Jio Diwali offer- jio ର ଦୀପାବଳୀ ପାଇଁ ନୂଆ ଅଫର, ବାସ କରି ଦିଅନ୍ତୁ ଏହି ଗୋଟିଏ କାମ…
ଯଦି ଆପଣ ଜଣେ ଜିଓ ୟୁଜର ତେବେ ଏହା ନିହାତି ଜାଣି ଥିବେ ଯେ ଜିଓ ସବୁ ବେଳେ ଭଲ ଭଲ ଦମଦାର ଅଫର୍ ନେଇ ଆସି ଥାଏ । ତେବେ ଏମିତି ରେ ଆଗକୁ ଦୀପାବଳୀ ଆସୁଛି ଆଉ ଏହି ଦୀପାବଳୀ ରେ ଯିଓ ଅଫର ଦେବା ନିଶ୍ଚିତ। ଯାହା କି ଗୋଟିଏ ବର୍ଷ ଜାଏ ଜିଓ ର ରିଚାର୍ଜ୍ ମାଗଣା ରେ ପାଇ ପାରିବେ ।
ତେବେ ଆଜି କାଲି ପ୍ରାୟ ସମସ୍ତ ଏହି ଜିଓ ସିମ୍ ବ୍ୟବହାର କରୁଛନ୍ତି ।ଏହି ଜିଓ ବେଳେ ବେଳେ ବହୁତ୍ କିଛି ଅଫର୍ ଦେଇ ଥାଏ ଯେମିତି ଏହି ଦୀପାବଳୀ ରେ ଗୋଟିଏ ବର୍ଷ ଫ୍ରି ରିଚର୍ଜ୍ ର ଅଫର୍ ମଧ୍ୟ ଦେଉଛି ।
ତେବେ ଏହା କୁ ଆପଣ କିପରି ପାଇ ପାରିବେ ଯାହା କୁ ଯିଓ ଆଲରେଡି ନେଇ ଆସିଛି ।ତେବେ ଏହି ଅଫର୍ କୁ ପାଇବାକୁ ହେଲେ ଆପଣ ଙ୍କୁ My jio ଆପ୍ଲିକେସନ୍ ଟି ଡାଉନଲୋଡ୍ କରିବାକୁ ପଡ଼ିବ ଯେଉଁଠି ଜିଓ ତାର ଏହି ଅଫର୍ ଟି ଆଲରେଡିି ଦେଇ ସାରିଛି । ତେବେ ଏହି ଆପ୍ଲିକେସନ ଡାଉନଲୋଡ୍ କରିବା ପରେ ଉପର ଲାଇନ୍ ରେ ସ୍କ୍ରଲ କରିବେ ଯେଉଁଠି ଜିଓ ଏନେଗେଜ୍ ଲେଖା ଥିବ ।
ଜିଓ ଏନେଗେଜ୍ ରେ କ୍ଲିକ୍ କରିବା ପରେ ବହୁତ୍ ସାରା ବ୍ୟାନର ଫ୍ଲାସ ହେବ। ତେବେ ସେହି ବ୍ୟାନର ମାନଙ୍କ ମଧ୍ୟ ରୁ ଯେଉଁ ବ୍ୟାନର ରେ ଇସ୍ ଦିୱାଲି କେସେ କରେ ଖୁସି ବ୍ୟାନର ରେ କ୍ଲିକ୍ କରିବେ। ସେଥିରେ ଲେଖା ଥିବ ଗୋଟିଏ ବର୍ଷ ପାଇଁ ଫ୍ରି ରିଚାର୍ଜ ଆଉ ତଳେ ଅପ୍ସନ୍ ଆସିବ ପ୍ଲେ ର । ତେବେ ସେହି ପ୍ଲେ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ।
କ୍ଲିକ୍ କରିବା ପରେ ସେଥିରେ କିଛି term and condition ର ଅପ୍ସନ୍ ଆସିବ ସେଥିରେ କ୍ଲିକ୍ କରି ପ୍ରୋଷିଡ କରନ୍ତୁ। ତେବେ ସେଥିରେ କିଛି ଅଫର ଆସିବ ଓ କିଛି କୁଇଜ୍ ଆସିବ । ତେବେ ସେହି କୁଇଜ୍ ଗେମ୍ ଖେଳିବା ସହିତ ତାର ଉତ୍ତର ଠିକ୍ ଠିକ୍ ଦିଅନ୍ତୁ । ସେଥିରେ ତଳେ ମଧ୍ୟ ପ୍ରାଇଜ୍ ସବୁ କଣ କଣ ରହିଛି ଏହାର ଅପ୍ସନ୍ ଆସିବ ।
ଯେମିତିକି ଗୋଟେ ବର୍ଷ ପାଇଁ ଜିଓ ରୀଚାର୍ଜ୍ , ଗୋଟେ ଯିବି ଡାଟା , ଗୋଟିଏ ପାଞ୍ଚ ଶହ ଟଙ୍କା ର ଭଉଚର୍ ଇତ୍ୟାଦି ଅପ୍ସନ୍ ଆସିବ। ତେବେ ଆପଣ ଏଥିରେ କିପରି ଗେମ୍ ଖେଳିବେ ଓ କିପରି ଏହି ସବୁ ଅଫର୍ ର ଲାଭ ଉଠାଇ ପାରିବେ ସେଥି ପାଇଁ ହାଓ ଟୁ ପ୍ଲେ ରେ କ୍ଲିକ୍ କରି ଜାଣି ପାରିବେ। ତେବେ ଏହା ପ୍ରତିଦିନ ଆସିବ। ଯେମିତି ଆପଣ ଏହି କୁଇଜ୍ ଗେମ୍ ଖେଳିବେ ତେବେ ଏହାର ଫାଇଦା ଉଠାଇ ପାରିବେ। ତେବେ ଏହି ଗେମ୍ ଟି ନିହାତି ଆପଣ ମାନେ ଖେଳନ୍ତୁ ଯାହା ଦ୍ଵାରା ଆପଣ ଏଥିରେ ସବୁ ଫାଇଦା ର ଲାଭ ଉଠାଇ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।