jyotisha Shastra – ଦୀର୍ଘ 501 ବର୍ଷ ପରେ (18 February) ଆସୁଛି ମହାଶିବରାତ୍ରୀ ଏହି 5ଟି ରାଶିରେ ଧନ ବର୍ଷା…
ମହା ଶିବରାତ୍ରି ପ୍ରଭୁ ମହାଦେବ ଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ଅଟେ। ତେବେ ପ୍ରତ୍ୟେକ ବର୍ଷ ଶିବରାତ୍ରି ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ। କୁହାଯାଏ କି ଏହି ଦିନ ଭଗବାନ ମହାଦେବ ପ୍ରକାଶ ରୂପରେ ପ୍ରକଟିଚ ହୋଇଥାନ୍ତି। ତେବେ ଏହି ବର୍ଷ ଫେବୃୟାରୀ ୧୮ ତାରିଖ ଶନିବାର ଦିନ ପଡ଼ୁଛି ଏହି ଶିବରାତ୍ରି। ତେବେ ଏହି ଦିନ ଶିବରାତ୍ରି ଦିନ ଅନେକ ଗ୍ରହ ନକ୍ଷତ୍ର ମାନଙ୍କର ଗତି ପରିବର୍ତ୍ତନ ହୋଇଥାଏ ଯାହାର ପ୍ରଭାବ ଆମ ମାନଙ୍କ ଜୀବନ ଉପରେ ପଡ଼ିଥାଏ।
ଆଉ ଏହି ଶିବରାତ୍ରି ଦିନ ବନୁଅଛି ମହାସଂଯୋଗ। ଯାହାଦ୍ୱାରା ୮ ରି ରାଶି ମାନଙ୍କ ଉପରେ ଭଗବାନ ଶିବ ଙ୍କ କୃପା ବର୍ଷିବାକୁ ଯାଉଛି। ପ୍ରତ୍ୟେକ ବ୍ୟକ୍ତି ଙ୍କ ଅଲଗା ଅଲଗା ରାଶି କାରଣରୁ ସମସ୍ତଙ୍କ ଜୀବନରେ ଉତଥାନ ପତନ ଲାଗି ରହିଥାଏ।
ଯଦି ଗ୍ରହ ମାନଙ୍କର ଚଳନ ଠିକ୍ ଥାଏ ତେବେ ରାଶି ସହ ଯୋଡ଼ିତ ଥିବା ବ୍ୟକ୍ତିର ଜୀବନ ସଳର ସୁନ୍ଦର ହୋଇଥାଏ। ଆଉ ଯାହାର ଶୁଭ ସ୍ଥିତି ନଥାଏ ସେ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଥାଏ। ତେବେ ଜାଣିବା ସେହି ୮ ଟି ରାଶି ବିଷୟରେ ଯାହାଙ୍କ ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ସର୍ବଦା ପଡ଼ିବା ପାଇଁ ଯାଉଛି।
୧- ସର୍ବ ପ୍ରଥମେ ରହିଛି ବୃଷରାଶି।ଭଗବାନ ଶିବଙ୍କ ଦୟାରୁ ନୂତନ କର୍ମ ପ୍ରାପ୍ତି ହେବ ଓ କର୍ମ କ୍ଷେତ୍ରରେ ସଫଳତା ମଧ୍ୟ ପ୍ରାପ୍ତ ହେବ।ସତ କର୍ମ କର,ଭଗବାନଙ୍କ ନାମ ଜପ କର।
୨- ଦ୍ୱିତୀୟ ରାଶି ହେଉଛି ମକର ରାଶି।ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ପ୍ରାପ୍ତ କରିବେ।ଏହି ସମୟରେ ଆପଣଙ୍କ ଯାତ୍ରାର ସୁଖ ମଧ୍ୟ ରହିଛି।ନ୍ୟାୟରେ ରୁହ, ପ୍ରଭୁଙ୍କ ନାମ ସ୍ମରଣ କର।
୩- ତୃତୀୟ ରାଶି ହେଉଛି ସିଂହ ରାଶି।ଆପଣ କିଛି ନା କିଛି ଶାନ୍ତି ଅନୁଭବ କରିବେ।ସ୍ଵାସ୍ଥ୍ୟ ପ୍ରତି ଆପଣ ଯତ୍ନବାନ ହୁଅନ୍ତୁ।ସତ ପଥରେ ନିଜକୁ ପରିଚାଳିତ କର,ପ୍ରଭୁଙ୍କ ନାମ ଜପ କର।
୪- ଚତୁର୍ଥ ରାଶି ହେଉଛି ଧନୁ ରାଶି।କାରବାରରେ ବୃଦ୍ଧି ଘଟିବ।ଦାମ୍ପତ୍ୟ ଜୀବନ ସୁଖମୟ ହେବ।ସତ କର୍ମ କର, ଭଜନ କୀର୍ତ୍ତନରେ ମନ ରଖ।ଭଗବାନଙ୍କ ନାମ ଜପ କର, ରହିବେ ଖୁସିରେ।
୫- ପଞ୍ଚମ ରାଶି ହେଉଛି ତୁଳା ରାଶି।ସ୍ଵାସ୍ଥ୍ୟ କ୍ଷେତ୍ରରେ ଆପଣ ଆରୋଗ୍ୟ ଲାଭ କରିବେ।ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଆସିବ।ସତ୍ୟରେ ରୁହ,ପ୍ରଭୁଙ୍କ ନାମ ଜପ କର।
୬- ଷଷ୍ଠ ରାଶି ହେଉଛି କନ୍ୟା ରାଶି।ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ।ଆପଣ ଦେହର ଯତ୍ନ ନେଇ ସବୁ କାମ କରିବେ।ସତ କର୍ମ କର,ଭଗବାନଙ୍କ ନାମ ସ୍ମରଣ କର।
୭- ସପ୍ତମ ରାଶି ହେଉଛି ମୀନ ରାଶି।ପାରିବାରିକ ଚାପରୁ ମୁକ୍ତି ମିଳିବ।ଯେଉଁ ମାନେ କୃଷି କାମ କରୁଛନ୍ତି ସେମାନଙ୍କ ପାଇଁ ସଫଳତାର ସମୟ ରହିବ।
୮- ଅଷ୍ଟମ ରାଶି ହେଉଛି କୁମ୍ଭ ରାଶି।ଏହି ରାଶି ମାନଙ୍କୁ ଭଗବାନ୍ ଭୋଳା ଶଙ୍କରଙ୍କ କୃପାରୁ ଧନ ରୋଜଗାର କରିବାର ନୂଆ ନୂଆ ମାର୍ଗ ଖୋଲି ଯିବ। ପ୍ରେମ ଜୀବନ ଅତ୍ୟନ୍ତ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନେ ବିବାହ କରିବା ପାଇଁ ଯାଉଛନ୍ତି ତାଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି।