ଆଶ୍ଟର୍ଯ୍ୟ ଲାଗିଲେ ବି ସତ ! ଯୁବକ ଙ୍କ ମଳାଶୟରୁ ବାହାରିଲା ସୋସ୍ ବୋତଲ୍ , ଏହା କେମିତି ସମ୍ଭବ ହୋଇପାରିଲା ପୁରା ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ….ଖବରଟି ନିଶ୍ଚିତ ପଢନ୍ତୁ..

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଭାବିବେ କି ଏପରି କିପରି ହେଲା । ଆପଣ ମାନେ ତ କି ଆଜିର ଯୁଗରେ ବିଜ୍ଞାନ କେତେ ବାଟ ଅଗ୍ରସର ହେଲାଣି , ଆଜିର ସମୟରେ ଯଦି କେତେବେଳେ କୌଣସି ବ୍ୟକ୍ତିର ସମସ୍ୟା ହେଉଛି ତାହା ରେଗକୁ ନେଇ କରି ହେଉ ବା ଅନ୍ୟ କୌଣସି କଥାକୁ ନେଇ କରି ସେଥିରେ ବିଜ୍ଞାନର ବ୍ୟବହାର ପାଇଁ ସେହି ସମସ୍ୟାରୁ ବ୍ୟକ୍ତି ବହୁତ ଶୀଘ୍ର ମୁକ୍ତି ପାଉଥଛି ।

ବିଶେଷ କରି କହିବାକୁ ଗଲେ ରୋଗ ଯେତ୍ରରେ ଏ ନେଇ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । କାରଣ ଆଗ କାଳରେ ଲୋକମାନେ ଯେଉଁ ରୋଗରୁ କଷ୍ଟ ପାଉଥିବେ ଏବଂ ଅନେକ ସମୟରେ ମୃତ୍ୟୁ ବରଣ କରୁଥିଲେ ମାତ୍ର ଏବେକା ସମୟରେ କରୌଣସି ରୋଗ ହେଲେ ତାହାର ପ୍ରତିକାର ଡାକ୍ତର ମାନେ କରିପାରୁଛନ୍ତି ।ଆଜିର ସମୟରେ କୌଣସି ପ୍ରକାର କିଛି ରୋଗ ହେଲେ ଆମେ ତାହାକୁ ବହୁତ ଶୀଘ୍ର ଜାଣିପାରୁ ଏବଂ ତାହାର ନିରାକରଣ ମଧ୍ୟ କରିପାରୁ । କାରଣ ଏବେକା ସମୟରେ ବିଭିନ୍ନ ପ୍ରକାର ଅସ୍ତ୍ରୋପ୍ରଚାର କରି ରୋଗରୁ ମୁକ୍ତି ମିଳିପାରୁଛି । କାରଣ ଏବେ ସେହିପରି ଏକ ଘଟମା ଆମ ମାନଙ୍କ ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ତାହା ବାଲେଶ୍ୱର ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଦେଖିବାକୁ ମିଳିଛି , ଯେଉଁଥିରେ ଜଣେ ବ୍ୟକ୍ତିର ଅପରେସନ କରିବା ପରେ ଏମିତି ଏକ ଜିନିଷ ବାହାରିଛି ଯାହା ଡାକ୍ତର ମାନଙ୍କର ଚିନ୍ତାର କାରଣ ପାଲଟିଛି କାରଣ ଏହି ଜିନିଷଟି ସେ ବ୍ୟକ୍ତିର ଭିତରକୁ ଗଲା କିପରି । କାରଣ ସେହି ଅସ୍ତ୍ରପ୍ରଚାର କରିବା ପରେ ଜଣେ ବ୍ୟକ୍ତିଙ୍କର ମଳାଶୟରୁ ଗୋଟିଏ ସସ ବୋତଲ ବାହାରିଚି । ତେବେ ଏହା ଶୁଣି ଆପଣ ମାନେ ଆସ୍ଚର୍ଯ୍ୟ ହୋଇଯାଉଥିବେ ମାତ୍ର ଘଟଣାଟି ସତ୍ୟ ଅଟେ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖଲିନା ଗ୍ରାମର 30 ବର୍ଷର ଯୁବକ ଶାନ୍ତନୁ ପାଠକଙ୍କର କଥା , ଯେଉଁଠାରେ ସେ ରବିବାର ଦିନ ନିଜର ମଳାଯୟରେ ବହୁତ ଯନ୍ତ୍ରଣଆ ଅନୁଭବ କରିଥିଲେ ପରେ ଯେତେବେଳେ ତାଙ୍କର ଯନ୍ତ୍ରଣା ବଢିବାରେ ଲାଗିଥିଲା ତେବେ ସେ ସୋମବାର ଦିନ ବାଲେଶ୍ୱର ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହା ପରେ ତାଙ୍କର ଅକ୍ଲରେ କରାଯାଇ ପରେ ଅପରେସନ କରାଯାଇଥିଲା ଏବଂ ଅପରେସନ କରିବା ପରେ ତାଙ୍କର ମଳାଶୟରୁ ଏକ ସସ ବୋତଲ ବାହାରିଥିଲା ।

ତେବେ ଏ ନେଇ ଶାନ୍ତନୁ କହିଥିଲେ କି ସେ ଗୋଟିଏ ସସ ବୋତଲ ଉପରେ ବସି ପଜିଥିଲେ ଯେଉଁଥିପାଇଁ ଏପରି ହୋଇଛି ମାତ୍ର ଡାକ୍ତର ମାନେ ତାଙ୍କର ସେହି କତାରୁ ମାନିବା ପାଇଁ ରାଜି ନୁଁହନ୍ତି ବରଂ ଏହା ପଛରେ ଅନ୍ୟ କିଛି କାରଣ ଥିବା କହିଛନ୍ତି । ଅପରେସନ ପରେ ଏବେ ସେ ବିପଦମୁକ୍ତ ଥିବା କଥା ଡାକ୍ତର କହିଛନ୍ତି ।