ଦେଖନ୍ତୁ Shocking ଭିଡ଼ିଓ- ଯୌତୁକ ନିର୍ଯ୍ୟାତନା ପାଇଁ ଆତ୍ମହତ୍ୟା କଲେ ଝାଡଖଣ୍ଡର ଝିଅ ! ଏନେଇ କଣ କହୁଛନ୍ତି ମହିଳା ଜଣକ ଶୁଣନ୍ତୁ ତାଙ୍କ ମୁହଁରୁ …

ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ତେବେ ଆଜିର ଏହି ସମାଜରେ ଯୌତୁକ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ଯୌତୁକ ନିର୍ଯ୍ୟାତନା ବିରୁଦ୍ଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ସାଧାରଣ ଲୋକେ ଏବେ ମାନିବାକୁ ନାରାଜ।
ଆଉ ଯାହା ଫଳରେ ନାରୀ ମାନେ ଯୌତୁକ ନିର୍ଯ୍ୟାତନା ର ଶିକାର ହୋଇ ଆତ୍ମହତ୍ୟା କରୁଛନ୍ତି ତ ଶାଶୁ ଘର ଲୋକେ ମିଶି ମାରି ଦେଉଛନ୍ତି। ତେବେ ଜୀବନରେ କେତେବେଳେ କଣ ଘଟଣା ଘଟୁଛି ବା ଆଗକୁ ଘଟିବ କେହି ବି ଜାଣି ପାରିବେ ନାହିଁ। ଆଜିକାଲି ର ସମୟରେ କିଛି ଏମିତି ପ୍ରକାରର ଖରାପ କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ର ବିଷୟ ପାଲଟିଯାଏ।

ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ। ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି କି ଜଣେ ମହିଳା ଯୌତୁକ ନିର୍ଯ୍ୟାତନା ପାଇଁ ଆତ୍ମହତ୍ୟା କରିଛନ୍ତି। ତେବେ ସମ୍ପର୍ଣ୍ଣ ଘଟଣାଟି ହେଉଛି ମହିଳା ଜଣକ ହେଉଛି ଝାଡ଼ଖଣ୍ଡ ରାଜ୍ୟର ଝିଅ ହେଲେ ଓଡ଼ିଶାର ବୋହୂ ହୋଇଥିଲେ। ଗତ ୨୪ ତାରିଖ ଦିନ ରାତି ୧୦ ଟାରେ ଝିଅର ପରିବାର ଲୋକଙ୍କ ପାଖକୁ ଫୋନ୍ ଆସିଥିଲା କି ଝିଅ ନିଆଁ ଲଗେଇ ଦେଇଛି।

ତାପରେ ପରିବାର ଲୋକେ ସେଠାରେ ପହଞ୍ଚିବା ପରେ କୁହାଗଲା କି ସେ ଫାଶୀ ନେଇ ଆତ୍ମହତ୍ୟା କରିଛନ୍ତି। ତେବେ ଏହି କଥାକୁ ଝିଅର ବାପ ଘର ଲୋକ ବିଶ୍ୱାସ ନକରି ଥାନାର ଦ୍ଵାରସ୍ଥ ହୋଇଛନ୍ତି। କାରଣ ଆଗରୁ ଝିଅର ଶାଶୁ ଘର ଲୋକେ ଯୌତୁକ ପାଇଁ ବାରମ୍ବାର ତାଙ୍କୁ ବହୁତ ମାରଧର କରୁଥିଲେ। ଆଉ ଏବେ ସେ ଅତ୍ୟାଚାରକୁ ସହ୍ୟ କରି ନପାରି ଆତ୍ମହତ୍ୟା କରିଛନ୍ତି। କିନ୍ତୁ ଝିଅର ଭାଇ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ଭଉଣୀ କୁ ମାରିଦେଇ ଫାଶୀ ରେ ଝୁଲେଇ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।