ଝିଅମାନେ କେତେ ସମୟ ( ଶାରୀରିକ ସମ୍ବନ୍ଧ ) – ରଖିବାକୁ ଇଚ୍ଛା କରନ୍ତି

ଆଜି ଆମେ ଜାଣିବା ଝିଅ ମାନେ କେତେ ସମୟ ଶାରିରୀକ ସମ୍ପର୍କ ରଖିବା ପାଇଁ ଇଚ୍ଛା କରି ଥାଆନ୍ତି । ସାଧାରଣ ମହିଳା ମାନେ ଏହି କଥା କୁ ଚିନ୍ତା ରେ ପଡି ଯାଇ ଥାଆନ୍ତି କାରଣ ତାଙ୍କ ପୁରୁଷ ସାଥି ତାଙ୍କ ସହିତ ଅଧିକ ସମୟ ଦେଇ ପାରନ୍ତି ନାହିଁ। ତେବେ ଏହି କାରଣ ପାଇଁ ଉଭୟ ମହିଳା ଓ ପୁରୁଷ ଚିନ୍ତା ରେ ପଡି ଥାଆନ୍ତି କିମ୍ବା ଦ୍ଵନ୍ଦ ରେ ରହି ଥାଆନ୍ତି । ଯାହା ଫଳରେ ମହିଳା ମାନେ ଅନ୍ତରଙ୍ଗ ମୁହୂର୍ତ୍ତ ର ସୁଖ ଠିକ୍ ଭାବେ ଅନୁଭବ କରି ପାରନ୍ତି ନାହିଁ ।

ଆପଣ ମାନେ ଏହା ଜାଣି ରଖିବା ଦରକାର ଯେ କେତେ ସମୟ ଜାଏ ଶାରିରୀକ ସମ୍ପର୍କ ରଖିବା ଉଚିତ୍ । ତେବେ ଶାରିରୀକ ସମ୍ପର୍କ ରଖିବା ପୂର୍ବରୁ ଲୋକ ମାନେ ଏହି ବିଷୟ ରେ କମ୍ କଥା କହି ଥାଆନ୍ତି ।

ଏହା ଛଡ଼ା ଏହା ସହିତ ସମସ୍ତ କାରଣ ବିଷୟ ରେ ସମସ୍ତେ ଅବଗତ ନୁହଁନ୍ତି।। ଏଥି ପାଇଁ ଏକ ସର୍ଭେ କରାଯାଇ ଥିଲା । ଏହି ସର୍ଭେ ରେ ଆମେରିକା , UK , USA ର 4000 ପୁରୁଷ ଓ ମହିଳା ମାନଙ୍କୁ ସାମିଲ କରାଯାଇ ଥିଲା । ସର୍ଭେ ର ଉଦ୍ଦେଶ୍ୟ ଥିଲା ଯୌନ ସମ୍ପର୍କ ବିଷୟରେ ଜାଣିବା ଓ ଅଧିକ ତଥ୍ୟ ଲୋକ ଲୋଚନ କୁ ଆଣିବା । ଏହି ସର୍ଭେ ରେ ପୁରୁଷ ଓ ମହିଳା ମାନଙ୍କ ବୟସ 18-35 ରଖା ଯାଇଥିଲା ।

ଏଥିରେ ସେମାନଙ୍କୁ ଦୁଇଟି ପ୍ରଶ୍ନ କରାଯାଇ ଥିଲା । ପ୍ରଥମ ପ୍ରଶ୍ନ ଥିଲା ଯେ ସେ କେତେ ସମୟ ଶାରିରୀକ ସମ୍ପର୍କ ରଖି ପାରିବେ । ଦ୍ଵିତୀୟ ପ୍ରଶ୍ନ ଥିଲା ଏ କାମ ରେ ଖୁସି ପାଇବା ପାଇଁ ତାଙ୍କୁ କେତେ ସମୟ ଦରକାର । ଏହି ସର୍ଭେ ରେ ସାମିଲ୍ ଥିବା ମହିଳା ମାନଙ୍କ କହିବା ଅନୁସାରେ ସେ ଏହି ପାଇଁ 25.51 ସେକେଣ୍ଡ ଦରକାର ।

ଏତିକି ସମୟ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ସେ ଚରମ ତୃପ୍ତି ଅନୁଭବ କରି ପାରନ୍ତି । ପୁରୁଷ ମାନଙ୍କ କହିବା ଅନୁସାରେ ଏହି ସମୟ 24.43 ସେକେଣ୍ଡ ହେବା ଦରକାର । ଏହି ପ୍ରସଙ୍ଗ ରେ ମହିଳା ମାନେ କହି ଥିଲେ ଯେ ତାଙ୍କ ପାର୍ଟନର କେବଳ 11-12 ମିନିଟ୍ ଜାଏ ଏହି ସମ୍ପର୍କ ତାଙ୍କ ସହିତ ସ୍ଥାପନ କରି ଥାଆନ୍ତି ।

ଏଥିରେ ଆଉ ଏକ ତଥ୍ୟ ସାମ୍ନା କୁ ଆସିଥିଲା ଯେ ଏଥିରେ ବୟସ ଓ ଅଭିଜ୍ଞତା ର ପ୍ରଭାବ ଥାଏ । ଅନଭିଜ୍ଞ ଥିବା ମହିଳା ମାନଙ୍କୁ ଶାନ୍ତି ପାଇବା ପାଇଁ 5-6 ମିନିଟ୍ ଲାଗୁ ଥିବା ବେଳେ ଅଭିଜ୍ଞ ମହିଳା ମାନଙ୍କୁ 11-14 ମିନିଟ୍ । ଶାରିରୀକ ସମ୍ପର୍କ ରଖିବା ପାଇଁ ମହିଳା ଓ ପୁରୁଷ ମାନଙ୍କ ର ପସନ୍ଦ ଭିନ୍ନ ଭିନ୍ନ ହୋଇ ଥାଏ ।

ତେବେ ପୁରୁଷ ମାନଙ୍କୁ ଶାରିରୀକ ସମ୍ପର୍କ ରଖିବା ପାଇଁ ରାତି ସମୟ ଭଲ ଲାଗୁଥିବ ବେଳେ ମହିଳା ମାନଙ୍କୁ ଏହି ସମୟ ରେ କ୍ଲାନ୍ତ ଅନୁଭବ ହୁଏ । ମହିଳା ମାନଙ୍କୁ ଭୋର୍ 3-6 ଭିତରେ ଏହି ସମ୍ପର୍କ ରଖିବା ପାଇଁ ଚାହିଁ ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।