Jyotisa Shastra – କାଲି ଗୁରୁବାର , ମାତା ଲକ୍ଷ୍ମୀ ଓ ଶନି ଦେବଙ୍କ ମହାସଂଯୋଗ ! ମେଷ ରାଶି, କର୍କଟ ରାଶି, ବିଛା ରାଶି, ଧନୁ ରାଶି, କୁମ୍ଭ ରାଶି ଏବଂ ତୁଳା ରାଶିର ଲୋକ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଶନିଦେବତାଙ୍କୁ ନ୍ୟାୟ ର ଦେବତା କୁହାଯାଏ l ଯଦି ଶନି ଦେବ କୌଣସି ରାଶି ଉପରେ ଖରାପ ଦୃଷ୍ଟି ପକାନ୍ତି, ଏବଂ ସେହି ରାଶି ବ୍ୟକ୍ତି ମାନେ ବହୁତ ହଇରାଣ ହୋଇଥାନ୍ତି l ସେହି ବ୍ୟକ୍ତି ନିଜର ସମସ୍ୟା ଗୁଡିକ ସଜାଡ଼ିବା ରେ ବହୁତ ସମୟ ନଷ୍ଟ କରିଥାନ୍ତି l ଯଦି ଶନି ଦେବ ଙ୍କ କୃପା ଦୃଷ୍ଟି କେଉଁ ବ୍ୟକ୍ତି ଉପରେ ପଡିବ ତେବେ ତାର ଭାଗ୍ୟ ବଦଳିଯିବ l ମାତା ଲକ୍ଷ୍ମୀ ଏବଂ ଶନି ଦେବ ଙ୍କ ଏକା ସହିତ ଏହି ରାଶି ଗୁଡିକର ମହାସଂଯୋଗ ହେବାକୁ ଯାଉଛି l
ଆଜି ରାତି ଠାରୁ ମାତା ଲକ୍ଷ୍ମୀ ଓ ଶନି ଦେବ ଙ୍କ କୃପା ଦୃଷ୍ଟି ଏହି ରାଶି ମାନଙ୍କ ଉପରେ ପଡିବା କୁ ଯାଉଛି l

1.ମେଷ ରାଶି : –

ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଓ ଶନି ଦେବ ଙ୍କ କୃପା ଦୃଷ୍ଟି ପଡିଥାଏ l ଏହି ରାଶି ର ବ୍ୟକ୍ତି ମାନଙ୍କୁ ବହୁତ ଶୁଖ ଶାନ୍ତି ମିଳିବାକୁ ଯାଉଛି l ଅନ୍ୟ ଲୋକ ମାନଙ୍କ ଠାରୁ ଯଥେଷ୍ଟ ମାନ ସନମାନ ପ୍ରାପ୍ତି ହବ l

2.କର୍କଟ ରାଶି :-

ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ଶନିଦେବ ଙ୍କ କୃପା ଦୃଷ୍ଟି ସର୍ବଦା ତ୍ରିଷ୍ଠି ରହିଥାଏ l ଆପଣ ମାନଙ୍କ ର ଅସୁବିଧା ର ଦିନ ସରିବାକୁ ଯାଉଛି ଏବଂ ସବୁ ସମସ୍ୟା ର ଅନ୍ତ ଘଟିବାକୁ ଯାଉଛି l ଚାକିରୀ କ୍ଷେତ୍ର ରେ ଊନତି କରିବେ l

3.ବିଛା ରାଶି :-

ଭବିଷ୍ୟତ ରେ ଆପଣ ଇଚ୍ଛା କରୁଥିବା ଚାକିରୀ ପାଇବେ l ଆପଣ ଙ୍କର ଆଟିକୀ ଯାଇଥିବା କାଯ୍ୟ ର ପୁନରାବୃତି ହେବ l ଆପଣ ସମସ୍ତଙ୍କ ଦୁଃଖ ଦୂର କରିବେ l ଏବଂ ସବୁ କ୍ଷେତ୍ର ରେ ସଫଳତା ଲାଭ କରିବେ l

4.ଧନୁ ରାଶି :-

ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ଶନି ଦେବ ବହୁତ କୃପା କରଥାନ୍ତି l ବ୍ୟାପର ବାଣିଜ୍ୟ କ୍ଷେତ୍ର ରେ ବହୁତ ଊନତି କରିଥାନ୍ତି l ଭବିଷ୍ୟତ ରେ ନୂତନ କାଯ୍ୟକ୍ରମ କୁ ମନ ବଳାଇବେ l ଏହି କାଯ୍ୟ ରେ ବ୍ୟୟ କରି ଆପଣ ମାନେ ଅଧିକା ଲାଭ ପାଇପାରିବେ l

5.କୁମ୍ଭ ରାଶି :-

ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଓ ଶନି ଦେବ ବହୁତ ସନ୍ତୁଷ୍ଟ ରହିଥାନ୍ତି l ଆପଣଙ୍କ ମାନଙ୍କ ଆର୍ଥିକ ପରିସ୍ଥିତି ବଦଳିବାକୁ ଯାଉଛି l ଆପଣଙ୍କ କ୍ଷତ୍ର ରେ ଉନତି ଘଟିବ l ଆପଣ କିଛି ନୂଆ ଘର ବା ଜମି କିଣି ପାରନ୍ତି l

6.ତୁଳା ରାଶି :-

ଏହି ରାଶି ର ବ୍ୟକ୍ତି ମାନଙ୍କୁ ଯେକୌଣସି ନିବେଶ ରୁ ବି ଧନ ମିଳି ପାରେ l ପରିବାର ରେ ସୁଖ ଶାନ୍ତ ଲାଗି ରହିବ l ଫେରିପାଇବା କୁ ଥିବା ଧନ ଆପଣ ଙ୍କ ପାଖକୁ ଫେରି ଆସିବ l ଆପଣ ମାନେ ଶିକ୍ଷା କ୍ଷେତ୍ର ରେ ଊନତି କରିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।