OMG ! ବାହାଘର ପରେ ଚାକିରୀ ଛାଡିଲେ ଶେଷକିସାନ….,ମାତ୍ର 4 ଘଣ୍ଟାରେ ୮୯ MILLION ରୁ ଅଧିକ ଲୋକ ଦେଖି ସାରିଲେଣି..
ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିଦ୍ୟା ଓ ବୁଦ୍ଧି ରେ ସଫଳତା ହାସଲ କରି ପାରି ଥାଆନ୍ତି ଏମିତି କି କୃଷି ଟିଏ ମଧ୍ୟ ଯଦି ପରିଶ୍ରମ କରିବ ତେବେ ସେ ବି ଦିନେ ନା ଦିନେ ତା ଲକ୍ଷ୍ୟ ରେ ପହଞ୍ଚି ପାରିବ | ତେବେ ସୋସିଆଲ ମିଡ଼ିଆ ରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ତାଙ୍କ ନିଜ କାର୍ଯ୍ୟ ଦ୍ୱାରା ସବୁବେଳେ ପ୍ରଶଂସା ର ପାତ୍ର ହୋଇ ଥାଆନ୍ତି | ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶେଷ କିସାନ ଯିଏ କି ନିଜ ଟ୍ୟାଲେଣ୍ଟ ଓ ଅଧବସାୟ ବଳରେ କଠିନ ରୁ କଠିନ ପରିଶ୍ରମ କରି ବେସ ଉପରକୁ ଉଠି ପାରିଛନ୍ତି |
ଆଉ ଯେଉଁଥିରେ ଆମ ଓଡିଶାରୁ ଯାଇଥିଲା ଲୋକ ଜଣଙ୍କ ଜର୍ମାନୀ ରେ ତାଙ୍କର ପ୍ରଭୁତ ବିସ୍ତାର କରିବାକୁ ଲାଗିଛନ୍ତି | ଯାହା ଦ୍ୱାରା ସମସ୍ତ ଓଡ଼ିଶା ବାସୀ ତାଙ୍କର କାର୍ଯ୍ୟ ରେ ଏହି କିସାନ ଙ୍କ ପ୍ରତି ଅନେକ ଭଲ ପାଇବା ମଧ୍ୟ ଦେଇଛନ୍ତି |
ତେବେ କିସାନ ଙ୍କର ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯେଉଁଥିରେ ସେ ତାଙ୍କ ବନ୍ଧୁ ବାନ୍ଧବ ଏବଂ ନିଜ ସ୍ତ୍ରୀ ଜୟଶ୍ରୀ ଙ୍କ ସହିତ ବଣ ଭୋଜି କରିବା ପାଇଁ ଯାଇଛନ୍ତି | ପ୍ରଥମେ କିସାନ ଙ୍କ ସହିତ ଅନ୍ୟ ମାନେ ଏକ କାର ରେ ବାହାରି ଯାଇଛନ୍ତି ଆଉ ଯେଉଁ ସ୍ଥାନ ଭୋଜି ପାଇଁ ଥିଲା ତାହା ମଧ୍ୟ ଖୁବ ସୁନ୍ଦର ସ୍ଥାନ ଥିଲା ଯେଉଁଠି ଝରଣା ବୋହୁ ଥିବାର ମଧ୍ୟ ଦେଖା ଯାଇଥିଲା |
ପ୍ରଥମେ ସେଠାରେ ପହଞ୍ଚି ବୈଜ୍ଞାନିକ କିସାନ ରୋଷେଇ ପାଇଁ କାଠ ସଂଗ୍ରହ କରିବା ପାଇଁ ବାହାରି ପଡ଼ି ଥିଲେ ଆଉ ସେପଟେ ତାଙ୍କ ସ୍ତ୍ରୀ ମସଲା ରେଡ଼ି କରୁ ଥିଲେ | ଏହାପରେ ସ୍ତ୍ରୀ ଜୟଶ୍ରୀ ମଟନ ରାନ୍ଧିବା ଆରମ୍ଭ କରି ଦେଇ ଥିଲେ ଆଉ ଏପଟେ ରୋଷେଇ ଚାଲି ଥିବା ବେଳେ କିସାନ ଓ ଅନ୍ୟ ମାନେ ସେହି ଝରଣା କୁ ଗାଧେଇବା ପାଇଁ ପଳେଇ ଆସି ଥିଲେ |
ଆଉ ଗାଧୋଇବା ପରେ ଖୁବ ମଜାମସ୍ତି କରି ଶେଷ ଖାଇ ଥିଲେ ଆଉ ଭୋଜି ସାରିବା ପରେ ସେମାନେ ଘରକୁ ଫେରି ଆସି ଥିଲେ | ତେବେ ଏଭଳି ଏକ ବଣ ଭୋଜି ର ସୁନ୍ଦର ଭିଡ଼ିଓ କିସାନ ତାଙ୍କ ସୋସିଆଲ ଆକାଉଣ୍ଟ ରେ ଉପଲୋଡ କରିଛନ୍ତି ଯାହାକୁ ଦେଖି ଲୋକେ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ତେବେ ଏହି ବଣ ଭୋଜି ଟିକୁ କିସାନ ଓ ତାଙ୍କ ସ୍ତ୍ରୀ ଜୟଶ୍ରୀ ଖୁବ ଏନଜୟ କରି ଥିଲେ ଯାହାକି ଆପଣ ଦେଖିଲେ ଜାଣି ପାରିବେ |