ଦେଖନ୍ତୁ Exclusive ଭିଡିଓ ! ପ୍ରଥମଥର Stage ଉପରେ ଏକାଠି ନାଚିଲେ ଇତି ଆରବ… ଷ୍ଟେଜ ଉପରେ ” hot ” ରୋମାଣ୍ଟିକ ସିନ… ଦେଖନ୍ତୁ

ତେବେ ଆମେ ଟିଭି ଏବଂ ମୋବାଇଲ ଦ୍ୱାରା ଅନେକ ସିନେମା ଓ ସିରିଏଲ ଆଦି ଦେଖି ଥାଉ ଯାହା ଆମର ମନରଞ୍ଜନ ପାଇଁ ହୋଇ ଥାଏ | ତେବେ ସବୁଠାରୁ ଏହି ସିରିଏଲ ହେଉଛି ଅନ୍ୟତମ ଯାହାର ସମୟ ହେଲା ମାତ୍ରେ ଦର୍ଶକ ଟିଭି ସାମ୍ନାରେ ହିଁ ଆସି ବସି ଯାଇଥାନ୍ତି | ଏହି ସିରିଏଲ ରେ ଅନେକ କଳାକାର ଭରି ରହିଛନ୍ତି ଯାହାଙ୍କର ଅଭିନୟ ଯାଦୁ ରେ ସେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି |

ତେବେ ଏହି ସେଲିବ୍ରେଟି ଙ୍କ ଜୀବନ ଶୈଳୀ ସାଧାରଣ ଭାବରେ ଅଲଗା ହୋଇ ଥାଏ ଅର୍ଥାତ ଏମାନେ ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି | ଏହି କଳାକାର ମାନଙ୍କ ମଧ୍ୟରୁ ସମସ୍ତ ଙ୍କର ପ୍ରାୟ କେହି ନା କେହି ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି ଯାହାଙ୍କର କିଛି ଭିଡ଼ିଓ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରି ଥାଆନ୍ତି |

ତେବେ ଆପଣ ତ ବେସ ଭଲ ଭାବରେ ଜାଣି ଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉ ଥିବା ଧାରାବାହିକ ସିନ୍ଦୁର ର ଅଧିକାର, ଯେଉଁ ସିରିଏଲ ବର୍ତ୍ତମାନ ସମୟ ରେ ଖୁବ ଲୋକ ପ୍ରିୟତା ହାସଲ କରିଛି | ଏହି ସିରିଏଲ ଏତେ ସୁନ୍ଦର ହୋଇଛି ଯେ ଏହାକୁ ଦେଖିବା ପାଇଁ ଲୋକେ ପ୍ରତିଦିନ ଚାତକ ଭଳି ଚାହିଁ ରହି ଥାଆନ୍ତି | ତେବେ ସିରିଏଲ ରେ ହିରୋ ଓ ହିରୋଇନ ଭୂମିକା ରେ ଅଭିନୟ କରୁଥିବା ଆରବ ଏବଂ ଇତି ନିଜ ଅଭିନୟ ଯାଦୁରେ ବେସ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି |

ତେବେ ବର୍ତ୍ତମାନ ସମୟରେ ଆରବ ଓ ଇତି ଯାତ୍ରା ର ମଞ୍ଚ ରେ ନଜର ଆସିଛନ୍ତି ଆଉ ଦୁହେଁ ଏହି ଷ୍ଟେଜ ରେ ତାଙ୍କ ପଫମାନ୍ସ ଦ୍ୱାରା କମାଲ କରି ମଧ୍ୟ ଦେଖାଇଛନ୍ତି | ତେବେ ପ୍ରଥମେ ଇତି ଷ୍ଟେଜ ରେ ଏଣ୍ଟ୍ରି ମାରି ଥିଲେ ଆଉ ତାଙ୍କୁ ଦେଖି ଯାତ୍ରା ପେଣ୍ଡାଲ ତଳେ ଥିବା ଦର୍ଶକ ଖୁବ ଉତ୍ସାହିତ ହୋଇ ଯାଇ ଥିଲେ ଆଉ ହୋ ହାଲା କରି ତାଳି ରେ ମାହଲ ଟିକୁ କମ୍ପାଇ ଦେଇ ଥିଲେ |

ତେବେ ଇତି ମଧ୍ୟ କହି ଥିଲେ କି ମୁଁ ଏଠି ଯେତିକି ଭଲ ପାଇବା ପାଇଲି ଆଉ କେଉଁଠି ମଧ୍ୟ ପାଇ ନଥିଲି ଆଉ ଆପଣଙ୍କ ଭଲ ପାଇବା ମତେ ଆଜି ଏଠିକି ଟାଣି ଆଣିଛି | ତେବେ ସେ ଆହୁରି ମଧ୍ୟ କହି ଥିଲେ କି ମୁଁ ସିରିଏଲ ରେ ମୋ ପ୍ରେମ ପାଇଁ ଆଉ ମୋ ସିନ୍ଦୁର ର ଅଧିକାର ପାଇଁ ଲଢେଇ କରୁଛି ଆଉ ଏହା କହି ସେ ସିରିଏଲ ର ଏକ ଡାଇଲଗ ମଞ୍ଚରେ କରି ଦେଖାଇ ଥିଲେ | ପରେ ପରେ ପୁଣି ଏକ ଗୀତରେ ଇତି ଖୁବ ସୁନ୍ଦର ଭାବରେ ନାଚି ଦର୍ଶକ ମାନଙ୍କୁ ଆହୁରି ଉତ୍ସାହିତ କରାଇ ଥିଲେ ଯାହାର ଭିଡ଼ିଓ ଏବେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |