ଯୁବତୀ ଙ୍କ ଭିଡିଓ ହେଲା Social Media ରେ ଭାଇରାଲ ମହିଳା କଲେ ଏମିତି ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ବର୍ତ୍ତମାନ ଆମେ ଟେକ୍ନୋଲୋଜି ତଥା ସୋସିଆଲ ମିଡ଼ିଆ ସହ ବେଶ ଜଡିତ ଅଟୁ। ଏବଂ ବର୍ତ୍ତମାନ ର ଦୁନିଆଁ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ତେବେ ଏହି ମିଡ଼ିଆ ସାହାଯ୍ୟ ରେ ଆମେ ସମସ୍ତ ଖବର ବିଷୟରେ ଜାଣିପାରୁ।

ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆପଣ ଏହିପରି ଅନେକ ଭିଡ଼ିଓ ଦେଖିଥାଉ କିଛି ରେ ଆମେ ଜ୍ଞାନ ଆହରଣ କରିଥାଉ ତ ଆଉ କେତେକ ରେ ମଜା ମସ୍ତି। ମାତ୍ର କେବେ କେବେ ସୋସିଆଲ ମିଡ଼ିଆ ରେ ଏହିପରି କିଛି ଭିଡିଓ ଆମ ଆଗକୁ ଆସିଯାଇ ଥାଏ ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉ।

 

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ଟି ବିଷୟ ରେ ଭାଇରାଲ ହେବା ରେ ଲାଗିଛି ଯାହା ବିଷୟ ରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ଟାଇମପାସ କରିବା ପାଇଁ ଓ ଅର୍ଥ ଉପାର୍ଜନ ଓ ପପୁଲର ହେବା ପାଇଁ ସୋସିଆଲ ମେଡିଆ ଠାରୁ ଭଲ ପ୍ଲାଟଫର୍ମ କିଛିନାହିଁ ।

ତେବେ ଆପଣ ବହୁତ ପ୍ରକାରର ମଜାଦାର ଫନି ଭିଡ଼ିଓ ତ ଦେଖୁଥିବେ କିନ୍ତୁ ଆଜି ଆମେ ଏମିତି ଗୋଟାଏ ଭିଡ଼ିଓ ବିଷୟରେ କହିବୁ ଯାହା ଆପଣ ହୁଏତ ଆଗରୁ କେବେ ଦେଖି ନଥିବେ ।ତେବେ ଭିଡ଼ିଓରେ ଜଣେ ମହିଳା କିଛି ଏମିତି କରୁଛନ୍ତି ନିଜ ସ୍ବାମୀଙ୍କ ସହ ଯାହା ଆପଣ କଳ୍ପନା କରିପାରିବେ ନାହିଁ ।

ତେବେ ଆପଣ ଏହି ଭିଡ଼ିଓରେ ଦେଖିପାରିବେ ଜଣେ ମହିଳାଙ୍କୁ, ତେବେ ସେହି ମହିଳାଙ୍କୁ ତାଙ୍କ ସ୍ବାମୀ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ।କିନ୍ତୁ ମହିଳା ଜଣଙ୍କ ସେହି ପ୍ରଶ୍ନର ଏମିତି କିଛି ଉତ୍ତର ଦେଉଛନ୍ତି କି ଆପଣ ନ ହସି ରହିବେ ନାହିଁ ।

ତେବେ ସ୍ୱାମୀ ସ୍ତ୍ରୀ ଙ୍କୁ ପଚାରିଛନ୍ତି କି ,କେଉଁ ଜିନିଷ ବ୍ୟବହାର କରିବା ପୂର୍ବରୁ ଭାଙ୍ଗିବାକୁ ପଡ଼ିଥାଏ, ଆଉ ଉତ୍ତରରେ ସ୍ତ୍ରୀ କହିଛନ୍ତି କି କଦଳୀ ।ତେବେ ଏହାକୁ ସ୍ୱାମୀ ଭୁଲ ଉତ୍ତର ବୋଲି ଜଣାଇଛନ୍ତି ସ୍ତ୍ରୀଙ୍କୁ ଓ ପରେ ଖୁବ ଜୋରରେ ହସିବାକୁ ଲାଗିଛନ୍ତି ।କିନ୍ତୁ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଜାଣି ହେଉନାହିଁ କି ପ୍ରଶ୍ନଟିର ଉତ୍ତର କଣ,ଯଦି ଆପଣ ମାନେ କେହି ବି ଏହାର ଉତ୍ତର ଜାଣିଛନ୍ତି ତାହେଲେ ଜଣାଇପାରିବେ ।

ତେବେ ଏପରି ଏକ ଭିଡ଼ିଓ କରି ସ୍ବାମୀ ସ୍ତ୍ରୀ ଏବେ ଖୁବ ପପୁଲର ହେବାରେ ଲାଗିଛନ୍ତି ।ତାଛଡା ତାଙ୍କ ଭିଡ଼ିଓଟିର ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ବି ଦେଇଛନ୍ତି ଯାହା ଭିତରେ କିଛି ଏମିତି କମେଣ୍ଟ ରହିଛି ଯାହା ଖୁବ ଖରାପ ବି ଅଟେ ।ତେବେ ଏମିତି ସଟ ଭାଇରଲ ଭିଡ଼ିଓ ବହୁତ ସମୟରେ ଦେଖିଅବକୁ ମିଳିଥାଏ କିନ୍ତୁ କିଛି କିଛି ଅଲଗା ଓ ମଜାଦାର ଭିଡ଼ିଓ ହିଁ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାଏ ।ଯାହାକୁ ଦେଖି ଲୋକମାନେ ମଜା ନେଇ ପାରନ୍ତି ଓ ଖୁସି ବି ହେଇଥାନ୍ତି ।