ଯୁବକ ଙ୍କୁ ବାରମ୍ବାର ସାପ କାମୁଡ଼ି ଥିଲା, ଏହା ପରେ ସାମ୍ନା କୁ ଆସିଲା ଏପରି କିଛି ସତ୍ୟତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ……

ଘଟଣା ଟି ଆସିଚି ଆଗ୍ରା ସହର ର ପିନାହାଟ୍ ତେହେଶିଲ୍ ନାମକ ସ୍ଥାନ ରୁ ଯାହା କି ଆଗ୍ରା ସହର ରୁ 70 କିମି ଦୂରରେ ଅବସ୍ଥିତ । ସେଠାରେ ବାସ କରୁଥିବା ଅନୁପ ଦଶମ ଶ୍ରେଣୀ ର ଛାତ୍ର ଅଟନ୍ତି ଯାହା ଙ୍କ ବୟସ ପାଖା ପାଖି 15 ବର୍ଷ ହେବ । ସେପ୍ଟେମ୍ବର ମାସ 2016 ମସିହା ରେ ସାପ ତାଙ୍କୁ ପ୍ରଥମ ଥର ପାଇଁ କାଟି ଥିଲା ।

ଏହା ପରେ ସାପ ର କାଟିବା ସିଲିଶିଲା ଆରମ୍ଭ ହୋଇ ଯାଇ ଥିଲା । ତେବେ ଏହା ପରେ ଗୋଟିଏ ମାସ ରେ ପ୍ରାୟ ତାଙ୍କୁ ସାପ 5 ଥର ଦଂଶନ କରୁ ଥିଲା ।

ଏହି ପ୍ରସଙ୍ଗ ରେ ଅନୁପ ଙ୍କ ବାପା କହି ଥିଲେ ଯେ ସେ ଯେତେବେଳେ ମତେ କ୍ଷେତ ରେ କାମ କରିବା ରେ ସାହାର୍ଯ୍ୟ କରୁ ଥିଲା ସେତେବେଳେ ସାପ ତାକୁ ଦଂଶନ କରି ଥିଲା । ଏହା ପରେ ବାରମ୍ବାର ସାପ ତାଙ୍କୁ କାମୁଡ଼ି ଥିଲା । ଗୋଟିଏ ମାସ ରେ ପ୍ରାୟ 5 ଥର ପାଖା ପାଖି ସାପ ଟି ତାଙ୍କୁ କାମୁଡ଼ି ଥିଲା ।

ଶୋଇବା ସମୟ ରେ, ବସିବା ସମୟ ରେ ଆଦି । ଏହି ଭଳି କଠିନ ପରିସ୍ଥିତି ସୃଷ୍ଟି ହୋଇ ଥିଲା । ତେବେ ଅନୁପ ର ପରିବାର ଲୋକ ତାଙ୍କ ର ଚିକିତ୍ସା ଓ ଦେଖା ସୁନା ବହୁତ୍ ଭଲ ଭାବରେ କରିବା ପାଇଁ ଲାଗିଲେ । ତାଙ୍କ ପରିବାର ଲୋକେ କହିଲେ ସାପ ବୋଧେ କୌଣସି ପୂର୍ବ ଜନ୍ମ ର ପ୍ରତିଶୋଧ ନେବା ପାଇଁ ଏହି ପରି କରୁ ଅଛି । ତେବେ ଗାଁ ଲୋକ ମାନେ ଏହାର କୌଣସି ପତିକ୍ରୀୟ ଖୋଜି ବାହାର କରିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ ।

ସେଥି ପାଇଁ ପରିବାର ଲୋକ ତାଙ୍କୁ ଏକ ବାବା ଙ୍କ ପାଖ କୁ ନେଇ ଯାଇ ଥିଲେ। ଏହା ପରେ ସେହି ବାବା ଜଣଙ୍କ କହିଲେ ଯେ ସାପ ର ଆଉ ଅନୁପ ଙ୍କ ର ପୂର୍ବ ଜନ୍ମ ରୁ ଶତ୍ରୁତା ଥିବା କାରଣ ରୁ ସାପ ଟି ଏମିତି କରୁ ଅଛି । ତେବେ ସେହି ସାପ ଟି ଏହି ଜନ୍ମ ରେ ସାପ ଜନ୍ମ ଓ ଅନୁପ ମଣିଷ ଜନ୍ମ ଗ୍ରହଣ କରି ଅଛି।

ତେଣୁ ବାବା ତାଙ୍କୁ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ମଧ୍ୟ ଉପାୟ କହି ଦେଲେ। ବାବା କହିଲେ ଯେ ଅନୁପ କ୍ଷେତ ରେ କଂସା ବଜାଇ ସାପ କୁ ଭୁଲ୍ ମାଗୁ । ଅନୁପ ଏହି ପରି କରିଲା କଂସା ବଜାଇ ସାପ କୁ ଭୁଲ୍ ମାଗିଲା ଓ ଏହା ପରେ ସାପ ନାମ ରେ କିଛି ଦାନ ଧର୍ମ ମଧ୍ୟ କରିଲା ।

ଏହା ପରେ ଏହି ସାପ ଯୋଗୁ ଥିବା ସମସ୍ୟା ଦୂର ହୋଇ ଥିଲା। ତେବେ ପୂର୍ବ ମାସ ରେ ସାପ ଟି ଦୁଇ ଥର ନଜର ଆସି ସାରିଛି କିନ୍ତୁ କିଛି କରି ନାହିଁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।