Jyotish Shastra – ଆଜି ସୋମବାର ସକାଳୁ ଅଚାନକ ଚମକି ଉଠିବ ଏହି 6ଟି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର ମହାଦେବଙ୍କ ବିଶେଷ କୃପା ବର୍ଷିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୋଳାନାଥ ଙ୍କୁ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ । ମହାଦେବ ହିଁ ସୃଷ୍ଟିର ପାଳନହାର ବୋଲି କୁହାଯାଇଥାଏ ।ଭୋଳାନାଥ ଯେତେବେଳେ କୌଣସି ଲୋକ ଉପରେ ପ୍ରସନ୍ନ ହୋଇଯାଆନ୍ତି , ତେବେ ସେ ନିଜର ଅପରା କୃପା ସେମାନଙ୍କ ଉପରେ ବର୍ଷାଇ ଥାଆନ୍ତି । ଭଗବାନ ଭୋଳାନାଥ ବି ମଧ୍ୟ ସ୍ୱଭାବରେ ଭୋଳା ଅଟନ୍ତି । ତାଙ୍କୁ ପ୍ରସନ୍ନ କରିବା ସବୁଠାରୁ ଅଧିକ ସହଜ ହୋଇଥାଏ ।ମହାଦେବ ଏବେ କିଛି ରାଶିମାନଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି । ମହାଦେବ ତାଙ୍କର ଭକ୍ତି ରେ ଏବେ ଖୁସି ହୋଇ ସାରିଛନ୍ତି । ଯାହା ଫଳରେ ଆଜି ରାତିଠାରୁ ଏହା ରାଶି ମାଲାମାଲ ହେବାକୁ ଯାଉଛନ୍ତି ।

ଭଗବାନ ଭୋଳାନାଥ ଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହେବ ଏବଂ ଭଲ ଦିନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାୀଉଛି । ଆପଣଙ୍କୁ ଟଙ୍କା ପାଇସାର ଅଭାବ ଆଉ ରହିବ ନାହିଁ ।ଭଗବାନ ଭୋଳାନଥ ଙ୍କ କୃପାରୁ ଆପଣଙ୍କର ସବୁ ଅଧୁରା କାର୍ଯ୍ୟ ବା ବିଗିଡି ଯାଇଥିବା କାର୍ଯ୍ୟ ଏବେ ସେ ସବୁ ପୂରଣ ହେବାରେ ଲାଗିବ ।

ମହାଦେବ ଙ୍କ କୃପାରୁ ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଧା ଏବେ ଶେଷ ହେବ ।ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ରେ ଏବେ ସଫଳତା ମିଳିବ । ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଦୂରରେ ରହିବେ । ସମାଜରେ ଆପଣଙ୍କୁ ଲୋକମାନେ ମାନ ସମ୍ମାନ ଦେବେ । ବ୍ୟାପାର ବାଣିଜ୍ୟ ଆପଣଙ୍କ ଦୁଇ ଗୁଣା ବଢିଯିବ । ଯେଉଁ ଲୋକମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଳ ଚାକିରୀ ମିଳିବ ।

ଭୋଳାନାଥ ଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବା ପାଇଁ ଯ।ଉଛି । ସବୁ ଲୋକ ଆପଣଙ୍କୁ ସବୁ କଥା ପଚାରି ବୁଝିବେ । ଆପଣଙ୍କ ଘର ପରିବାରରେ ଖର୍ଚ୍ଚ କମ୍ ହେବ ଓ ଦିନକୁ ଦିନ ରୋଜଗାର ମଧ୍ୟ ବଢିବାରେ ଲାଗିବ ।ଭୋଳାନାଥ ଙ୍କ କୃପାରୁ ଆପଣଙ୍କ ମନରେ ବିଶ୍ୱାସ ଓ ଉତ୍ସାହ ମଧ୍ୟ ବଢିଯିବ । ପ୍ରେମ ସମ୍ବନ୍ଧ ଆପଣଙ୍କ ମଧୁର ରହିବ । ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବା ପାଇଁ ଅବସର ମିଳିବାକୁ ଯାଉଛି ।

ତେବେ ପ୍ରଭୁ ଭୋଳାନାଥ ଙ୍କ କୃପାରୁ ଯେଉଁ ରାଶିଗୁଡିକ ଏବେ ଭାଗ୍ୟବାନ୍ ହେବାକୁ ଯାଉଛି , ଯାହାର ଆଗାମୀ ସମୟ ବହୁତ ଖୁସି ପୂର୍ଣ୍ଣ ହେବାକୁ ଯାଉଛି , ସେହି ରାଶିଗୁଡିକ ହେଉଛନ୍ତି ,କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ବୃଷ ରାଶି, ଓ ତୁଳା ରାଶି ।