jitu das amritvani – ପ୍ରତିଦିନ ସକାଳୁ ଭୋର 4.30 ସମୟରେ ଯୋଡା କଦଳୀ ଏହି ଜାଗାରେ ଘୋଷନ୍ତୁ ଭାଗ୍ୟ ବଦଳିଯିବ…. ଏମିତି ନିଜର ଭାଗ୍ୟ ବଦଳାନ୍ତୁ
ବହୁତ ସାଧୁ ସନ୍ଥ ଓ ସନ୍ୟାସୀ ମାନେ ବହୁ ପୁରାତନ କାଳରୁ ଆମ ପାଇଁ ଅନେକ ଗ୍ରନ୍ଥ ଓ ପୁସ୍ତକ ସବୁ ରଖିଯାଇଛନ୍ତି, କିନ୍ତୁ ଆମେ ଏସବୁକୁ ଧ୍ୟାନ ଦେଇ ନଥାଉ |ଆଜିର ମୋଡେଲ ଦୁନିଆରେ ରେ ଆମେ ନୀତି ଦୀନ ଆମ ଜାଣ ତୋର ହେଉ କି ଅଜଣା ତୋ ରେ କିଛି ନା ଭୁଲ ହେଇଥାଏ, ଯାହା ଆମକୁ ଜଣା ଥିଲେ ମଧ୍ଯ ଭୁଲ ବୋଲି ଆମେ ସେ ଭୁଲ କରିଥାଉ ଯାହା ଫଳ ଆମ ଜୀବନ ରେ ବହୁତ କିଛି ଏମିତି ଘଟଣା ଘୋଟି ଥାଏ ଯାହା ଆମକୁ ସେଇ ଘଟଣା ପାଇଁ ପସ୍ତେଇବାକୁ ପୋଡି ଥାଏ,
ସେଥିପାଇଁ ଆଜି ଆପଣ ମାନଙ୍କୁ କିଛି ଏମିତି ଅନୁଚିନ୍ତା ବିଷୟରେ କହିବି ଯାହା କରିବା ଦ୍ୱାର ଓ ନ କରିବା ଦ୍ୱାରା କଣ କଣ ପ୍ରଭାବ ଆମ ଉପରେ ପଡ଼ିବ ଆସନ୍ତୁ ସେଥିପାଇଁ ଆଜିର କିଛି ଅନୁଚିନ୍ତା ବିଷୟରେ ଜାଣିବା |
ତେବେ କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ଜୀବନରେ ବହୁତ ପରିଶ୍ରମ କରନ୍ତି ବହୁତ ଟଙ୍କା ରୋଜଗାର କରନ୍ତି କିନ୍ତୁ ସେମାନଙ୍କୁ କେବେ ବି ତାହା ଯଥେଷ୍ଟ ହୋଇ ନଥାଏ କେବେ ବି ତାହା ତାଙ୍କର ଆବଶ୍ଯକତା ପୂରଣ କରିବାରେ ସହାୟତା କରେ ନାହିଁ। ଆଉ ଲୋକେ କୁହନ୍ତି ମୁଁ ଏତେ ରୋଜଗାର କରୁଛି କିନ୍ତୁ ସବୁବେଳେ ଅଭାବ । ଯଦି ଏମିତି ଅଭାବ ଦାରିଦ୍ର୍ଯତା କୌଣସି ଘରେ ସବୁବେଳେ ଲାଗି ରହୁଥାଏ ତାହେଲ ଏହି ଉପାୟଟିକୁ ନିଶ୍ଚିତ କରନ୍ତୁ ।
1. ଗୋଟିଏ ଛୋଟ ପିତଳ ଢାଳରେ କଏନ ଭର୍ତ୍ତି କରିଦେବେ ଏହାପରେ ତାହାକୁ ଘରର ପଶ୍ଚିମ ପାଖରେ ରଖିବେ ଏବଂ ପ୍ରତିଦିନ ସକାଳେ ସେଠାରେ ମୁଣ୍ଡିଆ ମାରନ୍ତୁ ଦେଖିବେ ମାସେ ଦୁଇ ମାସ ପର୍ୟ୍ଯନ୍ତ ପରୀକ୍ଷା କରନ୍ତୁ ଦେଖିବେ ଆପଣ ଙ୍କ ର ନିଶ୍ଚିତ ଭାବରେ ଉନ୍ନତି ହେବାକୁ ଲାଗିବ । ଏହାଦ୍ବାରା ଦାରିଦ୍ର୍ଯତା ଦୂର ହେବା ସହିତ ମଙ୍ଗଳ ହୋଇ ଥାଏ।
