ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଅଟନ୍ତି ଏବଂ ସେମାନଙ୍କ personality କିପରି

ଯଦି କୌଣସି ପୁଅ ଗୋଟିଏ ଝିଅ ସହିତ ବନ୍ଧୁତା କରିବା ପାଇଁ ଚେଷ୍ଟା କରି ଥାଏ ତା ମନରେ ବହୁତ୍ ପ୍ରଶ୍ନ ଥାଏ ଯେ ସେ ଝିଅ କୁ କେମିତି ପୁଅ ପସନ୍ଦ , କେମିତି ଗୁଣ ଥିବା ପସନ୍ଦ ଆଦି । ତେବେ ଆଜି ଆମେ ଏମିତି ଏକ ଗୁପ୍ତ ଉପାୟ ବିଷୟ ରେ ଜାଣିବା ଯାହା ଦ୍ଵାରା ଝିଅ ମାନଂକ ମନ କଥା ସହଜ ରେ ଜାଣି ପାରିବେ ।

ସବୁ ବ୍ୟକ୍ତି ମାନଂକ ର ସ୍ଵଭାବ ଅଲଗା ଅଲଗା ହୋଇ ଥାଏ । ସେହି ପରି ଶୋଇବା ଶୈଳୀ ମଧ୍ୟ ଅଲଗା ହୋଇ ଥାଏ ।

ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଆମେ ଜାଣି ପାରିବା ତାଙ୍କୁ କେଉଁ ଭଳି ପୁଅ ପସନ୍ଦ ହୋଇଥାଏ । ସେମାନଙ୍କ ର କଣ ସ୍ଵଭାବ ହୋଇଥାଏ ମଧ୍ୟ ଜାଣି ପାରିବା ।ଏହା ସହିତ ଆପଣଙ୍କ ର ପ୍ରେମିକା ର କିପରି ସ୍ଵଭାବ ସେହି ବିଷୟ ରେ ମଧ୍ୟ ଆପଣ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ।

1- ସିଧା ଶୋଇବା , ବହୁତ୍ କମ୍ ଝିଅ ଥାଆନ୍ତି ଯେଉଁ ମାନେ ସିଧା ହୋଇ ଶୋଇ ଥାଆନ୍ତି। ଏହି ଝିଅ ମାନେ ଯେଉଁ ସ୍ବପ୍ନ ଦେଖି ଥାଆନ୍ତି ତାକୁ ପୁରା କରିବା ପାଇଁ ସମ୍ପୂର୍ଣ ଚେଷ୍ଟା କରି ଥାଆନ୍ତି । ଏହି ଝିଅ ମାନଙ୍କୁ ସେହି ପୁଅ ପସନ୍ଦ ଯିଏ ନିଜ ସ୍ୱାଭିମାନ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥିବେ।

2- ଓଲଟା ହୋଇ ମୁଁହ ତଳକୁ କରି ଶୋଇବା , ଯେଉଁ ଝିଅ ମାନେ ଏମିତି ସୋଇ ଥାଆନ୍ତି ସେହି ଝିଅ ମାନେ ଲୋଭି ସ୍ବଭାବ ର ହୋଇ ଥାଆନ୍ତି । ଏହି ଝିଅ ମାନଙ୍କୁ ସେହି ପୁଅ ପସନ୍ଦ ହୋଇଥାଏ ଯିଏ ଏମାନଙ୍କୁ ସବୁ ବେଳେ କିଛି ନା କିଛି ସରପ୍ରାଇଜ ଦେଉଥିବ । ଏହି ଝିଅ ମାନଙ୍କୁ ବୋରିଂ ପୁଅ ପସନ୍ଦ ନୁହଁନ୍ତି ।

3- ବାମ ପାର୍ଶ୍ୱକୁ ମୁହଁ କରି ସୋଉଥିବା ଝିଅ , ବୈଜ୍ଞାନିକ ମାନେ ମଧ୍ୟ କହନ୍ତି ଯେଉଁ ଝିଅ ମାନେ ଏମିତି ସୋଇ ଥାଆନ୍ତି ତାଙ୍କ ସ୍ବାସ୍ଥ୍ୟ ସବୁବେଳେ ଠିକ୍ ରହିଥାଏ । ଏହି ଝିଅ ମାନଙ୍କୁ ସେହି ପୁଅ ପସନ୍ଦ ଯେଉଁ ମାନେ ନେତୃତ୍ଵ କରିବାକୁ ପସନ୍ଦ କରନ୍ତି । ଏମାନଙ୍କ ପାଦ ସହ ପାଦ ମିଶାଇ ସବୁ ପରିସ୍ଥିତି ରେ ଛିଡ଼ା ହୋଇ ପାରିଥିବେ ।

4- ତକିଆ କୁ ଧରି ଶୋଇବା , ଏହି ଭଳି ଝିଅ ମାନେ ବହୁତ୍ ଭାବୁକ ହୋଇ ଥାଆନ୍ତି । ଏହି ଝିଅ ମାନଙ୍କୁ ପୁଅ ମାନଙ୍କ ଲୁକ ବହୁତ୍ ପ୍ରଭାବିତ କରିଥାଏ । ଏହି ଝିଅ ମାନଙ୍କୁ କେହି ବି ଅତି ସହଜ ରେ ଫସାଇ ପାରିବେ ।

5- ଗୋଡ଼ ଓସରି ଶୋଇବା , ଯେଉଁ ଝିଅ ମାନେ ଗୋଡ଼ ଓସରୀ ସୋଇ ଥାଆନ୍ତି ସେମାନେ ବହୁତ୍ କେୟାର ଲେସ ହୋଇ ଥାଆନ୍ତି ।ଏହି ଝିଅ ମାନଙ୍କ ର କାମ ବି ଅଧିକ ସମୟ ପାଇଁ ଖରାପ୍ ହୋଇଥାଏ। ଏହି ଝିଅ ମାନଙ୍କୁ ସେହି ପୁଅ ପସନ୍ଦ ଯେଉଁମାନେ କେବେ ବି ତାଙ୍କ ଉପରେ ରୋକ ଠୋକ କରୁ ନଥିବେ । ଏମାନେ ନିଜ ସ୍ଵାଧୀନ ରେ ରହିବାକୁ ପସନ୍ଦ କରି ଥାଆନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।