ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଅଟନ୍ତି ଏବଂ ସେମାନଙ୍କ personality

ଯଦିଓ ଆମେ ବର୍ତ୍ତମାନ ର ଏମ ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆଁ ରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଏବଂ ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ ।କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।

ତେବେ ଆମ ବାସ୍ତୁ ବଚନ ଅନୁସାରେ ଜଣେ ବ୍ୟକ୍ତି ର ସ୍ୱଭାବ ତାଙ୍କର ଭବିଷ୍ୟତ କେବଳ ରାଶି ଫଳ କିମ୍ବା ଜନ୍ମଦିନ ରୁ ଜଣାପଡି ନଥାଏ ବରଂ ତାଙ୍କର ଶୋଇବା ଶୈଲୀ ରୁ ମଧ୍ୟ ଜଣାପଡ଼ିଥାଏ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଙ୍କୁ ଜଣେଇବୁ ଯେ ମହିଳାଙ୍କ ଶୈଳୀ ରୁ ଜାଣିବା ସେମାନଙ୍କ ଭବିଷ୍ୟତ ବିଷୟରେ ତଥା ତାଙ୍କୁ ବିବାହ ପାଇଁ କେଉଁ ପ୍ରକାରର ବ୍ୟକ୍ତି ପସନ୍ଦ ତାହା ଜାଣିପାରିବେ ।

1.ସିଧା ଶୋଉଥିବା ଝିଅ:-

ସାଧାରଣ ଭାବରେ ଯେଉଁ ଝିଅ ମାନେ ରାତିରେ ସିଧା ଶୋଇଥାନ୍ତି ସେମାନ ଙ୍କର ସ୍ୱଭାବ ବହୁତ ଭଲ ହୋଇଥାଏ। ଏମାନେ ସବୁବେଳେ ନିଜ କର୍ମ ରେ ଅଧିକ ଧ୍ୟାନ ଦେଇଥାନ୍ତି। ଏମାନଙ୍କୁ ପ୍ରଭାବଶାଳୀ ବ୍ୟକ୍ତି ଙ୍କୁ ବହୁତ ପସନ୍ଦ କରନ୍ତି।

2.ବାମ କୁ କଡେଇ ଶୋଉଥିବା ଝିଅ:-

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଡାକ୍ତର ସବୁବେଳେ କହିଥାନ୍ତି କି ବାମ କୁ କଡେଇ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏବଂ ଯେଉଁ ଝିଅ ମାନେ ବାମ କୁ କଡେଇ ଶୋଇଥାନ୍ତି ସେମାନଙ୍କୁ ପତଳା ଏବଂ ସୁନ୍ଦର ପୁଅ କୁ ପସନ୍ଦ କରନ୍ତି।

3.ତକିଆ ଧରି ଶୋଉଥିବା ଝିଅ:-

ଯେଉଁ ଝିଅ ମାନେ ତକିଆ କୁ କୁଣ୍ଡେଇ ଶୋଇବାର ଅଭ୍ୟାସ ରଖିଥାନ୍ତି ସେମାନେ ବହୁତ ଭଲ ହୋଇଥାନ୍ତି ।ଏହି ଭଳି ଝିଅ ଙ୍କୁ ବିବାହ କରିବା ପାଇଁ ପୁଅ ର ରୂପ ଓ ଗୁଣ ସହ କୌଣସି ସମ୍ବନ୍ଧ ନଥାଏ। ଏମାନେ କାହାକୁ ବି ବିବାହ କରି ଖୁସିରେ ରହିଥାନ୍ତି।

4.ଗୋଡ଼ ଖୋଲା କରି ଶୋଉଥିବା ଝିଅ:-\

ପ୍ରାୟ ବହୁତ କମ ଝିଅ ରାତିରେ ଶୋଇବା ସମୟରେ ଗୋଡ଼ କୁ ଖୋଲା କରି ଶୋଇଥାନ୍ତି। କିନ୍ତୁ ଏହିପରି ଝିଅ ମାନେ ବହୁତ ଅଳସୁଆ ଏବଂ ଠକ ପ୍ରକୃତିର ହୋଇଥାନ୍ତି ।ଏମାନ ଙ୍କୁ ସୁନ୍ଦର ଓ ହସ ମୁଖ ପୁଅ ବହୁତ ପସନ୍ଦ ଅଟନ୍ତି।

5.ତକିଆ ଉପରେ ହାତ ରଖି ଶୋଉଥିବା ଝିଅ:-

ଯେଉଁ ଝିଅ ମାନେ ତକିଆ ଉପରେ ହାତ ରଖି ଶୋଇବାକୁ ପସନ୍ଦ କରନ୍ତି ସେମାନ ବହୁତ ଚଞ୍ଚଳ ଏବଂ କାର୍ଯ୍ୟଚଞ୍ଚଲ୍ୟ ହୋଇଥାନ୍ତି। ଏମାନେ ଷ୍ଟାଇଲିସ ଏବଂ ହ୍ୟାନସମ ପୁଅ ବହୁତ ପସନ୍ଦ ହୋଇଥାନ୍ତି ।

6.ନିଜକୁ ଘୋଡେଇ ଶୋଉଥିବା ଝିଅ:-

ଯେଉଁ ଝିଅ ମାନେ ସବୁବେଳେ ଘୋଡେଇ ହୋଇ ଶୋଇବା କୁ ପସନ୍ଦ କରନ୍ତି ସେମାନେ ବହୁତ ଭଲ ହୋଇଥାନ୍ତି ।ଏହି ଭଳି ଶୋଇଥିବା ଝିଅ ମାନେ ସ୍ମାଟ ପୁଅ ଙ୍କୁ ବହୁତ ପସନ୍ଦ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।