Jyotisa Shastra – ଆସନ୍ତା କାଲିଠାରୁ ଭଗବାନ ଶିବ ଙ୍କ କୃପାରୁ ଏହି ୫ଟି ରାଶିରେ ଆସିବ ପୁଳା ପୁଳା ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ହେତୁ ସମସ୍ତ ରାଶିର ସ୍ଥିତି ବଦଳି ଥାଏ l ବାର ରାଶି ଉପରେ ପଡୁଥିବା ଦସା ଅନୁସାରେ କୌଣସି ଯାତକରେ ଭବିଷ୍ୟତ ଓ ବର୍ତ୍ତମାନ ରେ ହେଉଥିବା ଭଲ ସମୟ ର ସମ୍ଭାବନା ଜଣା ଯାଇଥାଏ l ତେବେ ଏଥିରୁ ସ୍ପଷ୍ଟ ଯେ ପ୍ରତେକ ରାଶି ର କେତେ ବେଳେ ଭଲଗୁଣ ଓ ଦୁର୍ବଳତା ରହିଛି l ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି 5 ଟି ରାଶି ର ଲୋକ ମାନଙ୍କର ମହାସଂଯୋଗ ହୋଇଛି l ଆଜି ଠାରୁ ତାଙ୍କର ଭାଗ୍ୟ ଚମକିବାକୁ ଯାଉଛି l

1. ମେଷ ରାଶି :-ସବୁଠାରୁ ପ୍ରଥମ ରାଶି ହେଉଛି ଏହି ରାଶିର ଲୋକମାନେ ବହୁତ ଭାଗ୍ୟଶଳୀ ହୋଇଥାନ୍ତି l ଗ୍ରହ ମାନଙ୍କ ଚଳନରେ ହେଉଥିବା ମହାପରିବର୍ତ୍ତ କାରଣ ରୁ ମେଷରାଶି ଲୋକମାନେ ଆଗାମୀ ଭବିଷ୍ୟତରେ ବ୍ୟାପାରବାଣିଜ୍ୟ ରେ ଲାଭ ହେବାସହ ଧନ ପ୍ରାପ୍ତିର ନୂଆ ନୂଆ ଉପାୟ ଉତ୍ପନ ହେବ l ମାତାଲକ୍ଷ୍ମୀଙ୍କ ର ଆଶୀର୍ବାଦରୁ ଆପଣଙ୍କର ଆଗାମୀ ଭବିଷ୍ୟତ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ଆପଣଙ୍କ ପରିଶ୍ରମର ଉଚିତ ଫଳ ମିଳିବ l

2.ବୃଷ ରାଶି :-ଏହି ରାଶିର ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ସହ ମାତାଲକ୍ଷ୍ମୀଙ୍କ କୃପାରୁ ଆପଣକୁ ଉପହାର ଓ କିଛି ଖାସ ଜିନିଷର ପ୍ରାପ୍ତି ହେବ ଏବଂ ଯେଉଁମାନେ ଚାକିରୀ କରିଛ ସେମାନଙ୍କ ପଦୋଉନ୍ନତି ହେବାର ସମ୍ଭାବନା ରହିଛି l ଏବଂ ବେପାରବାଣିଜ୍ୟ ପାଇଁ ଏହି ସମୟ ଅନୁକୂଳ ଏବଂ ଧନଲାଭ ହେବାରେ ଶୁଭ ବେଳ l

3.କର୍କଟ ରାଶି :-ଯେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେମାନଙ୍କ ମଧ୍ୟରୁ କୁମ୍ଭରାଶି ଅନ୍ୟତମ l ଏହି ରାଶିର ଗ୍ରହ ପରିବର୍ତନ କାରଣରୁ ଏହି ରାଶି ଲୋକଙ୍କଠୀ ବଡ ପରିବର୍ତନ ଦେଖାଦେବ l ଏହି ସମୟ ଖୁସି ପୂର୍ଣ୍ଣ ରହିବ ଏବଂ ଯେଉଁମାନେ ଚାକିରୀ ଖୋଜୁଛନ୍ତି ଛକିରୀ ମିଳିବ l ଏଥି ସହିତ ଜଡିତ ସମସ୍ୟା ଗୁଡିକ ଖୁବଶୀଘ୍ର ସମାଧାନ ହେଇଯିବ l

4.ତୁଳା ରାଶି :-ଏହି ରାଶିର ଛାତ୍ର ମାନଙ୍କୁ ବହୁତ ବଡ ଲାଭ ମିଳିବ l ଯଦି କୌଣସି କାର୍ଯ୍ୟକୁ ସଫଳତା ହାସଲ କରିବାପାଇ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ସେ କାର୍ଯ୍ୟ ରେ ଫଳପ୍ରଦ ହେବେ ଏବଂ ମାଙ୍କ କୃପାରୁ ଧନପ୍ରାପ୍ତି ଓ ଅନେକ ପ୍ରଚେଷ୍ଟା ଫଳରେ ମିଳୁ ନଥିବା କାମ ସଫଳ ହେବ l ଏବଂ ସନ୍ତାନ ମାନଙ୍କ ଠାରୁ କୌଣସି ବଡଖବର ମିଳିବ l

5. କୁମ୍ଭ ରାଶି :-ଏହି ରାଶି ସବୁଠାରୁ ଭଲ କଥା ଅହିଁଯେ ଏମାନେ ବହୁତ ଆତ୍ମ ବିଶ୍ୱାସୀ ହେଇଥାନ୍ତି l ଏବଂ ଶନିଦେବ ଏମାଙ୍କର ନେତୃତ୍ୱ ନେଇଥାନ୍ତି l ଏବଂ ଏହି ରାଶି ର ଲୋକମାନେ ଏମାନଙ୍କ ପ୍ରଚେଷ୍ଟା ଓ ପରିଶ୍ରମ ବଳ ରେ ପ୍ରତେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ l ଏବଂ ଆପଣଙ୍କ ଆର୍ଥିକ ମାମଲା ଠିକ ରହିବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।