ଝିଅ ନାଁ ରେ ଥାନାରେ ଏତଲା ଦେଲା ବାପା ,କହିଲେ ବାହାଘର ସମୟରେ ଦେଇଥିବା ସବୁ ଯୌତୁକ ଫେରା

ସଂସାର ରେ ବାପା ଝିଅ ର ସମ୍ପର୍କ ବହୁତ ନିବିଡ଼ ହୋଇଥାନ୍ତି। କିନ୍ତୁ ବାପା ମନ ବା ହୃଦୟ ଯେତିକି ବଡ ହୋଇଥାଏ। ସେତିକି ଛୋଟ ହୋଇଥାଏ। କିନ୍ତୁ ବାପା ଯେତେବେଳେ ରାଗି ଯାଆନ୍ତି। ସେ କିଛି ବୁଝିନାହାନ୍ତି। ସେହିପରି ଏକ ଘଟଣା ଘଟିଛି। ବାପା ଝିଅ ନାମ ରେ ଥାନା ରେ ଏତଲା ଦେଲା କହିଲେ ବାହାଗର ସମୟ ରେ ଦେଇଥିବା ସବୁ ଯୌତୁକ ଫେରା।

ବିଚାରପତି ହେଲେ ଜଳଖିଆ ଦୋକାନୀଙ୍କ ଝିଅ ।ଯିଏ ଦିନେ ସରକାରୀ ଓକିଲ ହୋଇ ବିଚାରପତିଙ୍କ ଆଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଥିଲେ ଏବେ ବିଚାରପତି ଆସନରେ ବସିବା ପାଇଁ ଯାଉଛନ୍ତି। ଲୋକଙ୍କ ପାଇଁ ଲଢେଇ କରୁଥିଲେ ଆଜି ଲୋକଙ୍କୁ ନ୍ୟାୟ ଦେବେ। ଇଏ ହେଉଛନ୍ତି ବାରିପଦାର ସୁନା ଝିଅ ଅନୁଶ୍ରୀ ଜେନା।

ଓଜେଏସ୍‌ ପରୀକ୍ଷାରେ ୧୪ତମ ସ୍ଥାନ ଅଧିକାର କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଅନୁଶ୍ରୀ ଜେନା।ସଂସାର ରେ ବାପା ଝିଅ ର ସମ୍ପର୍କ ବହୁତ ନିବିଡ଼ ହୋଇଥାନ୍ତି। କିନ୍ତୁ ବାପା ମନ ବା ହୃଦୟ ଯେତିକି ବଡ ହୋଇଥାଏ। ସେତିକି ଛୋଟ ହୋଇଥାଏ। କିନ୍ତୁ ବାପା ଯେତେବେଳେ ରାଗି ଯାଆନ୍ତି। ସେ କିଛି ବୁଝିନାହାନ୍ତି। ସେହିପରି ଏକ ଘଟଣା ଘଟିଛି। ବାପା ଝିଅ ନାମ ରେ ଥାନା ରେ ଏତଲା ଦେଲା କହିଲେ ବାହାଗର ସମୟ ରେ ଦେଇଥିବା ସବୁ ଯୌତୁକ ଫେରା

ଅନୁଶ୍ରୀ ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ବାରିପଦା ଲ’ କଲେଜରେ ପଢ଼ିଥିଲେ। ୨୦୧୬ ମସିହାରେ ସେ କଲେଜ ଟପ୍ପର ହେଲେ। ଲ’ ପାସ୍‌ କରିବା ପରେ ଓଜେଏସ୍‌ ପରୀକ୍ଷା ଦେବା ପାଇଁ ସାଙ୍ଗ ସାଥୀ ଓ ଗୁରୁଜନମାନେ ପରାମର୍ଶ ଦେଲେ। ପରିବାରର ଅଭାବ ସତ୍ତ୍ୱେ ଗୋଟିଏ ବର୍ଷ କଟକରେ କୋଚିଂ ନେଇଥିଲେ ଅନୁଶ୍ରୀ।ପରେ ଅନୁଶ୍ରୀ ଘରକୁ ଫେରିଆସିଓକିଲାତି କରିବାକୁ ମନ ବଳାଇ ଥିଲେ।

ଗତ ୫ ବର୍ଷ ହେଲା ସେ ବାରିପଦା ଏଡିଜେଏମ୍‌ କୋର୍ଟରେ ସରକାରୀ ଆଇନଜୀବୀ ଭାବରେ କାର୍ଯ୍ୟ କରି ଆସୁଛନ୍ତିସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାରେ ଲାଗିଛି , ତେବେ ବର୍ତ୍ତମାନ ବିବାହ ଫାଂକ୍ସନ ରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଯୁବକ ଜଣଙ୍କର ତାଙ୍କର ଡାନ୍ସ ମାଧ୍ୟମରେ ସମସ୍ତଙ୍କର ମନକୁ ଆକୃଷ୍ଟ କରେଇବାକୁ ଲାଗିଛନ୍ତି ଓ ସମସ୍ତଙ୍କର ମନକୁ ମଧ୍ୟ କିଣି ନେଉଥିବାର ଦେଖିବାକୁ ମିଳିଛି |

ତେବେ ସାଧାରଣତଃ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯେତେବେଳେ ବାହାଘର ସିଜିନ ଆସେ ଆଉ ଘରେ ଗୋଟିଏ ବାହାଘର ଫାଂକ୍ସନ ଟେ ହୋଇଥାଏ ସେତେବେଳେ ସମସ୍ତେ ଆଗ୍ରହୀ ହୋଇ ଯାଇଥାନ୍ତି ଡାନ୍ସ କୁ ନେଇକି | ତାହେଲେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଠି ସୁନ୍ଦର ଭାବରେ ଯୁବକ ଜଣଙ୍କ ଡାନ୍ସ କରୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |