ଯୁବକ ଦେଲେ କଡା ମନ୍ତବ୍ୟ ! ସ୍ୱୟଂ ବ୍ରହ୍ମା ଆସିଲେ ବି ଏ ନାରୀଙ୍କୁ ପାରିବେନି ,3-4ଟା ପିଲା ହେଲେ ବି ଏମାନଙ୍କୁ ପର ପୁରୁଷ ଭଲ ଲାଗୁଚି… ଦେଖନ୍ତୁ video

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର ।ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ତାହା ହେଉଛି ଆଜି କାଲି ର ମହିଳା ମାନଙ୍କର ଗୁଣ , ତାହା ସହିତ ଶାରୀରିକ ସମ୍ପର୍କ କେଉଁ ଭଳି ଭାବରେ ମହିଳା ମାନେ ଆଜି କାଲି ସ୍ୱାମୀ ଥାଉ ଥାଉ ଅନ୍ୟ ସହିତ ରଖୁଛନ୍ତି ସେ ବିଷୟରେ କହିଛନ୍ତି ।ତାହେଲେ ଆଜି ଆମେ ଭାଇରାଲ ହେଉଥିବା ଆଜି କାଲିର ମହିଳା ମାନଙ୍କର ସ୍ଵଭାବ କୁ ନେଇକି କୁହାଯାଇଥିବା କଥା ବିଷୟରେ ଜାଣିବା ।
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଆଜି କାଲି ଅବିବାହିତ ମାନଙ୍କ ଅପେକ୍ଷା ବିବାହିତ ମହିଳା ମାନଙ୍କର ପ୍ରେମ ସମ୍ପର୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି ।ଆଉ ଯେଉଁ ମାନଙ୍କୁ ବେଶ୍ୟା ବୋଲି କୁହାଯାଇଥାଏ ।

କାରଣ ଏମାନେ ଆଗ ପଛ କୁ ନଜର କରନ୍ତି ନାହି ବିବାହ କରିଥିବେ ଜଣଙ୍କୁ ଆଉ ସମ୍ପର୍କ ରଖୁଥିବେ ସମସ୍ତଙ୍କ ସହିତ ।ଆଉ ଯାହାକୁ ନେଇକି କୁହାଯାଇଛି କି ଆଜି କାଲି ମହିଳା ମାନେ ନିଜର ସ୍ୱାମୀ ଙ୍କ ପାଖରୁ ଅଲଗା ହୋଇ ଅନ୍ୟ କୁ ବିବାହ କରିବାର 3 ଟି କାରଣ ରହିଛି ।

ଗୋଟିଏ ହେଉଛି ଯଦି ଖାଇବା ଆଉ ପିନ୍ଧିବା ଠିକ ଭାବରେ ପାଉଥିବ, ତାହା ପରେ ଶାରୀରିକ ସୁଖ ମିଳୁ ନ ଥିଲେ, ଶେଷ କଥା ହେଉଛି ଜଣେ ଜଣେ ମହିଳା ଙ୍କର ପ୍ରକୃତି ସେମିତି ହୋଇଥାଏ ଅନ୍ୟ ସହିତ ସମ୍ପର୍କ ରଖିବା ।ତେବେ ଏଠାରେ କୁହାଯାଉଛି କି ଯଦି ଶାରୀରିକ ସୁଖ ମିଳିନି ତାହେଲେ 7ବର୍ଷ ରେ 3 ଟି ଛୁଆଁ କେମିତି ଆସିଲା ।

ଆଉ ତାହା ପରେ ବିବାହିତା ମହିଳା ମାନେ ସ୍ୱାମୀ ଥାଉ ଥାଉ ଦେଖିଥାନ୍ତି କି ଆଉ କେ ଟୋକା ଅଛି ତାଙ୍କର ଆଖ ପାଖରେ, ଯାହାକୁ ଟଙ୍କା ଆଉ ସମ୍ପତ୍ତି ପାଇଁକି ପଟେଇଥାନ୍ତି ।

ଆଉ ପରେ ରାସ୍ତା ରେ କଣ୍ଟା ସାଜିଥିବା ସ୍ୱାମୀ ଙ୍କୁ ଜୀବନରୁ ହଟାଇବା ପାଇଁ ମଧ୍ୟ ଚେଷ୍ଟା କରୁଥାନ୍ତି ବୋଲି କୁହାଯାଉଛି ।ଏହା ଛଡା ଅବିବାହିତ ପୁରୁଷ ଙ୍କୁ ବିବାହ କରିବା ଫଳରେ ସେମାନେ ସେମାନଙ୍କର ସୁଖ ପରେ ମହିଳା ଙ୍କୁ ତୋଡ଼ି ଦେଇଥାନ୍ତି ଅସତୀ ବୋଲି କହିକି । ଆଉ ଯାହା ଫଳରେ ଶେଷରେ ମହିଳା ଜଣଙ୍କ ଆତ୍ମହତ୍ୟା ଭଳି କିଛି ପଦକ୍ଷେପ ନେଇଥାନ୍ତି ବୋଲି କୁହାଯାଉଛି ।

ସେଥିପାଇଁ କୁହାଯାଉଛି କି ଏହି ଭଳି କାମ ନ କରି ନିଜର ସ୍ୱାମୀ ସହିତ ରହି ସୁଖରେ ଆଉ ଦୁଃଖରେ ସାଙ୍ଗ ହୋଇ ରହିବା ପାଇଁ ।ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।