2. ଜାଆଁଳା କଦଳୀରେ ଶିବଙ୍କର ପୂଜା କରିଲେ ବହୁତ ଲାଭ ମିଳି ଥାଏ। କାରଣ ଜାଆଁଳା କଦଳୀକୁ କୁହନ୍ତି ଲକ୍ଷ୍ମୀ ନାରାୟଣ । ତେଣୁ ଜାଆଁଳା କଦଳୀ ଶିବଙ୍କ ଲିଙ୍ଗ ରେ ଘର୍ଷଣ କରିଲେ ଶିବ ବହୁତ ସନ୍ତୁଷ୍ଟ ହୋଇ ଥାନ୍ତି।
3.ସବୁ ରୁମରେ ଅର୍ଥାତ ଆପଣଙ୍କ ଘରେ ଯେତୋଟି ରୁମ ରହିଛି ଗୋଟିଏ କପଡ଼ା ନେଇ କିଛି ଧାନ , ସୋରିଷ, ଗହମ, ଡାଲି, ଓ କଳାଜିରା କୁ ବାନ୍ଧି ରଖିଦିଅନ୍ତୁ ଯାହା ଫଳରେ ଆପଣଙ୍କ ଘରର ମଙ୍ଗଳ ହେବ |
4. ସ୍ତ୍ରୀ ଲୋକ ମାନେ ତ ପ୍ରତେକ ଦିନ ସିନ୍ଦୁର ପିନ୍ଧିଥାନ୍ତି, ଆଉ ମନେ ରଖିବେ ସିନ୍ଦୁର ସବୁବେଳେ ମଝିରେ ସୀତା କରି ପିନ୍ଧିବେ, ଆପଣ ମୁଣ୍ଡର ସାଇଡ ରେ ମଧ୍ୟ ସୀତା କରନ୍ତୁ କିନ୍ତୁ ମଝିରେ ପିନ୍ଧିବେ, ତେବେ ଆପଣଙ୍କର ସ୍ୱାମୀର ଆୟୁଷ ବୃଦ୍ଧି ପାଇବ |
5.ଶନିଦେବଙ୍କ ମୂର୍ତ୍ତି କେବଳ ମନ୍ଦିରରେ ହି ପୂଜା ପାଇବା ଉଚିତ, ଶନିଦେବଙ୍କୁ ମୂର୍ତ୍ତିକୁ କେବେବି ଭୁଲରେ ବି ଘରେ ରଖି ପୂଜା କରିବା କଥା ନୁହେଁ, ସେପରି କରିଲେ ଆପଣଙ୍କ ଜୀବନରେ ଘୋର ଅନର୍ଥ ଘଟିବ , ଆଉ ଦୁଃଖ କଷ୍ଟରେ ଦିନ ବିତିବ |
6.ଯଦି ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି କାହାରି ସହିତ କାହାରି ମନ ମିଶୁନି, ସବୁବେଳେ ମନ ଫଟା ଫୋଟି ରହୁଛି ତାହେଲେ ଆପଣ ତନ୍ତ୍ର ଶାସ୍ତ୍ରରେ ଥିବା ଗୋଟିଏ କାମ କରନ୍ତୁ, ଶନିବାର ଦିନ ଗୋଟିଏ ବଉଳ ଗଛକୁ ସାତ ଥର ପ୍ରଦକ୍ଷଣ କରନ୍ତୁ, ଆଉ ସେହି ଗଛର ଚେରକୁ ନେଇକି ଘରେ ରଖନ୍ତୁ ସବୁ ଅନର୍ଥ ଦୂର ହେଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।