Jotisha Sastra -ବାଛନ୍ତୁ ଆପଣଙ୍କର ପସନ୍ଦର ପାନ ପତ୍ର ( Hart ),ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ….

ତେବେ ଏକ ମନୁଷ୍ୟ ଜୀବନ ରେ ଦୁଃଖ କଷ୍ଟ ଆଦି ଲାଗି ରହିଥାଏ ଆଉ ମଣିଷ ସବୁବେଳେ ଚେଷ୍ଟା କରି ଥାଏ କି ତା ଜୀବନରେ ଅଶାନ୍ତି କିପରି ଦୂରେଇ ଯାଉ | ଏହା ସହିତ ମନୁଷ୍ୟ ଏହା ମଧ୍ୟ ଜାଣିବାକୁ ଚାହିଁ ଥାଏ କି ତାର ସ୍ୱଭାବ କିପରି ଏବଂ ତାର ଭବିଷ୍ୟତ କିପରି ରହିବ ଯାହାକୁ ନେଇ ସେ ଆଗାମୀ ଦିନରେ ସତର୍କ ହୋଇ ପାରିବ | ତେବେ ଆଜି ଏଭଳି କିଛି ରଙ୍ଗ ର ସମ୍ପର୍କ ରେ ଜାଣିବା ଯାହାର ଚୟନ ଦ୍ୱାରା ଆପଣ କିପରି ଓ ଆପଣଙ୍କ ଭବିଷ୍ୟତ କିପରି ରହିବ ସେହି ବିଷୟରେ ଆମେ ଜାଣି ପାରିବେ | ଏଠାରେ ନୀଳ ରଙ୍ଗର ପାନପତ୍ର, ହଳଦିଆ ରଙ୍ଗର ପାନପତ୍ର ଏବଂ ଲାଲ ରଙ୍ଗର ପାନପତ୍ର ରହିଛି ଏହାକୁ ଚୟନ କରି ଆପଣ ନିଜ ଭବିଷ୍ୟତ କଥା ଜାଣି ପାରିବେ |

1. ନୀଳ ରଙ୍ଗର ପାନପତ୍ର:- ଆପଣ ନୀଳ ରଙ୍ଗର ପାନପତ୍ର ବାଛି ଥିଲେ ଆପଣଙ୍କ ଜୀବନରେ ଚାଲୁ ଥିବା ଉଚ୍ଚ ନୀଚ୍ଚ ଅବସ୍ଥା କାରଣ ରୁ ପ୍ରାୟତଃ ଆପଣଙ୍କର ଭାଗ୍ୟ ଆପଣ ଙ୍କୁ ସାଥ ନ ଦେବାର ଆପଣ ଅନୁଭବ କରୁଛନ୍ତି | ଏହି କାରଣ ରୁ ଆପଣଙ୍କ ଚିନ୍ତାରେ ଓ ମାନସିକ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଲାଗିଛି | କିନ୍ତୁ ଜାଣି ନିଅନ୍ତୁ ଏଥିପାଇଁ ଆପଣ ଶକ୍ତିଶାଳୀ ମଧ୍ୟ ହୋଇ ଯାଇଛନ୍ତି, ଆପଣ ବହୁତ ଗମ୍ଭୀର ବ୍ୟକ୍ତି ଅଟନ୍ତି ଯିଏ କି ଅଯଥାରେ ସମୟ ନଷ୍ଟ କରିବା କେବେ ବି ପସନ୍ଦ କରନ୍ତି ନାହିଁ |

ଆପଣ ଯେଉଁ ବି କାମ ହାତକୁ ନିଅନ୍ତି ତାହାକୁ ନେବା ପୂର୍ବରୁ ବହୁତ ଥର ଚିନ୍ତା କରନ୍ତି | ଏହା ଭଲ ଅଟେ କିନ୍ତୁ ଏହା ଦ୍ୱାରା କିଛି କିଛି ଭଲ ସୁଯୋଗ କୁ ମଧ୍ୟ ଆପଣ ହାତଛଡ଼ା କରି ଦେଇ ଥାଆନ୍ତି |

2. ହଳଦିଆ ରଙ୍ଗର ପାନପତ୍ର :- ଆପଣ ଯେଉଁ କ୍ଷେତ୍ରରେ ବି ରହି ଥାଆନ୍ତି ସବୁବେଳେ ଉଚ୍ଚ ସ୍ଥିତି ରେ ରହିଥାନ୍ତି, ଆପଣ ସ୍ନେହୀ ହୋଇ ଥିବାରୁ ସମସ୍ତ ଙ୍କର ପ୍ରିୟ ହୋଇ ଥାଆନ୍ତି ଏବଂ ଅଧିକ କ୍ରୋଧୀ ମଧ୍ୟ ହୋଇ ଥାଆନ୍ତି | ଟିକେ ଟିକେ କଥାରେ ରାଗି ଯିବା ଭଳି କିଛି ଗୁଣ ଆପଣଙ୍କ ମଧ୍ୟରେ ରହିଥାଏ ଏଥିପାଇଁ ପ୍ରାୟତଃ ଲୋକ ମାନେ ଆପଣ ଙ୍କୁ ଭୁଲ ବୁଝି ଥାଆନ୍ତି | ହେଲେ ଆପଣ ଙ୍କୁ ଯେଉଁ ମାନେ ସଠିକ ଭାବରେ ଜାଣି ଥାଆନ୍ତି ସେମାନେ ଆପଣ ଙ୍କୁ କେବେ ତ୍ୟାଗ କରନ୍ତି ନାହିଁ |

3. ନାଲି ରଙ୍ଗର ପାନପତ୍ର :- ଯଦି ଆପଣ ନାଲି ରଙ୍ଗର ପାନପତ୍ର ବାଛିଛନ୍ତି ତେବେ ଆପଣ ବହୁତ ସୁନ୍ଦର ଅଟନ୍ତି ଏବଂ ବହୁତ ଆକର୍ଷଣୀୟ ଓ ସମସ୍ତଙ୍କ ମନ ମୋହିନୀ ହେବା ଭଳି ବ୍ୟକ୍ତି ଅଟନ୍ତି | ଯିଏ ବି ଆପଣଙ୍କ ସହିତ ଥରୁଟିଏ ମିଶି ଥାଆନ୍ତି ସେ ତାଙ୍କ ଜୀବନରେ କେବେ ହେଲେ ଭୁଲି ପାରନ୍ତି ନାହିଁ | ଆପଣ ସବୁବେଳେ ଅଧିକ ଗପିବା ପାଇଁ ପସନ୍ଦ କରନ୍ତି ଏବଂ କାହା ସହିତ ଖୁସିରେ ରହିବା ପାଇଁ ଚେଷ୍ଟା କରି ଥାଆନ୍ତି |

ଆପଣଙ୍କ ହୃଦୟ ପୂର୍ଣ୍ଣ ଭାବରେ ସଫା ହୋଇ ଥାଏ କିନ୍ତୁ କେବେ କେବେ ଆପଣ ଠକାମୀ ର ଶିକାର ମଧ୍ୟ ହୋଇ ପାରନ୍ତି | ଆପଣ ଙ୍କର ସବୁଠାରୁ ରୁଚିକର କାମ ରଚନାତ୍ମକ କାମ ହୋଇ ଥାଏ, ଏହାପରେ ଆପଣ କଠିନ ରୁ କଠିନ ସ୍ଥିତି କୁ ସହଜ ରେ ସମ୍ମୁଖୀନ ହେବାର କଳା ଆପଣ ଙ୍କୁ ଖୁବ ଜଣା ହୋଇ ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।