ମାତ୍ର ୬ ଖଣ୍ଡ ଇଟାରେ ( Eita ) ରେ ଯୁବତୀ ବନିଲେ ଚୁଲା ” chulha ” ତା’ ପରେ ହଠାତ୍ ଯାହା ହେଲା…
ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ଦ୍ୱାରା ଆମେ ଅନେକ କିଛି ଅବଗତ ହୋଇ ଏବଂ ଅନେକ ଶିକ୍ଷା ଗ୍ରହଣ କରି ନୂଆ ନୂଆ କିଛି ଶିଖିବାକୁ ପାଇ ଥାଉ | ଏହି ସୋସିଆଲ ମିଡ଼ିଆ ରେ ଅନେକ କିଛି ଦୃଶ୍ୟ ଭାଇରାଲ ହୋଇ ଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଦୃଶ୍ୟ ସାମ୍ନା କୁ ଆସେ ଯାହା ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ଆମ ସମାଜ ରେ କିଛି ଏମିତି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ତାଙ୍କ କାର୍ଯ୍ୟ ଦ୍ୱାରା ହିଁ ଖୁବ ପ୍ରଶଂସା ହାସଲ କରି ଥାଆନ୍ତି |
ସେମାନେ କିଛି ଏଭଳି ଟେକନୋଲୋଜି କାମ କରି ଥାଆନ୍ତି ଯାହାକି ବେସ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ସେଭଳି ଭାବରେ ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହା ଜଣେ ମହିଳା ପ୍ରସ୍ତୁତ କରି ଦେଖାଇଛନ୍ତି | ଆଜି ଆମେ ଜାଣିବା କି ଏକ ଚୁଲି କିପରି ପ୍ରସ୍ତୁତ କରାଯିବ |
ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଗ କାଳରେ ସମସ୍ତେ ପ୍ରାୟ ଚୁଲି ହିଁ ବ୍ୟବହାର କରୁ ଥିଲେ କିନ୍ତୁ ଆଜିକାଲି ର ଯୁଗରେ ଆଉ କେହି ଚୁଲି ବ୍ୟବହାର କରୁ ନାହାଁନ୍ତି ସମସ୍ତେ ସିଲିଣ୍ଡର ଗ୍ୟାସ ବ୍ୟବହାର କରୁଛନ୍ତି |
କିନ୍ତୁ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଏହି ଟେକନୋଲୋଜି ଯୁଗରେ ମଧ୍ୟ ଚୁଲା ବ୍ୟବହାର କରୁଛନ୍ତି, ଆଉ ଯେତେ ବେଳେ ଆପଣ ଙ୍କର ହଠାତ ଗ୍ୟାସ ସରି ଯାଉଛି ସେତେ ବେଳେ ଏହି ଚୁଲା ହିଁ ଖୁବ ସାହାଯ୍ୟ କରିଥାଏ | ତେବେ ଆସନ୍ତୁ ମହିଳା ଜଣଙ୍କ ଚୁଲା କିପରି ପ୍ରସ୍ତୁତ କରିଛନ୍ତି ସେହି ସମ୍ପର୍କ ରେ ଆଲୋଚନା କରିବା |
ଏଥିରେ କେବଳ କାଠୀ ଇଟା ଏବଂ ମାଟି କାଦୁଅ ବ୍ଯବହାର କରା ଯାଇଛ, ପ୍ରଥମେ ସେ କେତୋଟି ଇଟା ନେଇଛନ୍ତି ଆଉ ସେଥିରେ ଭଲ ଭାବରେ କାଦୁଅ କୁ ଲିପି ଦେଇଛନ୍ତି ଏହାପରେ ଷ୍ଟିଲ ଓ କାଠି ପକାଇ ସେହି ଚୁଲି ର ବାଟ ପ୍ରସ୍ତୁତ କରିଛନ୍ତି | ଆଉ ଚୁଲି ରେ ପାତ୍ର ବସାଇବା ପାଇଁ ଗ୍ୟାସ ର ଚୁଲା କୁ ସେଥିରେ ୟୁଜ କରିଛନ୍ତି |
ଯାହା ଦ୍ୱାରା ତାଙ୍କର ଚୁଲା ଟି ଅତି ସୁନ୍ଦର ଭାବରେ ପ୍ରସ୍ତୁତ ହୋଇ ଯାଇଛି, ତେବେ ଆପଣ ଏଭଳି ଭାବରେ ଚୁଲା ପ୍ରସ୍ତୁତ କରି ରାନ୍ଧି ପାରିବେ | ଆଉ ଗ୍ୟାସ ଠାରୁ ଚୁଲା ରେ ହିଁ ରୋଷେଇ ସବୁଠାରୁ ସ୍ୱାଦିଷ୍ଟ ହୋଇ ଥାଏ ଯାହାକି ଆପଣ ମାନେ ନିଜେ ହିଁ ଅନୁଭବ ନିହାତି ଭାବରେ କରି ଥିବେ | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଯିଏ ବି ଦେଖିଛି ସେ ଏଭଳି ଚୁଲା କୁ ଖୁବ ପସନ୍ଦ କରିଛି |