Jyotisa Shsatra – ପ୍ରଭୁ ହନୁମାନ ଙ୍କ କୃପାରୁ ଏହି ଦୁଇଟି ରାଶି ସବୁଠାରୁ ଭାଗ୍ୟଶାଳୀ ହୋଇଥାନ୍ତି
ମଣିଷ ଯାହା ବି କରିଥାଏ ବା ଭୋଗ କରିଥାଏ ସେସବୁ ସେ ଜନ୍ମ ହେବା ସମୟରେ ତାର ଜନ୍ମ କୁଣ୍ଡଳୀ ତିଆରି କରାଯାଇଥାଏ ଏବଂ ସେ ସବୁ ସେହିଥିରେ ଲେଖା ଯାଇଥାଏ । ବ୍ୟକ୍ତିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ତାର କୁଣ୍ଡଳିରେ ଲେଖା ହୋଇ ରହିଥାଏ । ଯାହାକି ଗ୍ରହ ମାନଙ୍କର ଦଶା ଉପରେ ନିର୍ଭର କରିଥାଏ ଜ୍ୟୋତିଷଶାସ୍ତ୍ର ଅନୁସାରେ 2ଗୋଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି , ଯାହାକି ଭଗବାନ ବଜରଙ୍ଗବଲିଙ୍କ କୃପାରୁ ହେବାକୁ ଯାଉଛି ।
କାହିଁକି ନା ଭଗବାନ ହନୁମାନଜୀଙ୍କର ସବୁବେଳେ ଏହି ଦୁଇଟି ରାଶି ବହୁତ ପ୍ରିୟ ହୋଇଥାଏ । ଏହି ରାଶି ମାନଙ୍କର ଜୀବନରେ ଧନ ବର୍ଷା ହେବାକୁ ଯାଉଛି । ଏହି ରାଶି ମାନଙ୍କରେ ଯେଉଁ ଲୋକମାନେ ରହିଛନ୍ତି ସେମାନେ କିଛି ପୂ୍ର୍ବରୁ କାର୍ଯ୍ୟ କରିଥିନ୍ତି ତାହାର ଶୁଭ ଫଳ ଏମାନଙ୍କୁ ଏବେ ମିଳିବାକୁ ଯାଉଛି ।ଆପଣ ଜାଣିଥିବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ 12 ରାଶି ରହିଛି। ମାତ୍ର ଏମିତି ଦୁଇଟି ରାଶି ରହିଛି ଯେଉଁମାନଙ୍କର ଭାଗ୍ୟ ସର୍ବଦା ଚମକି ଥାଏ। ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ସେହି ଭାଗ୍ୟଶାଳୀ ରାଶି ବେଷୟରେ ଜଣାଇବୁ ଯାହା ଉପରେ ପ୍ରଭୁ ବଜରଙ୍ଗବାଲିଙ୍କର କୃପା ସଦାସର୍ବଦା ଲାଗି ରହିଛି । ଏହି ଦୁଇଟି ରାଶିର ବ୍ୟକ୍ତି ମାନେ ଅନେକ ସମୟରେ ଭାଗ୍ୟବାନ ହୋଇଥାନ୍ତି।
ଗ୍ରହ ମାନଙ୍କର ଚଳନ ହେତୁ ଏହି ଦୁଇଟି ରାଶି ରେ ସର୍ବଦା ସୂର୍ଯ୍ୟ ଏବଂ ଚନ୍ଦ୍ର ଗତି କରିଥାନ୍ତି। ତେଣୁ ଏହି ଦୁଇଟି ରାଶିର ବ୍ୟକ୍ତି ମାନଙ୍କ ପାଇଁ ସର୍ବଦା ସବୁ କାର୍ଯ୍ୟ ସହଜ ଏବଂ ସାଧ୍ୟ ହୋଇଥାଏ । 12 ରାଶି ମଧ୍ୟରୁ ଏହି ଦୁଇଟି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅନେଗୁଡିଏ ସଫଳତା ଆସିଥାଏ। ଏହି ବ୍ୟକ୍ତି ମାନେ ଅନେକ ଧନ ପ୍ରାପ୍ତି କରିବା ସହିତ ନିଜ ଭବିଷ୍ୟତ ରେ ଖୁସିରେ ଜୀବନ ଅତିବାହିତ କରନ୍ତି।
1.ସିଂହ ରାଶି –
ଏହି ରାଶି ରଥିବା ବ୍ୟକ୍ତବିଶେଷ ମାନେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତମାନଙ୍କ ପାଇଁ ବୈବାହିକ ଜୀବନ ବହୁତ ଖୁସିପୂର୍ଣ୍ଣ ହୋଇଥାଏ। ବ୍ୟବସାୟୀ କରୁଥିଲେ ଅଧିକ ଲାଭ ବାନ ମଧ୍ୟ ଆଗାମୀ ଦିନରେ ହେବେ। ସୂର୍ଯ୍ୟ ଏବଂ ଚନ୍ଦ୍ର ଏହି ରାଶିରେ ଅବସ୍ଥାନ କରିଥିବା ହେତୁ ଏହି ରାଶିର ବ୍ୟକ୍ତିମାନେ ଅନେକ ସମୟରେ ଅଧିକ ସଫଳ ପ୍ରାପ୍ତି କରନ୍ତି। ଏହା ସହିତ ବିଦ୍ୟାର୍ଥୀ ମାନେ ମଧ୍ୟ ପାଠ ପଢାରେ ମନ ନିବେଶ କରନ୍ତି।
2. ବିଛା ରାଶି:-
ଏମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ତେବେ ଏହି ରାଶିର ବ୍ୟକ୍ତିମାନେ ଆଗାମୀ ଦିନରେ ଧନ ପ୍ରାପ୍ତି କରିବାର ସମ୍ଭାବନା ଏବଂ ସୁଯୋଗ ରହିଛି । ତାହା ସହିତ ଏହି ରାଶିର ଥିବା ଲୋକ ଅନେକ ସମୟରେ ନିଜ ପରିବାର ର ଥିବା ସଦସ୍ୟ ମାନଙ୍କ ଖୁସିରେ ଦିନ ବିତାଇବାକୁ ପସନ୍ଦ କରନ୍ତି। ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ କୃତକାର୍ଯ୍ୟ ହେବେ। ବ୍ୟବସାୟୀ ରେ ଅଧିକ ସଫଳ ହେବାର ସୁଯୋଗ ରହିଛି। ଏହି ରାଶିରାଶିମାନଙ୍କର ଆଗାମୀ ଦିନରେ ଭଗବାନ ହନୁମାନଙ୍କ କୃପା ବର୍ଷା ହେଵ। ତେଣୁ ଏହି ରାଶି ମାନଙ୍କର ଆଗାମୀ ଦିନ ସୁଖ ଶାନ୍ତି ର କୃପା ଲାଗି ରହିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।