ଦେଖନ୍ତୁ ଭିଡିଓ ବିବାହ ବର୍ଷେ ପୁରିବା ପରେ କେମିତି ନିଆରା ଢଙ୍ଗରେ ବିବାହ ବାର୍ଷିକ ପାଳନ କଲେ ଝିଲିକ୍ ଏବଂ ପ୍ରତିରଞ୍ଜନ…..

ଆଜକୁ ପ୍ରାୟ ବର୍ଷେ ପୂର୍ବ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ଝିଲିକ ଉଟ୍ଟାଚାର୍ଯ୍ୟ ଏବଂ ସୁକିନ୍ଦାର ବିଧାୟକ ପ୍ରତିରଞ୍ଜନ ଘୋଡେଇ । ଦୁଇଜଣଙ୍କର ବିବାହକୁ ଆଜି ବର୍ଷେ ପୂରିଛି ଏବଂ ଦୁଇ ଜଣ ନିଜର ବିବାହ ବାର୍ଷିକିକୁ ବହୁତ ଖୁସିରେ ପାଳନ କରିଛନ୍ତି । ଝିଲିକ ଭଟ୍ଟାଚାର୍ଯ୍ୟ ଏବଂ ପ୍ରିତିରଞ୍ଜନ ଘୋଡେଇ ମିଶି ନିଜର ବିବାହ ବାର୍ଷିକିକୁ ବହୁତ ଆନ୍ଦନରେ ପାଳନ କରିଛନ୍ତି ।

ଏହି ସେଲିବ୍ରେସନରେ ସେ ବହୁତ ସେଲିବ୍ରେଟି ସହିତ ବହୁତ ରାଜନୀତିଜ୍ଞ ମାନଙ୍କୁ ମଧ୍ୟ ଡାକିଥିଲେ । ଯେଉଁଥିରେ କି ପ୍ରତିରଞ୍ଜନ ଘୋଡେଇ ଏବଂ ଝିଲିକ ମିଳି କେକ କାଟି ଏହି ସୁନ୍ଦର ମୂହୂର୍ତ୍ତର ଆନ୍ଦନ ଉଠାଇଥିଲେ ।

ଆପଣ ମାନେ ଦେଖିଥିବେ କି ଝିଲିକ ଏବେକା ସମୟରେ ଚଳଚ୍ଚିତ୍ର ଜଗତରେ ଏତେ ସକ୍ରିୟ ନୁହନ୍ତି ମାତ୍ର ଆଗରୁ ଚଳଚ୍ଚିତ୍ର କରିସାରିଛନ୍ତି । ଅନେକ ସୁପରହିଟ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଦର୍ଶକ ମାନଙ୍କୁ , ଯାହା ଦର୍ଶକ ମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସିଛି । ଝିଲିକ ଏବଂ ପ୍ରିତର଼ଞ୍ଜନ ଘୋଟେଇ ନିଜର ବିବାହ ବାର୍ଷିକିରେ ମନ୍ଦିରକୁ ଯିବା ସହିତ ସେଠାକାର ପୂଜାରି ମାନଙ୍କ ସହିତ ଫଟୋ ଉଠାଇବା ଏବଂ ନିଜର ଟେକନିକାନ ମାନଙ୍କ ସହିତ ମଧ୍ୟ ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି ।

ଏହା ପରେ ସେ ରାତିରେ ଗ୍ରାଣ୍ଡ ସେଲିବ୍ରେସନ ରଖିଥିଲେ ଘରେ , ଯେଉଁଥିରେ କି ଅନେକ ରାଜନୀତିଜ୍ଞ ସହ ବହୁତ କଳାକାର ମାନେ ମଧ୍ୟ ଯୋଗଦାନ କରିଥିଲେ । ତାଙ୍କର ଏହି ବିବାହ ବାର୍ଷିକି ପାର୍ଟିଟି ବହୁତ ଗ୍ରାଣ୍ଡ ଭାବେ ପାଳନ କରିଥିଲେ ।

ଦର୍ଶକ ମାନେ ମଧ୍ୟ ଜାଣଇଛନ୍ତି କି ହଠାତ ଝିଲିକଙ୍କର ବିବାହ ହୋଇଥିଲା ପ୍ରିତରଞ୍ଜନ ଘୋଡେଇଙ୍କର ସହିତ । ଝିଲିକଙ୍କୁ ଏ ନେଇ ପଚାରା ଯିବାରୁ ଝିଲିକ କିଛି ଉତ୍ତର ଦେଇନଥିଲେ ମଧ୍ୟ ପ୍ରିତିରଞ୍ଜନ ଘୋଡେଇ କହିଥିଲେ କି ଆମେ ଅନେକ ଦିନ ହେବ ଦୁଇ ଜଣ ଦୁହିଁଙ୍କୁ ବହୁତ ଭଲ ପାଉଥିଲୁ । ଏହାପରେ ଦୁହେଁ ଦୁହିଁଙ୍କୁ ସଠିକ ଭାବରେ ବୁଝିବା ପରେ ବିବାହ କରିଛନ୍ତି । ତେବେ ବିବାହ ପରେ ମଧ୍ୟ ଝିଲିକ ବହୁତ ଖୁସି ଅଛନ୍ତି ଏବଂ ନିଜର ଶାସଉଘରେ ବହୁତ ମସ୍ତରେ ରହିଛନ୍ତି ।


ଝିଲିକ ବିବାହ ପରେ କୌଣସି ଫିଲ୍ମ କରିନାହାନ୍ତି ,ତେବେ ସେ ଆଗକୁ ଆଉ ଫିଲ୍ମ କରିବେ କି ନାହିଁ ତାହା ବହୁତ ଶୀଘ୍ର ହିଁ ଜଣାପଡିବ । ତେବେ ଏବେ ସେ ନିଜର ବିବାହ ବାର୍ଶିକରେ ବହୁତ ଧୁମଧାମରେ ପାଳନ କରିଛନ୍ତି , କେକ କାଟି ନିଜର ଖୁସି ବାଣ୍ଟିଛନ୍ତି । ଯାହା ତାଙ୍କର ଫେନ୍ସ ମାନଙ୍କୁ ବହୁତ ଭଲ ଲାଗିଛି, ଏହା ସହିତ ଝିଲିକ ଏବଂ ପ୍ରିତରଞ୍ଜନ ଘୋଡେଇଙ୍କୁ ମଧ୍ୟ ବିବାହ ବାର୍ଶିକିର ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।