୱାମୀ ଭଲ କର୍ମ କରୁ ଥାନ୍ତି ।

ସବୁ ରାଶି ବିଷୟରେ ଆମ ହିନ୍ଦୁ ଧର୍ମ ରେ ବର୍ଣିତ ହୋଇଛି l ତେବେ ଚାଲନ୍ତୁ ଜାଣିବା ଏହି ଭାଗ୍ୟ ଶାଳୀ ରାଶି କଣ l ତେବେ ଆପଣଙ୍କ ଧନୀ ହୋଇ ଯାଇ ଥାନ୍ତି ଓ ଭାଗ୍ୟ ବଦଳି ଯାଇ ଥାଏ l ଏହି ରାଶି ର ମହିଳା ମାନେ ବହୁତ ଶାନ୍ତ ସରଳ ସ୍ୱାଭିମାନୀ ଲୋକ ହୋଇ ଥାନ୍ତି l ସେ ମାନେ ସମସ୍ତ ଙ୍କୁ ସମ୍ମାନ ଦେଇ କଥା କହି ଥାନ୍ତି l

ଏହି ରାଶି ମାନଙ୍କର ଲୋକ ମାନେ ତାଙ୍କର ମାନ ପ୍ରତିଷ୍ଠା ହେବ l ଏମାନଙ୍କୁ ସମସ୍ତେ ସମ୍ମାନ ମିଳିବ l ଏହି ରାଶି ଲୋକ ମାନେ ଦୀର୍ଘ ଯାତ୍ରା କରିବେ l ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ l ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି l ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ l

ଏହି ମାସରେ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ l ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ l ବହୁତ ଧନ ଦୌଲତ ମିଳିବ l ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି l ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ l ଏହି ମନାକର ଭାଗ୍ୟ ବହୁତ ଭଲ ସବୁବେଳେ ଶୁଭ ଫଳ ମିଳିଥାଏ l

ଏମିତି ଅନେକ ପରିବର୍ତ୍ତନ ହେବ l ଏହି ରାଶି ର ଲୋକ ଟି ର ରାଜ ଯୋଟକ ହେବ l ଏହି ଭାଗ୍ୟ ଶାଳୀ ରାଶି ଟି ହେଉଛି ” ମେଷ, ସିଂହ ” ରାଶି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।