Interesting Gk Questions – ମୁଁ ଗୋଟେ ଝିଅକୁ ପଚାରିଲି ତୁମର ନାମ କଣ ? ସେ କହିଲା 1717 ତାହାର ନାମ କଣ ଥିଲା…ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ

ବର୍ତ୍ତମାନ ସମୟରେ ଇଣ୍ଟରନେଟ ର ଯୁଗ ଚାଲିଛି। ଆଜିକାଲି ବିନା ଇଣ୍ଟରନେଟ ରେ କିଛି ବି କାମ ଅସମ୍ଭବ ହୋଇଥାଏ। କାରଣ ପୁରା ଦୁନିଆରେ ଯାହା ବି କାମ ଚାଲିଛି ସବୁ ଇଣ୍ଟରନେଟ ସେବା ଦ୍ୱାରା ହୋଇ ପାରୁଛି। ଆଉ ସେହି ସବୁ ମଧ୍ୟରୁ ଆମେ ଆଜିକା ସମୟରେ କୌଣସି ବି ପରୀକ୍ଷା ଦେବା ପାଇଁ ଗଲେ ମଧ୍ୟ ଇଣ୍ଟରନେଟ ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ତେବେ ଆଗରୁ ଯେ କୌଣସି ପରୀକ୍ଷା ପାଇଁ ଲିଖିତ ପରୀକ୍ଷା ଆକାରରେ ଦେବା ପାଇଁ ଯାଉଥିଲେ ।କିନ୍ତୁ ବର୍ତ୍ତମାନ ଯଦି ଆପଣ କିଛି ଚାକିରି କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଇଣ୍ଟରଭିୟୁ ଦେବାକୁ ପଡ଼ିଥାଏ। ଆପଣମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ପିଲା ଗୋଟିଏ ସରକାରୀ ଚାକିରି କରିବା ପାଇଁ ଦିନ ରାତି ଏକ କରି ଦେଉଛନ୍ତି। ତଥାପି ପିଲା ଇଣ୍ଟରଭିୟୁ ରେ ସଫଳ ହୋଇ ପାରୁ ନାହାନ୍ତି।

ଯେପରିକି ହଜାର ହଜାର ପୋଷ୍ଟ ପାଇଁ ଲକ୍ଷ ଲକ୍ଷ ପିଲା ପରୀକ୍ଷା ଦେଉଛନ୍ତି। ଆଉ ସେମାନଙ୍କ ଭିତରୁ ଯଦି କାହାକୁ ଚୟନ କରାଯାଏ, ପୁଣି ତାଙ୍କୁ ଇଣ୍ଟରଭିୟୁ ରେ କିଛି ପ୍ରଶ୍ନ ପଚରାଯାଇଥାଏ। ଆଉ ସେହି ଇଣ୍ଟରଭିୟୁ ରେ ଯଦି ସେ ସମସ୍ତ ପ୍ରଶ୍ନର ଉତ୍ତର ସହଜରେ ଦେଇ ଗତି କରିଥାଏ ଏବଂ ସମସ୍ତଙ୍କୁ ପସନ୍ଦ ଆସିଥାଏ ତାହେଲେ ସେ ପାସ୍ ହୋଇଥାଏ। କିନ୍ତୁ ବେଳେବେଳେ ଇଣ୍ଟରଭିୟୁ ରେ କିଛି ଏମିତି ସାଧାରଣ ପ୍ରଶ୍ନ ବିଷୟରେ ପଚାରିଥାନ୍ତି ଯାହା ଆପଣ ସେହି ପ୍ରଶ୍ନ ଶୁଣିଲେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ସେପରି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ। ଆଉ ସେହି ପ୍ରଶ୍ନ ଗୁଡ଼ିକ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବ ମାତ୍ର ଆପଣ ମାନେ ତାହାକୁ ବୁଝି ପାରନ୍ତି ନାହିଁ। ତେବେ ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ବିଷୟରେ ଜଣେଇବୁ ଯାହା ଆଇଏଏସ୍ ପରୀକ୍ଷାରେ ପଚରାଯାଇଥାଏ।

୧- କିଛି ମାସରେ ୩୦ ଦିନ ଥାଏ ,କିଛି ମାସରେ ୩୧ ଦିନ ଥାଏ ।ଏମିତି କେତେ ଗୋଟି ମାସ ଅଛି ଯେଉଁଥିରେ ୨୮ ଦିନ ଥାଏ? ଉ- ସମସ୍ତ ମାସରେ
୨- ତାହା କଣ ଯାହାକୁ ଅଧା ଖାଇଲା ପରେ ମଧ୍ୟ ତାହା ପୁରି ନଥାଏ? ଉ- ପୁରୀ
୩- ମୁଁ ଲେଖା ପଢ଼ା କାମରେ ଆସେ କିନ୍ତୁ ବହି, ଖାତା କିମ୍ବା କଲମ ନୁହେଁ ମୁଁ କିଏ? ଉ- ଚଷମା

୪- ତାହା କେଉଁ ଶବ୍ଦ ଯାହା ଆମେ ଲେଖିଥାଉ ଏବଂ ପଢ଼ୁ ନାହୁଁ? ଉ- ନାହିଁ
୫- ତାହା କଣ ଯାହା ଭାଇ ର ଦୁଇଟି ଏବଂ ଭଉଣୀ ର ତିନୋଟି ଥାଏ? ଉ- ଅକ୍ଷର
୬- କଥା କହିଲେ କଣ ଭାଙ୍ଗିଯାଏ? ଉ- ମଉନ ବ୍ରତ

୭- ତାହା ଯାହା ଆପଣଙ୍କ ପାଖରେ ଯେତେ ଅଧିକ ହେବ, ସେତେ କମ୍ ଦେଖାଯିବ? ଉ- ଅନ୍ଧାର
୮- ତାହା କଣ ଯାହାର ଡେଣା ନଥାଇ ମଧ୍ୟ ଜନ୍ମ ହେବା ମାତ୍ରେ ଉଡ଼ିଯାଏ? ଉ- ଧୁଆଁ
୯- ମୁଁ ଗୋଟିଏ ଝିଅକୁ ପଚାରିଲି ତୁମ ନାମ କଣ ସେ କହିଲା ୧୭୧୭ ତାହାର ନାମ କଣ ଥିଲା? ଉ- ତାହାୟ ନାମ ଇଂରାଜୀ
୧୦- ଗୋଟିଏ ବୁଢ଼ୀ ର ୧୨ ଟି ପୁଅ ଓ ୧୨ ଜଣଙ୍କର ପାଞ୍ଚ ପାଞ୍ଚଟି ପୁଅ ,ପରିବାରର ୬୦ ଟି ଲୋକ କାଚଘରେ କରନ୍ତି ବାସ ତାହା କଣ? ଉ- ଘଣ୍ଟା

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।