IAS ପ୍ରଶ୍ନ – ଝିଅଙ୍କର କେଉଁ ଜିନିଷ ଗାଧୋଇବା ବେଳେ ଛୋଟ ହୋଇଯାଏ ? ଯାହାର ଉତ୍ତର ୯୯% ଲୋକ ଜାଣି ନାହାନ୍ତି, ବୁଦ୍ଧିମାନ ବ୍ୟକ୍ତି ହିଁ ଉତ୍ତର ଦେଇ ପାରିବ ?

ଆସନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ l ଆପଣ ମାନେ ସଦା ସର୍ବଦା କିଛି ପ୍ରଶ୍ନ ର ଉତ୍ତର ଦେଉଥିବେ ଓ ଅଧୟନ କରୁଥିବେ ଏବଂ କିଛି ପ୍ରଶ୍ନ ର ଉତ୍ତର ଜାଣିବା ପାଇଁ ମଧ୍ୟ ଚହିଁଥାନ୍ତି l ଏବେକା ସମୟରେ ସବୁବେଳେ ବିଷୟ ରେ କମ୍ପିଡିସନ ହେଉଛି l କିଛି ଲୋକ ଜୀବନରେ ବହୁତ ଜଲ୍ଦି ସଫଳତା ପାଇଥାନ୍ତି ତୋ କିଛି ଲୋକ ବହୁତ କଷ୍ଟ କରିବା ସ୍ୱତେ ସଫଳତା ମିଳୁନାଇଁ l ସଫଳତା ପାଇବା ପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ l ସେହି କଷ୍ଟ କୁ ସଫଳତା ଇ ପହଞ୍ଚେଇବା କୁ ହେଲେ ଆମକୁ ବହୁତ ପ୍ରଶ୍ନ ର ଉତ୍ତର ଜାଣିବାକୁ ପଡିବ l

ସର୍ବଦା ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରି ନିଜର ଜ୍ଞାନ ର ସୀମା କୁ ସଂକୁଚିତ କରନ୍ତୁ ନାଇଁ l ତେବେ ଆଜି ଆମେ ଅପାଙ୍କର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିଵା ପାଇଁ କିଛି ପ୍ରଶ୍ନ ବିଷୟରେ ଆଲୋଚନା କରିବା l ଯାହା ଦ୍ୱାରା ଆପଣଙ୍କ ର ଜ୍ଞାନ ର ସୀମା ବୃଦ୍ଧି ହେବ l

1. ଝିଅ ମାନଙ୍କର କେଉଁ ଜିନିଷ ଗାଧୋଇଲା ବେଳେ ଛୋଟ ହୋଇ ଯାଏ ?
ଉତ୍ତର. ସାବୁନ l

2:-କେଉଁ ଜୀବ ର ଚାରୋଟି ପାକସ୍ଥଳୀ ଥାଏ ?
ଉତ୍ତର :- ଗାଈ
ମଣିଷ, ପଶୁ, ପକ୍ଷୀ ମାନଙ୍କ ର ଗୋଟିଏ ଗୋଟିଏ ପାକସ୍ଥଳୀ ଥାଏ l କିନ୍ତୁ ଗାଈ ର ଚାରୋଟି ପାକସ୍ଥଳୀ ଅଛି l

3:- କେଉଁ ଜୀବ ତିନି ବର୍ଷ ଶୁଏ ?
ଉତ୍ତର :- ଗେଣ୍ଡା
ଗେଣ୍ଡା ଯାହାକି ତିନି ବର୍ଷ ସୋଇଥାଏ l

4:- କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର :- ଘୋଡା
ମୁଖ୍ୟତଃ ପ୍ରାୟ ସବୁ ଜୀବ, ଜନ୍ତୁ ସୋଇଥାନ୍ତି କିନ୍ତୁ ଘୋଡା ଯିଏକି ସବୁବେଳେ ଛିଡା ହୋଇ ସୋଇଥାଏ l

5:-କେଉଁ ଜୀବ ଶୁଏ ନାହିଁ ?
ଉତ୍ତର :- ପିମ୍ପୁଡି
ହଁ ଆଜ୍ଞା ଆପଣ ଜାଣିଥିବେ ଯେ ପିମ୍ପୁଡି ସବୁବେଳେ କର୍ମ ତତ୍ପର ହୋଇଥାଏ l ତେଣୁ ସେ କେବେବି ସୋଇ ନଥାଏ l

6:- କେଉଁ ଜୀବ 100 ଟି ଶବ୍ଦ କରେ ?
ଉତ୍ତର :- ବିରାଡ଼ି
ପ୍ରାୟ ସବୁ ଜୀବ କିଛିନା କିଛି ଶବ୍ଦ କରିଥାନ୍ତି l କିନ୍ତୁ ବିରାଡ଼ି 100 ଟି ଶବ୍ଦ କରିଥାଏ l ଏବଂ କୁକୁର ମାତ୍ର 10ଟି ଶବ୍ଦ କରେ l

7:-କେଉଁ ଜୀବ ପାଟି ରେ ଚାଲିଥାଏ l
ଉତ୍ତର :- ଗେଣ୍ଡା
ଗେଣ୍ଡା ଯାହା କି ସିଏ ପାଟି ରେ ଚଳ ପ୍ରଚଳ କରେ l

8:- କେଉଁ ଜୀବ ର ରକ୍ତ ନୀଳ ଅଟେ ?
ଉତ୍ତର :-ଝିଣ୍ଟିକା l

9:-ସବୁଠାରୁ ଅଧିକ ଭୂମି କୋମ୍ପ କେଉଁ ଦେଶରେ ହାଇଥାଏ ?
ଉତ୍ତର :- ଜାପାନ

10:-ବିଶ୍ୱର ସବୁଠାରୁ ସୁନ୍ଦର ସହର ନାମ କଣ ?
ଉତ୍ତର :- ପ୍ୟାରିସ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।