ଦେଖନ୍ତୁ ଭିଡିଓ – ଯୁବକ ଯୁବତୀ ଙ୍କ ସହିତ ସ୍କୁଲରେ ଘଟିଥିଲା କିଛି ଏପରି ଘଟଣା ଯାହା ଆଜି ପର୍ଯ୍ୟନ୍ତ ବି ଏକ ରହସ୍ୟ ଅଟେ, ଜାଣନ୍ତୁ ସେହି ସିସିଟିଭି ରେକର୍ଡ଼ ବିଷୟରେ…

ବର୍ତ୍ତମାନ ସମୟରେ ଟେକ୍ନୋଲୋଜି କିମ୍ବା ଆଧୁନିକ ଯୁଗ ଚାଲିଅଛି। ଏହି ଯୁଗରେ ସବୁକ୍ଷେତ୍ରରେ ଧୀରେ ଧୀରେ ପରିବର୍ତ୍ତନ ହଉଅଛି। ଟେକ୍ନୋଲୋଜି ଯୁଗରେ ଲୋକମାନେ ଆଉ ଆଗପରି ମୂର୍ଖ ନାହାନ୍ତି, ଆଉ ମଧ୍ୟ ସମାଜରେ ଅନେକ ଶିକ୍ଷିତ ଲୋକମାନେ ଦେଖାଯାଉଛନ୍ତି। ବର୍ତ୍ତମାନ ପୁରୁଣା ଯୁଗ ହୋଇନାହିଁ ବର୍ତ୍ତମାନ ମଣିଷ ଚନ୍ଦ୍ର,ମଙ୍ଗଳ ଗ୍ରହରେ ପାଦ ଥାପିଲେଣି। ଏବେ ଵିଜ୍ଞାନ ବହୁତ ଅଗ୍ରଗତି ହେଲାଣି ଯାହା ଦ୍ୱାରା ଶୁକ୍ର,ମଙ୍ଗଳ ଗ୍ରହରେ ଜୀବନଯାପନ ସମ୍ଭବ ହୋଇପାରିଛି।

ଆଉ କିଛି ଏମିତି କଥା ଅଛି ଯାହାକୁ ଆମେ ମଧ୍ୟ ସହଜରେ ବିଶ୍ୱାସ କରି ନଥାଉ କିନ୍ତୁ ଏହାକୁ ଆଗରୁ ବହୁତ ବିଶ୍ୱାସ କରୁଥିଲେ। ଦୁନିଆରେ ଭୁତ ବୋଲି କିଛି ଅଛି ଯାହା ସମସ୍ତେ ଗ୍ରହଣ କରନ୍ତି ନାହିଁ। ଏହି ଘଟଣାକୁ ଯଦି ନିଜେ ଆଖିରେ ଦେଖିବେ ତେବେ ବିଶ୍ୱାସ କରିଥାଉ।ଆଉ ଏମିତି କିଛି ଘଟଣା ଅଛି ଯାହା ଲୋକମାନେ ଜାଣିପାରନ୍ତି ନାହିଁ କିନ୍ତୁ ସିସିଟିଭିରେ ସବୁ ରେକର୍ଡ ହୋଇଯାଇଥାଏ। ତେବେ ଆପଣଙ୍କୁ ଆଜି ସେହିଭଳି ଘଟଣା ସମ୍ପର୍କରେ କହିବୁ।

ଘଟଣା ୧:
ଏଠାରେ ଦେଖିବାକୁ ମିଳୁଛି ଯେ ଜଣେ ମହିଳା ସପିଙ୍ଗ ମହଲ ଭିତରେ ବିନା କାରଣରେ ଚିତ୍କାର କରିବାକୁ ଲାଗିଲେ। ଏହି ଘଟଣାଟି କଲିକତାର ମଲ ରେ ଯାହା ସବୁ କ୍ୟାମେରାରେ କଏଦୀ ହୋଇଯାଇଛି। ରାତିରେ ମହିଳାଙ୍କର ଏହିଭଳି ଚିତ୍କାର ଶୁଣି ଲୋକମାନେ ଡରି ଯାଇଥିଲେ। ଆଉ ମଧ୍ୟ ମହିଳା ଚିତ୍କାର ସହ ନିଜର ମୁଣ୍ଡକୁ ଜୋରରେ ବାଡେଇ ରକ୍ତ ବାହାରିବାକୁ ଲାଗିଲା। ପାଖରେ ଥିବା ଲୋକମାନେ ଏହାକୁ ଅଟକାଇ ପରିଲେନାହିଁ ଏବଂ ଏହା ମଧ୍ୟ ଆଜିଯାଏ ଏହାର କାରଣ ଜଣାନାହିଁ।

ଘଟଣା ୨:
ଏମିତି ଆଉ ଏକ ଘଟଣା ଯାହା ମାଲେସିୟାରେ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ଯୁବକ ତାର ଗାର୍ଲଫ୍ରେଣ୍ଡ ସହ ମଜା କରିବାପାଇଁ ଟ୍ରାଇଟେଣ୍ଡ ଏକାଡେମୀ ଯାଇଥିଲେ। ପରେ ସେମାନେ କଥା ହଉ ହଉ ଝଗଡା ଲାଗିଗଲା। ସେହି ଯୁବକଟି ଅନ୍ୟ ରୁମକୁ ଚାଲିଗଲେ। ପରେ ସେହି ପୁଅ ସହ ଯାହା ଘଟିଲା ପୁଅଟି ଚିତ୍କାର କରି ବାହାରକୁ ଆସିଲା କିନ୍ତୁ ସେ ବାହାWରେ ନଥିଲା।ତେବେ ସେହି ଦିନଠାରୁ ଯୁବକଟି କୁଆଡେ ପଳେଇଥିଲେ ,ତାଙ୍କର ଦେଖା ନଥିଲା। ଆଉ ଝିଅ ସହ ଯାହା ଘଟିଲା ଯାହଦ୍ୱାରା ସେ ଚେତା ହରେଇଦେଇଥିଲେ।

ଘଟଣା 3:
ଏହି ଘଟଣାଟି କ୍ୟାମେରାରେ ମଧ୍ୟ ସବୁ କଏଦୀ ହୋଇଥିଲା। ରେକର୍ଡ ହୋଇଥିଲା କି ଯେ ଜଣେ ଯୁବକ ରାସ୍ତାରେ ସ୍କୁଟି ନେଇକି ଯାଉଥିଲେ ଏବଂ ବାଟରେ ନିଜର ଛାଇ ଦେଖିକି ଡରିଗଲେ। ସେଠି ଦେଖିଲେ ଛାଇ ତାଙ୍କ ଆଡକୁ ଆକ୍ରମଣ କରିବାକୁ ଆସୁଥିଲା। ତେବେ ଏହାକୁ ଦେଖିଲା ପରେ ଯୁବକ ଜଣଙ୍କ ଗାଡି ଛାଡିକି ପଳେଇଥିଲେ।