ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । ଝିଅଟି ଏକା ବସି ଭୟଙ୍କର ଜଙ୍ଗଲରେ ତପସ୍ୟା କରୁଚି, ଭିଡ଼ିଓ ଟି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

ନବରଙ୍ଗପୁର ଜିଲ୍ଲା ଉପର୍କୁଟୁ ପୋଡଗଡ ପର୍ବତ ମାଳା । ପାହାଡ ର ଏକ ସ୍ଥାନ ରେ ଏକ ତ୍ରିଶୂଲ ସହ ପ୍ରଭୁ ଶିବ ଓ ମାତା ପାର୍ବତୀ ଙ୍କ ମୂର୍ତ୍ତି ରଖି ପୂଜା କରାଯାଉ ଅଛି । ବହୁତ୍ ସମୟ ରେ ନଡିଆ ଭାଙ୍ଗିବା ମଧ୍ୟ ଦେଖିବାକୁ ମିଳିଛି । କିଛି ଖିଆ ପିଆ ନକରି ଜଣେ ଯୁବତୀ ଏଠି ଦୀର୍ଘ ଚାରି ଦିନ ଧରି ଧ୍ୟାନ ହେବ ତପସ୍ୟା କରୁଛନ୍ତି । ଯୁବତୀ ଜଣଙ୍କ ଅମରକୁଟ ନିକଟ ଧାମରାଗୁଣ୍ଡା ଗାଁ ର । ଏମିତି ୨୧ ଦିନ ପର୍ଯ୍ୟନ୍ତ ସେ ତପସ୍ୟା ରେ ବସିବେ ।

ତେବେ ଗ୍ରାମବାସୀ ଙ୍କ କହିବା ଅନୁସାରେ ଯୁବତୀ ଜଣଙ୍କୁ ସେଠାରେ କୌଣସି ଏକ ବାବା ଆଣି ବସାଇ ଅଛନ୍ତି।

ବାଘ ଭାଲୁ ପରି ଅନ୍ୟାନ୍ୟ ଅନେକ ଜଙ୍ଗଲି ଭୟଙ୍କର ଜନ୍ତୁ ଥିବା ସତ୍ଵ ମଧ୍ୟ ସେ ଏଠାରେ କାହାରିକୁ ଭୟ ନକରି ଆସି ବସି ଅଛନ୍ତ୍ତି ଓ ତପସ୍ୟା କରୁ ଅଛନ୍ତି । ତେବେ ସେ ହଠାତ୍ ଦିନେ ଘରୁ ବାହାରି ଆସି ଥିଲେ । ଆସିବା ସମୟ ରେ ଘରେ ପଚାରି ଥିଲେ କୁଆଡ଼େ ଯାଉଛୁ ଝିଅ , ଝିଅ ଟି ଖାଲି ଉତ୍ତର ଦେଇ ଥିଲେ ସେଠାକୁ ଯିବି ସେ ମତେ ଡାକି ।

ତେବେ ଘରେ ଆଶ୍ଚର୍ଯ୍ୟ ହୋଇ ପୁଣି ଥରେ ପଚାରିବାରୁ କିଏ ଡାକିଛି ଯୁବତୀ କହି ଥିଲେ ଭୋଳା ବାବା ଓ ଏତିକି କହି ସେଠାରୁ ଚାଲି ଆସି ଥିଲେ । ପାହାଡ ପର୍ବତ ଭରା ସବୁଜ ବନ ଘନ ଜଙ୍ଗଲ ଏହାର ପରିବେଶ ର ସୌନ୍ଦର୍ଯ୍ୟ କୁ ଦୁଇ ଗୁଣିତ କରୁ ଅଛି ।

ଏହି ପାହାଡ଼ ନିକଟ ରେ ଅନେକ ଆଖ ପାଖ ଅଞ୍ଚଳ ର ଲୋକ ମାନଙ୍କ ର ଭିଡ଼ ଦେଖିବା ପାଇଁ ମିଳିଛି । ତେବେ ଆଜି ର ଆଧୁନିକ ଯୁଗ ରେ ମଧ୍ୟ ଲୋକ ମାନଙ୍କ ର ଅନ୍ଧ ବିଶ୍ବାସ ଭରି ରହିଛି । କିନ୍ତୁ ଝିଅ ଟି ର ଭଗବାନ ପ୍ରତି ଏତେ ବିଶ୍ୱାସ ଦେଖିଲେ ବିଶ୍ୱାସ କରି ହେଉ ନାହିଁ । ସତରେ ଯେମିତି ତପସ୍ୟା କରିବା ଦ୍ଵାରା ଭଗବାନ ତାର ମନ ବାଞ୍ଛା କୁ ପୁରଣ କରିବେ ।

ତେବେ ଯୁବତୀ ର ଘର ଲୋକ ମଧ୍ୟ ଆସି ଝିଅ କୁ ଦେଖି ଯାଇ ସାରିଛନ୍ତି । ଯୁବତୀ ଜଣଙ୍କ କାହାରି ସହିତ କିଛି ମଧ୍ୟ କଥା ହେଉ ନାହାନ୍ତି । ଚାରି ଦିନ ଧରି ତପସ୍ୟା କରିଛନ୍ତି ପ୍ରଭୁ ଭୋଳନଥ ଙ୍କୁ ।

ବିନା କୌଣସି ଜଳ ଅନ୍ନ ପ୍ରାପ୍ତି ନକରି ଏକା ଝିଅ ଜଙ୍ଗଲ ରେ ବ୍ୟତୀତ କରିବା କୌଣସି ସାଧାରଣ କଥା ନୁହେ । ପୁଣି ଗ୍ରାମ ବାସି ଙ୍କ ସୂଚନା ଅନୁସାରେ ଜଙ୍ଗଲ ରେ ଭୟଙ୍କର ପଶୁ ମଧ୍ୟ ଅଛନ୍ତି। ଏହା ଯୁବତୀ ଜଣଙ୍କ ର ଭଗବାନ ଙ୍କ ପ୍ରତି ଅପାର ଭକ୍ତି ଓ ବିଶ୍ୱାସ ଯାହା ଦ୍ଵାରା ସେ ଆସି ଏଠାରେ ତପସ୍ୟା କରୁଚି । ଆଜି କାଲି ର ଇଣ୍ଟର୍ନେଟ୍ ଯୁଗ ରେ ଏହି ସବୁ ଜିନିଷ ଅନ୍ଧବିଶ୍ୱାସ ଲାଗି ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।