ଯୁବକ ଓ ଛୋଟ ଝିଅର ଷ୍ଟେଜ୍ ଉପରେ ଜବରଦସ୍ତ ଡ୍ୟାନ୍ସ। ଏମିତି hot ଡ୍ୟାନ୍ସ କଲେ … ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଏବେ ଏବେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଯିଏ ଦେଖୁଛି ଓ ଶୁଣୁଛି ସେଇ ଭିଡ଼ିଓ ଟି ର ପ୍ରଶଂସା କରୁଛି । ହଁ ଆଜ୍ଞା ଏମିତି ଏକ ଭିଡ଼ିଓ ଯେଉଁ ଭିଡ଼ିଓ ରେ ସୁନ୍ଦର ଡ୍ୟାନ୍ସ ର ଦୁଶ୍ୟ ଦେଖିବାକୁ ମିଳିଥିବା କୁହାଯାଇଛି । ତେବେ ଏହି ଡ୍ୟାନ୍ସ ମଞ୍ଚରେ ଦେଖାଯାଇଥିବା ଦୃଶ୍ୟ ଭିଡ଼ିଓ କୁ ଲୋକମାନେ ବହୁତ ମାତ୍ରା ରେ ପ୍ରଶଂସା କରିବା ସହିତ ଏହି ଗୀତ କୁ ମଧ୍ୟ ଉପଭୋଗ କରିଥିବା କୁହାଯାଇଛି,

ତେବେ ଏହି ଗୀତ ର ତାଳେ ତାଳେ ନିଜକୁ ହଜାଇ ଦେଇଛନ୍ତି ଯୁବକ ଓ ଆଉ ଜଣେ ଛୋଟ ଝିଅ। ଆଉ ସେମାନଙ୍କର ଡ୍ୟାନ୍ସ ର ଝଲକ ସମସ୍ତଙ୍କୁ କରିଥିଲା ଦିୱାନା ।ତାହାଲେ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଏକ ଡ୍ୟାନ୍ସ ପ୍ରୋଗ୍ରାମ ରେ ଏକ ସୁନ୍ଦର ଡ୍ୟାନ୍ସ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସବୁଥିରେ ଏହି ଦୁଇ ଯୁଗଳ ବନ୍ଦୀ ଯୋଡି ଙ୍କୁ ପ୍ରଶଂସା ଶୁଣିବାକୁ ମିଳିଛି ।

ତେବେ ଏହି ଭିଡ଼ିଓ କେଉଁ ସ୍ଥାନର ଜଣା ନଥିବା ବେଳେ ଏହାକୁ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ମୋବଇଲ ରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବୋଲି ଜଣା ପଡିଛି । ତେବେ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହା ଖୁବ କମ ସମୟ ମଧ୍ୟରେ ଲୋକଙ୍କ ଠୁ ବେଶ ଭଲ ପାଇବା ଓ ପ୍ରଶଂସା ପାଇଥିବା ଜଣା ପଡିଛି ।

ଆମେ ଦେଖିବାକୁ ପାଉଥିଲୁ କି ଆଜି କାଲି ଦୁନିଆ ରେ ସୋସିଆଲ ମିଡ଼ିଆ ଏକ ଏପରି ସ୍ଥାନ ଅଧିକାର କରିଛି ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ।ବର୍ତ୍ତମାନ ଓଡିଶା ର କୋଣ ଅନୁକୋଣ ରେ ବେଶ ପ୍ରଶଂସା ସାଉଁଟି ଥିବା ସେହି ହିନ୍ଦୀ ଗୀତ ।

ଯାହା ସମସ୍ତ ଙ୍କ ବେଶୀ ପ୍ରିୟ ହେଇସାରିଛି ସେହି ଗୀତ ଟି ହେଉଛି,“ ବିନ୍ ସାଜନ କେ ଜୀବନ ଅଛ୍ଛା ନେହିଁ ଲଗତା ” ଏହି ସୁନ୍ଦର ହିନ୍ଦୀ ଗୀତ କୁ ଯୁବକ ଓ ଆଉ ଜଣେ ଛୋଟ ଝିଅଟି ଜଣଙ୍କ ତାଙ୍କ ଅନ୍ଦାଜ ରେ ଡ୍ୟାନ୍ସ କରି ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଙ୍କ ମନ କୁ ଜିତି ଥିଲେ । ଆଉ ଯାହାକୁ ଉପସ୍ଥିତ ଥିବା ଦର୍ଶକ ମାନେ ମଧ୍ୟ ଦେଖି ଉପଭୋଗ କରିଛନ୍ତି ।

ତେବେ ଯୁବକ ଆଉ ସେହି ଛୋକ ଝିଅ ଟିର ଡ୍ୟାନ୍ସ ର କମାଲ ବର୍ତ୍ତମାନ ସମସ୍ତଙ୍କୁ ପସନ୍ଦ ଆସିଛି, ଆଉ ଯାହାକୁ ବହୁତ ପ୍ରସଂଶା ସହିତ ଭଲ ପାଇବା ମଧ୍ୟ ଦେଇଛନ୍ତି ଦର୍ଶକ ମାନେ ।ଏହା ଥିଲା ସେହି ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହେବା ପରେ ଲୋକ ମାନେ ଏହାକୁ ଦେଖି ତାଙ୍କର ମତ ମଧ୍ୟ ରଖିଛନ୍ତି ଓ ଏହି ଡ୍ୟାନ୍ସ ଦେଖି ବେଶ ଖୁସି ହେଇଛନ୍ତି ବୋଲି କୁହାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।