ଛିଃ…ଛିଃ..ପୁଣି ଲଜ୍ୟା ! REELS ନିଶା ଏମିତି ଘାରିଛି ଯେ !! | ଚତୁର୍ଥୀ ରୋମାଣ୍ଟିକ ଭିଡିଓ ବି ଛାଡ଼ିଲେ ଦମ୍ପତି..ଦେଖନ୍ତୁ VIDEO
ତେବେ ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ |
ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
କିନ୍ତୁ ଲୋକ ମାନେ ସୋସିଆଲ ମିଡ଼ିଆ ସହିତ ଏତେ ମାତ୍ରା ରେ ଜଡ଼ିତ ହୋଇ ଗଲେଣି ଯେ ବେଳେ ବେଳେ ଅନେକ ଅଶ୍ଳୀଳ ଭିଡ଼ିଓ ମଧ୍ୟ ଉପଲୋଡ କରି ଦେଉଛନ୍ତି, ଲାଇକ ପାଇବା ଆଶା ରେ ନିଜର ମାନବିକତା ଓ ନୈତିକତା କୁ ମଧ୍ୟ ଭୁଲି ଯାଉଛନ୍ତି |
ତେବେ ବର୍ତ୍ତମାନ ସମୟରେ ସେଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକି ଦମ୍ପତି ନିଜ ଚଉଠି ରାତିର ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇଛନ୍ତି | ରିଲ୍ସ ଭିଡ଼ିଓ ଏମିତି ଘାରିଛି କି ଚତୁର୍ଥୀ ଭିଡ଼ିଓ କୁ ମଧ୍ୟ ଦମ୍ପତି ଲୋକ ଲୋଚନ ସାମ୍ନା କୁ ନେଇ ଆସିଛନ୍ତି |
ଆପଣ ତ ଜାଣି ଥିବେ ରିଲ୍ସ କରିବା କିପରି ଆଜିକାଲି ର ଯୁବ ପିଢ଼ି ଙ୍କ ମୁଣ୍ଡରେ ଭୂତ ପରି ଘାରିଲାଣି | ଏମିତି କି ସ୍ଥାନ କାଳ ମଧ୍ୟ ସେମାନେ କିଛି ମାନୁ ନାହାଁନ୍ତି ଯେଉଁଠି ଦେଖିବେ କେବଳ ସେମାନେ ରିଲ୍ସ କରିବାରେ ବ୍ୟସ୍ତ |
କିଛି ଲାଇକ ଓ କିଛି ଫଲର୍ସ ର ନିଶା ଏମିତି ଘାରିଛି କି ଲୋକେ ନିଜ ଚତୁର୍ଥୀ ଭିଡ଼ିଓ କୁ ମଧ୍ୟ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଉଛନ୍ତି | ଏମିତି ଏକ ଭିଡ଼ିଓ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ରେ ଲୋକ ମାନେ ଏହାକୁ ନେଇ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି | ତେବେ ଏହି ରିଲ୍ସ ଭିଡ଼ିଓ ଟି ଜାନୁଆରୀ 25 ତାରିଖ ରେ ସେୟାର କରା ଯାଇଥିଲା ଆଉ ଯାହାକି ଏବେ ଖୁବ ଭାଇରାଲ ହେଉଛି |
ଭିଡ଼ିଓ ରେ ଦମ୍ପତି ପରସ୍ପର କୁ ଚୁମ୍ବନ ଦେଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି, ଆଉ ଭିଡ଼ିଓ ରେ ଲେଖା ଯାଇଛି କି ଆମେ କିଭଳି ଭାବେ ଆମ ବିବାହ ର ରାତିକୁ ବିତାଇଲୁ | ଭିଡ଼ିଓ ଆରମ୍ଭ ରେ ଉଭୟ ସେଲ୍ଫି ନେଇଛନ୍ତି ଆଉ ସ୍ୱାମୀ ତାଙ୍କ ପତ୍ନୀ କୁ ଚୁମ୍ବନ ଦେଉ ଥିବାର ଦେଖିବାକୁ ମିଳିଛି |
ଏହାପରେ ଯୁବକ ଜଣଙ୍କ ନିଜ ପତ୍ନୀ ଙ୍କର ଅଳଙ୍କାର ଖୋଳିବା ସହିତ ପତ୍ନୀ ଙ୍କର ବ୍ଲାଉଜ ଖୋଲିବାର ମଧ୍ୟ ଦେଖିବା ପାଇଁ ମିଳିଛି | ତେବେ ଏଭଳି ଏକ ବ୍ୟକ୍ତିଗତ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ସେୟାର କରିବା ପରେ ସୋସିଆଲ ମିଡ଼ିଆ ରେ ୟୁଜର୍ସ ମାନେ ଉକ୍ତ ଦମ୍ପତି ଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।