ଦେଖନ୍ତୁ Socking Video – ଝିଅ କରୁଛନ୍ତି ଖେଳ, ପିଉଛନ୍ତି ମଦ ଜଙ୍ଗଲ ଭିତରେ ଭାଇରାଲ୍ ହେଲା ଭିଡିଓ….

ଝିଅମାନେ କମ୍ ବୟସରେ ଏପରି କିଛି କାର୍ଯ୍ୟ କରିଥାନ୍ତି ଯାହାକୁ ନେଇ ସେ ଭବିଷ୍ୟତରେ ଅସୁବିଧାରେ ପଡନ୍ତି । ଆଜିକାଲିର ପରିବେଶ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ବଦଳି ଯାଇଛି । କୌଣସି ବି ଉତ୍ସବ ହେଉ, ଡ୍ରିଙ୍କସକୁ ସାମିଲ କରିବା ସାଧାରଣ କଥା । ବୟସ୍କଙ୍କୁ ଦେଖି ପିଲାମାନେ ବି କମ୍ ବୟସରେ ମଦ୍ୟପାନ କରିବାରେ ଲାଗିଛନ୍ତି । ଯଦି ଝିଅମାନେ କମ୍ ବୟସରେ ମଦ ପିଅନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କିପରି ପଡ଼ିବ ପ୍ରଭାବ ।
ମଦ ଆଜିକା ସମୟରେ ବହୁତ ଲୋକ ପିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସବୁ ଜାଗାରେ ଲେଖା ହବା ସହ କୁହାଯାଏ, ମଦ ଏମିତି ଗୋଟେ ନିଶା ଯାହା ଦିନକୁ ଦିନ ବଢିବାକୁ ଲାଗିଥାଏ ତେବେ ଏହି ଭଳି ଅପଦାର୍ଥ ସେବନ କରିବା ଜମା ବି ଉଚିତ ନୁହ । ଯେଉଁ ମାନେ ମଧ୍ୟ ପାନ କରିଥାନ୍ତି ସେ ଏହି କଥା ବେଶ ଭଲ ଭାବରେ ଜାଣିଥାନ୍ତି ଯେ ମଦ ତାଙ୍କ ଶରୀରରେ ଯାଇ ତାଙ୍କ ଶରୀର ଖରାପ କରିଥାଏ ତଥାପି ଲୋକ ଏହାର ସେବନ କରିବା ବନ୍ଦ କରନ୍ତି ନାହିଁ ।


ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ ଆମ ଓଡ଼ିଶା ରାଜ୍ଯରେ ୮୫% ଲୋକ ପାନ, ବିଡି, ସିଗାରେଟ ଏବଂ ମଦ୍ୟ ପାନ କରିଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସେହି ଜିନିଷ ପ୍ଯାକେଟ ଉପରେ ମଧ୍ୟ ଲେଖା ହୋଇଥାଏ । ମଦ ପିଇବା ଦ୍ଵାରା ବହୁତ ପ୍ରକାର ଅସୁବିଧା ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ସହ । ଯଦି କୌଣସି ଲୋକ ନିଜ ଜୀବନରେ ପ୍ରତି ଦିନ ନିଶା ସେବନ କରୁଛନ୍ତି ବା କେବେ କେବେ କିଛି ନିଶା ପଦାର୍ଥ ଉପଯୋଗ କରୁଛନ୍ତି ତେବେ ଶୂକ୍ରାଣୁ ଗୁଣ ବହୁତ କମି ଯାଇ ଥାଏ ।

ମଦ କେବେ ବି ଭଲ ହୋଇନଥାଏ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ତେବେ ମଦ କେବଳ ଗୋଟେ ଲୋକକୁ ନୁହ ପୁରା ପରିବାରକୁ ସମାପ୍ତ କରିଥାଏ, ମଦ ପିଉଥିବା ମଣିଷ ବହୁତ ହିଂସକ ହୋଇଥାଏ ତାଙ୍କୁ ସମ୍ପର୍କ ଭଲ ପାଇବା ଦେଖା ଯାଏ ନାହିଁ ଅତ୍ୟଧିକ ମଦ ସେବନ କରୁଥିବା ଲୋକ କେବେ ଅନ୍ୟ ବିଷୟରେ କିଛି ଭାବି ନଥାଏ ଏବଂ କେବେ ନିଜ ଦାଇତ୍ଵ ମଧ୍ୟ ବୁଝି ନଥାଏ ।

ମଦ୍ୟପାନର ଅଭ୍ୟାସ ଦିନକୁ ଦିନ ଲୋକମାନଙ୍କ ଭିତରେ ବଢ଼ୁଥିଲା ବେଳେ, ଅନ୍ୟ ଭଳିକି ଭଳିକି ନିଶାର ପ୍ରକୋପ ମଧ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ରାଜ୍ୟରେ ଏବେ ମଦୁଆଙ୍କର ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଗ୍ରାମାଞ୍ଚଳଗୁଡ଼ିକ କଥା ଯଦି ଦେଖିବା ଅବସ୍ଥା ସେଇଠି ମଧ୍ୟ ତଦ୍ରୁପ । ମଦ ନିଶାରେ ସାରା ଯୁବସମାଜ ଓ ଯୁବତୀ ମାନେ ବି। ଆଜିକାଲି ସବୁବେଳେ ମାଡ଼ ପିଉଛନ୍ତି ଓ ଗୀତ ଗାଇ ନାଚ ଛନ୍ତି ନିଶା ନିଶା ରାତି ତୁ ମୋ ସାଥି ଏହି ଗୀତରେ ଡାନ୍ସ କରିଛନ୍ତି କବଳିତ କହିଲେ ଅତ୍ୟୁକ୍ତି ହେବ ନାହିଁ ।