ଯାତ୍ରା ସ୍ୱପ୍ନ ମହଲ ଷ୍ଟେଜ ଉପରେ ସବ୍ୟସାଚୀ ( Sabyasachi ) & ମଲ୍ଲୀକା ( Mallika ) ଙ୍କ ରୋମାଣ୍ଟିକ ଡ୍ୟାନ୍ସ….

ଆପଣମାନେ ଅନେକ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ବା ଅଭିନେତା ମାନଙ୍କର ବିଭିନ୍ନ ପ୍ରକାରର ପୋରଫୋମାନ୍ସ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ। ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ ଖୁସି ଲାଗିଥାଏ ଓ ଯାହାକୁ ଦେଖିବା ଫଳରେ ଆମର ମନରେ ଶାନ୍ତି ଭରି ଯାଇଥାଏ।

ତେବେ ଯାତ୍ରା ର ମହା ମଞ୍ଚରେ ସେହିଭଳି ନିଜର ଡ୍ୟାନ୍ସ ଆଉ ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ଜଣେ ପାଗଳ ପ୍ରେମୀ ଓ ଯାହାଙ୍କର ଅଭିନୟର ଯାଦୁରେ ସମସ୍ତ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇ ସମସ୍ତଙ୍କର ପ୍ରିୟ କଳାକାର ସବ୍ୟସାଚୀ ମିଶ୍ର। ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା।

ତେବେ ଆପଣ ମାନେ ଦେଖିବାକୁ ପାଉଥିବେ ଆଜିକାଲି ଓଲିଉଡ଼ ଅଭିନେତା ହେଉ ବା ଅଭିନେତ୍ରୀ ମାନେ ବିଶେଷକରି ଅନେକ ପ୍ରକାରର ଷ୍ଟେଜ୍ ପ୍ରୋଗ୍ରାମ ରେ ଗେଷ୍ଟ ଭାବରେ ଯାଉଥିବାର ନଜର ଆସୁଥିବାର। ତେବେ ଭାଇରାଲ ହେଉଥିବା ଏହି ଭିଡିଓ ଟି ହେଇଛି ସ୍ୱପ୍ନ ମହଲର ଏକ ଦମଦାର ଷ୍ଟେଜ୍ ରେ ଅଭିନୟ ସହିତ ତାଙ୍କର କଥାରେ ଦିୱାନା ବନେଇଛନ୍ତି ସବ୍ୟସାଚୀ।

ଆଉ ତାଙ୍କର କହିବା କଥା କି ସେ ସବୁବେଳେ ଦର୍ଶକ ମାନଙ୍କ ସାମ୍ନା ରେ ଟିଭି ରେ ଅଭିନୟ କରିଥାନ୍ତି ଆଉ ତାହାକୁ ଦେଖିଥାନ୍ତି ଆଉ ତାଙ୍କର ଗାଇବା ଓ ଡାନ୍ସ ଓ ଅଭିନୟ ର ଯାଦୁ ରେ ଝୁମିଥାନ୍ତି । ତେବେ ସେ ଷ୍ଟେଜ ରେ ବର୍ତ୍ତମାନ ଅଭିନୟ କରୁଛନ୍ତି ଆଉ ଦର୍ଶକ ମାନଙ୍କ ସହିତ ମଧ୍ୟ ଅଛନ୍ତି, ଆଉ ଦର୍ଶକ ମାନଙ୍କ ସହିତ ମିଶିକି ପୋରଫୋମେନ୍ସ କରିବେ ବୋଲି ମଧ୍ୟ କହିଛନ୍ତି ।

ତେବେ ଲୋକ ମାନଙ୍କର ଘରେ ଘରେ ପ୍ରତ୍ୟେକ ଓଡ଼ିଶା ବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି ଏହି ଅଭିନେତା ଜଣକ। ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ସବ୍ୟ ତାଙ୍କର କେତେ ଗୁଡିଏ ଫ୍ଲିମ ର ଡାଇଲଗ ରେ ଦର୍ଶକ ମାନଙ୍କର ମନରେ ଘର କରିଛନ୍ତି ବୋଲି କୁହାଯାଉଛି ।ଆଉ ହେଲା ମୋତେ ପ୍ରେମ ଜ୍ୱର ସହିତ ପାଗଳ ପ୍ରେମୀ ଗୀତ ରେ ଦର୍ଶକ ମାନଙ୍କର ମନକୁ ଜିତି ନେଇଛନ୍ତି ।

ଆଉ ପ୍ରେମ ପାଇଁ ପାଗଳ ଥିବା ପାଗଳ ପ୍ରେମୀ ମାନଙ୍କୁ ମଧ୍ୟ ତାଙ୍କର ପ୍ରେମ ରେ ଝୁମଇବାକୁ ଲାଗିଛନ୍ତି ବୋଲି କୁହାଯାଉଛି । ତେବେ ଦେଖିବାକୁ ମିଳିଛି କି ସବ୍ୟ ଙ୍କର ଫ୍ରେଣ୍ଡ ମାନେ ମଧ୍ୟ ତାଙ୍କର ଅଭିନୟ ସହିତ କଥା ଆଉ ଗୀତ ରେ ଝୁମିଯାଇଛନ୍ତି।ତେବେ ସେ ନିଜେ ଡାନ୍ସ କରିବା ସହିତ ଦର୍ଶକ ମାନଙ୍କୁ ମଧ୍ୟ ଡାନ୍ସ କରିବା ପାଇଁ ମୋତୁଆଲି କରେଇ ଦେଇଥିଲେ । ଆଉ ତାଙ୍କର ଏହିଭଳି ଷ୍ଟେଜ ପ୍ରଗ୍ରାମ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।