Duble Meaning Question – ଝିଅ ଚାଲିଲେ ତା’ର କେଉଁ ୨ଟି ଜିନିଷ ହଲିଥାଏ ? ସେଇଟା କ’ଣ ଉତର ଦେଇ କି ଦେଖାଅ ?
ବନ୍ଧୁଗଣ ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ। ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।
ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର 90 ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ।
ପ୍ରଶ୍ନ ୧- କବାଟ ପଡିଲେ ଦିନ ବି ଅନ୍ଧାର, କବାଟ ଖୋଲିଲେ ପୃଥିବୀ ସୁନ୍ଦର ?
ଉତ୍ତର: ଆଖି
ପ୍ରଶ୍ନ ୨- ତାହା ସମୁଦ୍ର ନୁହଁ କିନ୍ତୁ ଏମିତି କେଉଁ ଜିନିଷ ରହିଛି ଯାହା କେବେ ମଧ୍ୟ ସୁଖେ ନାହିଁ?
ଉତ୍ତର – ଜିଭ। ଏହା ସବୁବେଳେ ଓଦା ରହିଥାଏ।
ପ୍ରଶ୍ନ ୩- ମାଠାରୁ ପୁଅ ହୋଇଲା ଜାତ କ୍ଷୀର ନ ଖାଉଣୁ ଖାଇଲା ଭାତ, ମା କୁ ସେ ପୁଅ ଛୁଇଁବ ନାହି ଛୁଇଁଲେ ସେ ପୁଅ ରହିବ ନାହିଁ?
ଉତ୍ତର- ଲୁଣ। ଆପଣ ଏହାର ଉତ୍ତର କଣ ଭାବିଥିଲେ କୁହନ୍ତୁ।
ପ୍ରଶ୍ନ ୪- ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇବା ପୂର୍ବରୁ ଦେଖା ଯାଏ ନାହିଁ ?
ଉତ୍ତର – ଧୋକା
ପ୍ରଶ୍ନ ୫-ଝିଅ ଚାଲିଲେ ତାର ୨ ଟି ଜିନିଷ ହଲିଥାଏ ? ସେଇଟା କ’ଣ
ଉତ୍ତର – କାନ ଫୁଲ
ପ୍ରଶ୍ନ ୬- ଶରୀର ରୁ କେଉଁ ଅଂଶରୁ ଝାଳ ବୋହେ ନାହିଁ ?
ଉତ୍ତର – ଓଠ, ଏଠାରୁ କେବେ ଝାଳ ବୋହି ନଥାଏ।
ପ୍ରଶ୍ନ୭- ଏମିତି କଣ ସେଇଟା ଯାହା ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ / ଜୁଆଁ କଦଳୀ
ପ୍ରଶ୍ନ୮- ତାହା ସମୁଦ୍ର ନୁହଁ କିନ୍ତୁ ଏମିତି କେଉଁ ଜିନିଷ ରହିଛି ଯାହା କେବେ ମଧ୍ୟ ସୁଖେ ନାହିଁ?
ଉତ୍ତର – ଜିଭ।ଏହା ସବୁବେଳେ ଓଦା ରହିଥାଏ।
ପ୍ରଶ୍ନ୯- ଏମିତି କେଉଁ ଜିନିଷ ରହିଛି ଯାହା ର ଗୋଡ ଅଛି କିନ୍ତୁ ସିଏ ଚାଲି ପାରେ ନାହିଁ?
ଉତ୍ତର – ପ୍ୟାଣ୍ଟ,ଏହାର ଗୋଡ ଥାଇ ମଧ୍ୟ କେବେ ଚାଲି ପାରି ନଥାଏ।
ପ୍ରଶ୍ନ ୧୦- ଯୁବତୀ ର କେଉଁ ଜିନିଷ କୁ ସେ ନିଜେ ବ୍ୟବହାର କରି ନଥାଏ, ଏହାକୁ ଅନ୍ୟମାନେ ବିଭିନ୍ନ ଉପାୟରେ ବ୍ୟବହାର କରନ୍ତି?
ଉତ୍ତର – ନିଜର ନାମ ।ଏହାକୁ ଅନ୍ୟ ମାନେ ବ୍ୟବହାର କରନ୍ତି।
ଏହିଭଳି ଅନେକ ମଜାଦାର ପ୍ରଶ୍ନ ରହିଥାଏ, ଯାହାର ଉତ୍ତର ଦେବାକୁ ଆମକୁ ସାମାନ୍ୟ ସମସ୍ୟା ହୋଇଥାଏ। କିନ୍ତୁ ଉତ୍ତର ବହୁତ ସହଜ ହୋଇଥାଏ। ଏଥିପାଇଁ ଆପଣଙ୍କ ଉପସ୍ଥିତ ବୁଦ୍ଧି ହିଁ ଆପଣଙ୍କୁ ସାହାଯ୍ୟ କରିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।