ଓଃ କି ଡ୍ୟାନ୍ସ ! ଝିଅ ଘର ଆଗରେ ” ଶାଶୁ ଘର ଚାଲି ଯିବି ” ରେ କି ନାଚ… ଏମିତି ଡ୍ୟାନ୍ସ ଜୀବନରେ କେବେ ଦେଖି ନଥିବେ…
ତେବେ ଆମେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଭିଡ଼ିଓ ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହା ଦ୍ୱାରା ଆଜିକାଲି ର ସମାଜ ରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ତେବେ ଏଥିରେ ଅନେକ ପ୍ରକାର ର ଭିଡ଼ିଓ ଦେଖିବା ପାଇଁ ମିଳେ ଯାହାକି ବେଳେ ବେଳେ ଆଶ୍ଚର୍ଯ୍ୟ ଜନକ ହୋଇ ଥିବା ବେଳେ ଆଉ କିଛି କିଛି ଭିଡ଼ିଓ ଦେଖି ଖୁବ ଖୁସି ଅନୁଭବ ହୋଇ ଥାଏ | ତେବେ ବର୍ତ୍ତମାନ ସମୟରେ ଏକ ବାହାଘର ବରଯାତ୍ରୀ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |
ତେବେ ଆପଣ ତ ଜାଣିଛନ୍ତି ବିବାହ ଏକ ସାତ ଜନ୍ମ ର ଡୋରି ଆଉ ବର କନ୍ୟା ଙ୍କର ବିବାହ ବିଭିନ୍ନ ପରମ୍ପରା ଓ ବିଭିନ୍ନ ରୀତିନୀତି ଅନୁଯାଇ ସମ୍ପୂର୍ଣ୍ଣ କରାଯାଇ ଥାଏ ଯାହା ଦେଖିବା ପାଇଁ ଖୁବ ଆକର୍ଷଣୀୟ ହୋଇଥାଏ |
ତେବେ ଯେତେ ବେଳେ ଝିଅ ଟି ତା ବାପଘର କୁ ପର କରି ସବୁଦିନ ପାଇଁ ଶାଶୂଘର କୁ ଚାଲି ଯାଇଥାଏ ସେତେବେଳେ ର ଦୃଶ୍ୟ ଦେଖିଲେ ଯାହା ଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିଥାଏ |
ଆପଣ ତ ଜାଣନ୍ତି ଏହି ବିବାହ ରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସବୁ ସ୍ମୃତି କୁ ସାଇତି ରଖିବା ପାଇଁ ଭିଡ଼ିଓ ଓ ଫଟୋ ଆଦି ଉଠା ଯାଇଥାଏ ଯାହାକି କ୍ୟାମେରା ମାଧ୍ୟମ ରେ ରେକର୍ଡ କରା ଯାଇଥାଏ | ତେବେ ଆପଣ ତ ଜାଣିଛନ୍ତି ବାହାଘର ର ଡିଜେ ବଜାଇ ବରଯାତ୍ରୀ ନାଚିବା ଏକ ସାଧାରଣ କଥା ହୋଇ ଗଲାଣି ଯାହାକୁ ଦେଖି ଖୁବ ଖୁସି ଲାଗିଥାଏ | ତେବେ ସେଭଳି ଏକ ଭିଡ଼ିଓ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |
ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ମୁଁ ଶାଶୁ ଘର ଚାଲି ଯିବି ଗୀତ ଟି ଡିଜେ ରେ ବାଜିଛି ଆଉ ବରଯାତ୍ରୀ ର ପିଲା ମାନେ ମିଶି ଏହି ଗୀତ ରେ ଝିଅ ଘର ଆଗରେ ନାଚିଛନ୍ତି |
ସେମାନେ ଯେଉଁଭଳି ଭାବରେ ଜବରଦସ୍ତ ଡ୍ୟାନ୍ସ କରି ଦେଖାଇଛନ୍ତି ତାହା ଆପଣ ଛାତି ଥରାଇ ଦେବ ଯାହାକି ସେଠାରେ ଉପସ୍ଥିତ ଥିବା ଲୋକ ମାନେ ଦେଖି ଏହାର ମଜା ନେଇଛନ୍ତି | ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ବେସ ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ପ୍ରକାର ର ମତ ମଧ୍ୟ ରଖିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।