କୋଣାର୍କ ଗଣନାଟ୍ୟ ନୂଆ ଗୀତ ” Jhulre Jhul ” ଗୀତରେ ଜବରଦସ୍ତ Hot ଡ୍ୟାନ୍ସ କଲେ ଡ୍ୟାନ୍ସର… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…
ଆପଣ ମାନେ ସମସ୍ତେ ଫିଲ୍ମ ଜଗତକୁ ଯେମିତି ଭଲ ପାଇଥାନ୍ତି, ଠିକ ସେହିପରି ଯାତ୍ରା କୁ ବି ପସନ୍ଦ କରିଥାନ୍ତି, ବିଶେଷ କରି ଯଦି ଆମେ ମାନେ ପୁରୁଣା ଯୁଗର ଅର୍ଥାତ ବୟସ୍କ ବ୍ୟକ୍ତି ମାନଙ୍କର କଥା ଦେଖିବା ତାହେଲେ ଆମେ ମାନେ ଜାଣିପାରିବା କି ସେମାନେ ଯାତ୍ରା ଜଗତକୁ କେତେ ମାତ୍ରା ରେ ପସନ୍ଦ କରନ୍ତି , ତାହା ସହିତ ଆମେ ମାନେ ଜାଣିପାରିବା କି ସେମାନେ ଯାତ୍ରାରେ କାମ କରୁଥିବା ଲୋକ ମାନଙ୍କୁ ମଧ୍ୟ କେତେ ଭଲ ପାଇଥାନ୍ତି |
ସେ ଫିଲ୍ମ ହେଉ ଵା ଯାତ୍ରା ସବୁବେଳେ କଳାକାର ମାନେ ଚାହିଁଥାନ୍ତି କି ସେମାନଙ୍କର ପାଖରେ ଥିବା ଟେଲେଣ୍ଟ କୁ ସେମାନେ ଲୋକ ମାନଙ୍କ ସାମ୍ନାକୁ କିପରି ଆଣିବେ ଆଉ ତାଙ୍କର ପ୍ରତିଭାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିବେ ।
ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମନୋରଂଜନ ର ସୁରାକ। ଯାତ୍ରା ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଜବରଦସ୍ତ ଆଙ୍କରିଁ।ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ।
ଆଉ ଯାତ୍ରାର ନାଟକ ଆରମ୍ଭ ହେବାପରେ ନାଟକରେ ରହିଥାଏ ଡାନ୍ସ। ଏହାକୁ ବେକ ଷ୍ଟେଜ ରେ ଗାଇଥାନ୍ତି ଗାୟକ ଗାୟିକା।ଯାତ୍ରା ରେ ସଙ୍ଗୀତକାର ମାନେ ଗାଉଥିବା ଏହିସବୁ ଗୀତକୁ ଆପଣ ନିଶ୍ଚୟ ଶୁଣିଥିବେ।ଏହା ଏକ ଭିନ୍ନ ଧରଣର ଗାୟିକି ଅଟେ।ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ।ଯାହାକୁ ଶୁଣି ହସି ହସି ଗଡି ଯାଆନ୍ତି ଦର୍ଶକ । କାରଣ ବହୁତ୍ ମଜାଦାର ଢଙ୍ଗରେ ଉଭୟ ମେଲ୍ ଏବଂ ଫିମେଲ ଆଙ୍କର ଏହାକୁ ଉପସ୍ଥାପନ କରିଥାନ୍ତି।
ଆଉ ତାପରେ ଜବରଦସ୍ତ ଡାନ୍ସ ମଧ୍ୟ ମଝିରେ ମଝିରେ ଦେଖିବାକୁ ମିଳିଥାଏ।ଏହାକୁ ଦେଖିବାକୁ ଏବଂ ମଜା ନେବାକୁ ବି ଦର୍ଶଙ୍କର ମନରେ ଏକ ଭିନ୍ନ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥାଏ। ଯାତ୍ରା ର କାହାଣୀ ଚାଲୁଥିବା ବେଳେ ମଧ୍ୟ ଯାତ୍ରା ଭିତରେ ନାୟକ ନାୟିକା ଙ୍କ ଭିତରେ ଡାନ୍ସ ଚାଲିଥାଏ। ଆଉ ତାର ଗୀତକୁ ଗାଇଥାନ୍ତି ଗାୟକ ଗାୟିକା ମାନେ।ସେହିଭଳି କୋଣାର୍କ ଗଣନାଟ୍ୟ ର ଏକ ଅପେରାର ଏକ ଡାନ୍ସ ର ଗୀତକୁ ଶୁଣିବାକୁ ମିଳୁଛି। ଯାହାର ଭିଡିଓ ଆପଣ ଏଠାରେ ଦେଖିବାକୁ ପାଇବେ।ଏହି ଗୀତଟି ହେଉଛି, ତୋ ବିନା ମୁଁ ଅଧା ଅଧା। ଏହାକୁ ଉଭୟ ସିଙ୍ଗର ବେକ ଷ୍ଟେଜ ରେ ବସି ଗାଉଛନ୍ତି।
ତେବେ ଏହା ହେଉଛି କୋଣାର୍କ ଗଣନାଟ୍ୟ ର ନୂଆ ସଙ୍ଗୀତ। ଯାହାକୁ ଶୁଣି ବହୁତ୍ ଖୁସି ଲାଗୁଛି। ଆପଣ ଏହାକୁ ଦେଖି ନିଶ୍ଚିତ ଖୁସି ହେବେ। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି।ଏକ କୁନି ପିଲାକୁ କୋଳରେ ଧରିଛି ମା ଏବଂ ତା ପାଇଁ ଗାଉଛି ଏହି ଗୀତ। ଆଉ ତାକୁ ନେବା ପାଇଁ, ଦେଖିବା ପାଇଁ କେତେ ଖୁସି ହେଉଛନ୍ତି ତାର ନିଜ ଲୋକ ମାନେ ତାହା ଆପଣ ଏହି ଭିଡିଓ ରେ ଏଠାରେ ଦେଖିବାକୁ ପାଇବେ। ତେବେ କୋଣାର୍କ ଗଣନାଟ୍ୟ ର ଏହି ନୂଆ ଯାତ୍ରା ସଙ୍ଗୀତ ଆପଣଙ୍କୁ ବି ନିଶ୍ଚିତ ଭଲ ଲାଗିବ।