ଝିଅ ବିଦା ଗୀତ ଆପଣ କେବେ ଶୁଣି ନ ଥିବେ । ଗୀତ ସୁଣିଲେ ଆପଣଙ୍କ ଆଖିରୁ ଲୁହ ଆସି ଯିବ ।! ମାତ୍ର 4 ଘଣ୍ଟାରେ 265k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡ଼ିଓ ଦେଖିବା ପାଇଁ ମିଳେ ଯାହାକି ବେଳେ ବେଳେ ଆଶ୍ଚର୍ଯ୍ୟ ଜନକ ହୋଇ ଥିବା ବେଳେ ଆଉ କିଛି କିଛି ଭିଡ଼ିଓ ଦେଖି ଖୁବ ଖୁସି ଅନୁଭବ ହୋଇ ଥାଏ | ତେବେ ଆପଣ ତ ଜାଣିଛନ୍ତି ବିବାହ ଏକ ସାତ ଜନ୍ମ ର ଡୋରି ଆଉ ବର କନ୍ୟା ଙ୍କର ବିବାହ ବିଭିନ୍ନ ପରମ୍ପରା ଓ ବିଭିନ୍ନ ରୀତିନୀତି ଅନୁଯାଇ ସମ୍ପୂର୍ଣ୍ଣ କରାଯାଇ ଥାଏ ଯାହା ଦେଖିବା ପାଇଁ ଖୁବ ଆକର୍ଷଣୀୟ ହୋଇଥାଏ |
ତେବେ ଯେତେ ବେଳେ ଝିଅ ଟି ତା ବାପଘର କୁ ପର କରି ସବୁଦିନ ପାଇଁ ଶାଶୂଘର କୁ ଚାଲି ଯାଇଥାଏ ସେତେବେଳେ ର ଦୃଶ୍ୟ ଦେଖିଲେ ଯାହା ଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିଥାଏ | କାରଣ ଗୋଟିଏ ଝିଅ ପ୍ରଥମେ କାହାର ଝିଅ ଆଉ କାହାର ଭଉଣୀ ଥାଏ ଆଉ ବିବାହ ପରେ ସେ କାହାର ସ୍ତ୍ରୀ ତ ପୁଣି ସେ କାହା ଘରର ବୋହୂ ଆଉ ଶେଷରେ ମା ଟିଏ ହୋଇ ଥାଏ |
ନାରୀ ର କେତେ ରୂପ ହୋଇ ଥାଏ, କିନ୍ତୁ ସେ ଯେତିକି ସ୍ନେହ ଶ୍ରଦ୍ଧା ତା ବାପ ଘରୁ ପାଇଥାଏ ଆଉ କେଉଁଠି ମଧ୍ୟ ପାଇ ନଥାଏ | ତେଣୁ ଯେତେ ବେଳେ ସେ ତା ଘରର ବାପା ମା ଭାଇ ଭଉଣୀ ଙ୍କୁ ପର କରି ଦେଇ ଚାଲି ଆସିଥାଏ ସେତେବେଳେ ଆଉ ତା ଆଖିରେ ଲୁହ ରହି ନଥାଏ | ଆପଣ ତ ଜାଣନ୍ତି ଏହି ବିବାହ ରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ସବୁ ସ୍ମୃତି କୁ ସାଇତି ରଖିବା ପାଇଁ ଭିଡ଼ିଓ ଓ ଫଟୋ ଆଦି ଉଠା ଯାଇଥାଏ ଯାହାକି କ୍ୟାମେରା ମାଧ୍ୟମ ରେ ରେକର୍ଡ କରା ଯାଇଥାଏ |
ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ଏକ ବିବାହ ର ଝିଅ ବିଦା କାନ୍ଦଣା ଭିଡ଼ିଓ ଟି ଏହାକୁ ଦେଖିଲେ ଆପଣ ହୃଦୟ ମଧ୍ୟ ତରଳି ଯିବ | ଝିଅ ବିଦା ବେଳ ଗୀତ ଟି ମଧ୍ୟ ସେମିତି ରଖା ଯାଇଛି ଯାହାକି ଗୀତ ଟି ହେଉଛି “ବାପା ବାପା ଆଉ କିଏ ଡାକିବ ଆଉ ମୋ ଝିଅ ସଜୀବ ଆଉ କା ବହୁ , ପିନ୍ଧି ଶଙ୍ଖା ସିନ୍ଦୁର ଯିବ ଆଉ କା ସାଥେ କରି ଆମକୁ ପର” |
ତେବେ ଗୀତ ସହିତ ଦୃଶ୍ୟ ଟି ମଧ୍ୟ ଏତେ ଦୁଖଃମୟ ରହିଛି କି ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିଯିବ | ଏଭଳି ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |